Latest Odisha News

BREAKING NEWS

ଭାରତ ପହଞ୍ଚିଲେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ । ମୁଇଜ୍ଜୁଙ୍କ ସହ ତାଙ୍କ ପତ୍ନୀ ସାଜିଦା ମହମ୍ମଦ ମଧ୍ୟ ଅଛନ୍ତି। ସେ ଭାରତରେ ୫ ଦିନ ରହିବେ । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ମୁଇଜ୍ଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ…

ହିନ୍ଦୁମାନେ ଏକଜୁଟ ରହିବା ଦରକାର; ମୋହନ ଭଗବତ

ରାୟପୁର: ହିନ୍ଦୁମାନେ ଏକଜୁଟ ରହିବାକୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ ଆହ୍ବାନ ଦେଇଛନ୍ତି। ଭାଷା, ଜାତି ଓ ଅଞ୍ଚଳ ମତଭେଦ ଭୁଲି ସମସ୍ତ ହିନ୍ଦୁ ଏକାଠି ହେବା ଦରକାର ବୋଲି ସେ କହିଛନ୍ତି। ସମାଜରେ ସଂଗଠନ,ସଦଭାବନା ଓ ଆତ୍ମୀୟତାର ଆବଶ୍ୟକତା ରହିଛି। ସେହିପରି ଆଚରଣର…

ପୃଥିବୀ ସହ ମାଡ଼ ହେବ ସୌର ଝଡ଼, ନାସାର ଚେତାବନୀ

ନୂଆଦିଲ୍ଲୀ: ପୃଥିବୀ ସହ ମାଡ଼ ହେବାକୁ ଯାଉଛି ସୌର ଝଡ଼। ଯାହା ଫଳରେ ବୈଦ୍ୟୁତିକ ଯୋଗାଯୋଗ ପ୍ରଭାବିତ ହୋଇପାରେ। ଆମେରିକୀୟ ବୈଜ୍ଞାନିକମାନେ ଏଭଳି ଚେତାବନୀ ଦେଇଛନ୍ତି। ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି ଯେ ଆଗାମୀ ସୌର ଝଡ଼ ଦୂରସଞ୍ଚାର ଏବଂ ଉପଗ୍ରହ ଉପରେ ପ୍ରଭାବ ପକାଇପାରେ।…

୧୨ ବର୍ଷ ପରେ ଏକାଠି ସ୍କ୍ରିନ୍ ସେୟାର କରିବେ କରୀନା ଓ ସୈଫ୍, ଦର୍ଶକଙ୍କ ମନରେ ଉତ୍କଣ୍ଠା

ମୁମ୍ବାଇ: ପ୍ରଭାସ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି। ଚଳିତ ବର୍ଷ ତାଙ୍କର ଚଳଚ୍ଚିତ୍ର 'କଲ୍‌କି 2898 AD' ରିଲିଜ୍ ହୋଇଛି। ଫିଲ୍ମଟି ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇଥିଲା। ବର୍ତ୍ତମାନ ସେ ପରବର୍ତ୍ତୀ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି। ଫିଲ୍ମ ‘ସ୍ପିରିଟ୍‌’…

ମୋଦିଙ୍କୁ କେଜ୍ରିୱାଲଙ୍କ ଚ୍ୟାଲେଞ୍ଜ; ବିଜୁଳି ମାଗଣା କଲେ ବିଜେପି ପାଇଁ ପ୍ରଚାର କରିବି

ନୂଆଦିଲ୍ଲୀ: ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆପ ନେତା ଅରବିନ୍ଦ କେଜ୍ରିୱାଲ ବିଜେପିକୁ କରିଛନ୍ତି ଚ୍ୟାଲେଞ୍ଜ। ମୋଦିଜୀ ବିଜେପି ଶାସିତ ୨୨ ରାଜ୍ୟରେ ବିଜୁଳି ବିଲ୍ ମାଗଣା କଲେ , ସେ ବିଜେପି ସମର୍ଥନରେ ପ୍ରଚାର କରିବେ ବୋଲି କହିଛନ୍ତି। ସାହସ ଅଛି ତ  ଦିଲ୍ଲୀରେ ବିଧାନସଭା ନିର୍ବାଚନ…

