Latest Odisha News

BREAKING NEWS

ମୁମ୍ବାଇ ଏୟାରପୋର୍ଟକୁ ଉଡାଇବାକୁ ଧମକ, ବଢିଲା ସୁରକ୍ଷା

ମୁମ୍ବାଇ: ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ଧମକ ମିଳିଛି। ବୁଧବାର ଅପରାହ୍ନରେ ଜଣେ ଅଜ୍ଞାତ ବ୍ୟକ୍ତି ବିମାନବନ୍ଦରକୁ ବୋମା ଆତଙ୍କ ନେଇ ସୂଚନା ଦେଇଛନ୍ତି। ଯାହାକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି। ଉକ୍ତ ଅଜ୍ଞାତ ବ୍ୟକ୍ତିଙ୍କ ସୂଚନା ଅନୁଯାୟୀ ଜଣେ ଯାତ୍ରୀ…

ବିଦେଶରେ ରାଜ୍ କରୁଛି ଭାରତରେ ନିର୍ମିତ ଆଇଫୋନ୍, ବଜାରରେ ବଢିଛି ଆପଲ୍ କ୍ରେଜ୍

ଆପଲ୍ ଆଇଫୋନ୍ ପାଇଁ କ୍ରେଜ୍ ଏପରି ଯେ ନୂଆ ଆଇଫୋନ୍ ଆସିବା ମାତ୍ରେ ଲୋକମାନେ ଫୋନ୍ କିଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୁଅନ୍ତି। ବର୍ତ୍ତମାନ ପରିସ୍ଥିତି ଏପରି ଯେ ଆପଲ୍ ସ୍ମାର୍ଟଫୋନ୍ ରପ୍ତାନୀର ପୂର୍ବ ରେକର୍ଡଗୁଡିକ ଭାଙ୍ଗିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ସାତ ମାସ…

କେବଳ ମସ୍ତିସ୍କ ନୁହେଁ, ବୃକକ୍ ବି ଗଚ୍ଛିତ କରେ ସ୍ମୃତି..

ଭୁବନେଶ୍ବର: ବିଜ୍ଞାନ କୁହେ, ଶରୀରର କମାଣ୍ଡର ବା ନିର୍ଦ୍ଦେଶକ ହେଉଛି ଆମ ମସ୍ତିସ୍କ । ଏହା ଆମ ଇନ୍ଦ୍ରିୟକୁ ପରିଚାଳିତ କରିଥାଏ । ଏଥିସହିତ ଇନ୍ଦ୍ରିୟ ଦ୍ବାରା ହେଉଥିବା କାର୍ଯ୍ୟକୁ ମଧ୍ୟ ମସ୍ତିସ୍କ ଗଚ୍ଛିତ କରି ରଖିଥାଏ । ମସ୍ତିସ୍କ ହିଁ ହେଉଛି ସେହି ଅଙ୍ଗ, ଯେଉଁଥିରେ ସବୁ ମେମୋରିଜ୍…

ଭାରତରେ କିଏ ନିୟନ୍ତ୍ରଣ କରନ୍ତି ପରମାଣୁ ଅସ୍ତ୍ର ?

ନୂଆଦିଲ୍ଲୀ: ଦୁନିଆରେ ଏପର୍ଯ୍ୟନ୍ତ ଗୋଟିଏ ଦେଶ ଅନ୍ୟ ଦେଶ ଉପରେ ଆଣବିକ ଆକ୍ରମଣ କରିଛି। ଏବଂ ସେହି ପରମାଣୁ ଆକ୍ରମଣ ୧୯୪୫ ମସିହାରେ ହୋଇଥିଲା ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ଦୁଇଟି ସହର ନାଗାସାକି ଏବଂ ହିରୋସିମା ଉପରେ ଲିଟିଲ୍ ବଏ ଏବଂ ଫ୍ୟାଟ୍ ମ୍ୟାନ୍ ନାମକ…

ଅଷ୍ଟ୍ରେଲିଆ ଗଣମାଧ୍ୟମରେ କିଙ୍ଗ ଇଜ ବ୍ୟାକ

ସିଡନୀ: ନଭେମ୍ବର ୨୨ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ଆରମ୍ଭ ହେବ । ଏଥି ପାଇଁ ଭାରତୀୟ ଟିମରେ ଅଷ୍ଟ୍ରେଲିଆରେ ପଂହଚିଛନ୍ତ । ଏହି ସିରିଜରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । କୋହଲି ଏଠାରେ…

ବ୍ୟାପୁଛି ଜଣ୍ଡିସ, ଓୟୁଏଟିରେ ୱାଟକୋ ଟିମ

ଭୁବନେଶ୍ୱର: ଓୟୁଏଟିରେ ଦିନକୁ ଦିନ ବଢ଼ୁଛି ଜଣ୍ଡିସ l ଏହି ପ୍ରସଙ୍ଗରେ ଓୟୁଏଟିକୁ ଟିମ ପଠାଇଛି ୱାଟକୋ l ଏହି ଟିମର ଅଧ୍ୟକ୍ଷତା କରୁଛନ୍ତି ୱାଟକୋର ଜେନେରାଲ ମ୍ୟାନେଜର l କେଉଁ ପାଣି ଦୂଷିତ ହୋଇଛି, ତାହା ଯାଞ୍ଚ କରିବା ସହ ପାଇପଲାଇନ ଦୂଷିତ ହୋଇଛି ନା ନାହଁ ସେନେଇ ବି ନିରୀକ୍ଷଣ କରିବ ଏହି…

ଟି୨୦: ସଞ୍ଜୁଙ୍କ ଅଲୋଡା ରେକର୍ଡ, ତିଳକଙ୍କ କୀର୍ତିମାନ

ସେଂଚୁରିଆନ: ଏଠାରେ ଖେଳାଯାଇଥିବା ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭାରତ ପରାସ୍ତ କରିଛି । ଏଥିସହ ସିରିଜରେ ୨-୧ର ଅଗ୍ରଣୀ ହାସଲ କରିଛି । ତିଳକ ବର୍ମା ୫୬ ବଲରେ ୧୦୭ ରନ କରି ଅପରାଜିତ ରହିବା ସହ ଭାରତୀୟ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ୫୧…

ମସ୍କଙ୍କ ‘ଏକ୍ସ’କୁ ବଏକଟ୍ କଲା ବିଦେଶୀ ଖବରକାଗଜ 

ନୂଆଦିଲ୍ଲୀ: ବ୍ରିଟିଶ ଖବରକାଗଜ ଦି ଗାର୍ଡିଆନ ଘୃଣା ବିସ୍ତାର କରୁଥିବା ଅଭିଯୋଗ କରି ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ବ୍ୟବହାର କରିବାକୁ ମନା କରିଦେଇଛି। ଖବରକାଗଜ ପକ୍ଷରୁ କୁହାଯାଇଛି ଯେ ଜାତିବାଦ ଏବଂ କନସ୍ପିରେସି ଥିଓରୀ ସହ ଆପତ୍ତିଜନକ ବିଷୟବସ୍ତୁ 'ଏକ୍ସ'ରେ ବୃଦ୍ଧି ପାଉଛି।…

ମହିଳା ପୋଲିସଙ୍କୁ ମାଡ ଘଟଣା: ଖାରଜ ହେଲା ଜୟନାରାୟଣଙ୍କ ଆଗୁଆ ଜାମିନ୍

ଭୁବନେଶ୍ବର: ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ୍ ଖାରଜ କରିଛନ୍ତି ସୁପ୍ରିକକୋର୍ଟ । ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଆଗୁଆ ଜାମିନ ହାଇକୋର୍ଟରେ ଖାରଜ ହେବା ପରେ ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଜୟନାରାୟଣ । ଆରେଷ୍ଟ…

କେବଳ ସ୍ୱିଜରଲ୍ୟାଣ୍ଡ ନୁହେଁ ଏହି ଦେଶ ମାନଙ୍କରେ ବି ମନା ବୁର୍ଖା …

ନୂଆଦିଲ୍ଲୀ: ନିକଟରେ ସ୍ୱିଜରଲ୍ୟାଣ୍ଡରେ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର l ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି l ମହିଳାମାନଙ୍କ ବୁର୍ଖାକୁ ନେଇ ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଏଭଳି ନିଷ୍ପତି ପାଇଁ ଏବେ ଦେଶ ବିଷୟରେ ସବୁଠି ଆଲୋଚନା କରାଯାଉଛି l ବୁର୍ଖାକୁ ନେଇ ଲାଗିଥିବା ଏହି…