ବାତିଲ୍ ହେଲା ପିଜିଟି ଲିଖିତ ପରୀକ୍ଷା

ଭୁବନେଶ୍ବର: ବାତିଲ୍ ହେଲା ପିଜିଟି ଲିଖିତ ପରୀକ୍ଷା । ପିଜିଟି ନିଯୁକ୍ତି ନେଇ ଆଜି ହେବାକୁ ଥିବା ୩ଟି ବର୍ଗର ଲିଖିତ ପରୀକ୍ଷା ବାତିଲ୍‌ କରିଛି ଓପିଏସସି । ତେବେ ଆଜି ଓପିଏସସି ପରୀକ୍ଷାର ପଦାର୍ଥ ବିଜ୍ଞାନ, ଗଣିତ, ଓଡ଼ିଆ ପଦବୀ ପାଇଁ ପରୀକ୍ଷା ଲିଖିତ ପରୀକ୍ଷା ହେବାକୁ ଥିବା ବେଳେ ଏବେ…

ଅଡୁଆରେ ରିୟା: ୫୦୦ କୋଟି ଠକେଇ ମାମଲରେ ଅଭିନେତ୍ରୀଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: ପୁଣି ଅଡୁଆରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ୫୦୦ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀ ପୋଲିସ୍‌ ନୋଟିସ୍ ଜାରି କରିଛି। HIBOX ଆପ୍ ସହିତ ୫୦୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ଜେରା ପାଇଁ ରିୟାଙ୍କୁ ନୋଟିସ୍ ପଠାଇଛି ଦିଲ୍ଲୀ ପୋଲିସ୍‌। ଏଠାରେ କହି ରଖୁଛୁ HIBOX…

ୱେଟର୍ ଚାକିରି ପାଇଁ ଲାଗିଛି ଲମ୍ବା ଲାଇନ୍, ଧାଡ଼ିରେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ: କାନାଡାରେ ବେକାରୀ ସମସ୍ୟା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଲୋକଙ୍କୁ ରହିବା ପାଇଁ ଘର ମଧ୍ଯ ମିଳୁନାହିଁ। ଏଭଳି ସ୍ଥଳେ ଏକ ଭାଇରାଲ ଭିଡିଓକୁ ନେଇ ଚିନ୍ତା ବଢିବାରେ ଲାଗିଛି। କାନାଡାର ବ୍ରମ୍ପଟନରେ ୱେଟର ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲା। ୱେଟର ହେବାକୁ ହଜାର ହଜାର…

ଅଧା ରାସ୍ତାରେ ହାତ ଛାଡିଲେ ପତ୍ନୀ, ସ୍ତ୍ରୀଙ୍କ ସ୍ମୃତିରେ କିଛି ଏମିତି କଲେ ସ୍ବାମୀ….ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ…

ବ୍ରହ୍ମପୁର: ପତ୍ନୀଙ୍କ ବିୟୋଗରେ ଅନେକ ସ୍ବାମୀ ତାଙ୍କ ସ୍ମୃତିରେ ତାଙ୍କୁ ମନେରଖିବା ପାଇଁ ବିଭିନ୍ନ କାରୁକାର୍ଯ୍ୟ ନିର୍ମାଣ କରନ୍ତି । ଯାହାର ନିଦର୍ଶନ ଆମେ ଅନେକ ଦେଖିଛେ । ସେଥିମଧ୍ୟରୁ ତାଜମହଲ ଅନ୍ୟତମ  । ହେଲେ ବ୍ରହ୍ମପୁରର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ବିୟୋଗ ପରେ କିଛି ଏମିତି…

ମୂର୍ତ୍ତି ଚୋରି ରାକେଟରେ ୩ ଭାଇ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପ୍ରାଚୀନ ମୂର୍ତ୍ତି ଚୋରି ରାକେଟରେ ୩ ଭାଇ ଗିରଫ ହୋଇଛନ୍ତି। ଏଥିସହିତ ୫୦ରୁ ଅଧିକ ମୂର୍ତ୍ତି ଉଦ୍ଧାର କରାଯାଇଛି। ଏହି ତିନି ଅଭିଯୁକ୍ତ ଭାଇମାନେ ହେଲେ ବରଦା ପ୍ରସନ୍ନ ଆଚାର୍ଯ୍ୟ, ଆନନ୍ଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ତାଙ୍କ ବଡ଼ ଭାଇ ସାରଦା ପ୍ରସନ୍ନ…