Latest Odisha News

BREAKING NEWS

ବିଧାୟକ ପତ୍ନୀଙ୍କ ଚାଲାଣ କାଟି ହଟହଟା ଏସପି

ବଦ୍ଦି: ବିଧାୟକ ପତ୍ନୀଙ୍କ ଚାଲାଣ କାଟି ହଟହଟା। ଏସପି ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲା ବଦ୍ଦିର ମହିଳା ଏସପି ଇଲମା ଆଫ୍ରୋଜ ପ୍ରଶାସନ ଆଗରେ ମୁଣ୍ଡ ନୁଆଁଇବାକୁ ମନା କରିଦେଇଛନ୍ତି।  ସରକାର ଏବଂ ତାଙ୍କ ବିଭାଗ ର ଅନେକ ଅଫିସର ମାନଙ୍କର ଉଦ୍ୟମ ସତ୍ୱେ ମଧ୍ଯ ସେ ଆପୋଷ ବୁଝାମଣା କରିବାକୁ ମନା…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଡ୍ର ରଖିଲେ ମଧ୍ୟ ଭାରତ ଫାଇନାଲରେ କରିପାରିବ ପ୍ରବେଶ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ୦-୩ରେ ହାରିବା ପରେ ଭାରତୀୟ କ୍ରିକେଟ ଟିମର ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ପ୍ରବେଶ କଷ୍ଟକର ହୋଇପଡିଛି । ଏବେ ବର୍ଡର-ଗାଭାସ୍କର ଟ୍ରଫି ସିରିଜ ଭାରତ ପାଇଁ ଜରୁରୀ ହୋଇ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୪ଟି ମ୍ୟାଚ ଜିତିଲେ ସିଧାସଳଖ…

ଅଯୋଧ୍ୟାର ମୂଳଦୁଆକୁ ଦୋହଲାଇଦେବୁ, ଖଲିସ୍ତାନୀ ଆତଙ୍କବାଦୀର ଧମକ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରକୁ ଉଡାଇଦେବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁର ଧମକ। ଏକ ଭିଡିଓ ଜାରି କରି ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ସେ ଧମକ ଦେଇଛି। ଭିଡିଓରେ ପନ୍ନୁ କାନାଡାର ହିନ୍ଦୁ ସାଂସଦ ଚନ୍ଦ୍ର ଆର୍ଯ୍ୟଙ୍କୁ ମଧ୍ୟ ଧମକ ଦେଉଥିବା ଜଣାପଡିଛି। ଶିଖ୍ ଫର…

ନିର୍ବାଚନ ଦିନେ ଅଧିକାଂଶ ଆମେରିକୀୟ ଦେଖୁଥିଲେ ପର୍ଣ୍ଣ: ଆସିଲା ରୋଚକ ତଥ୍ୟ

ନୂଆଦିଲ୍ଲୀ: ଆମେରିକାରେ ଭୋଟ୍ ଦେବା ଦିନ ଲୋକମାନେ ଇଣ୍ଟରନେଟରେ କ’ଣ ଦେଖୁଥିଲେ? ଏହି ବିଷୟକୁ ନେଇ ଏକ ରିପୋର୍ଟ ଆସିଛି, ଯେଉଁଥିରେ ବହୁତ ରୋଚକ ତଥ୍ୟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ, ନଭେମ୍ବର ୫ ତାରିଖରେ ଆମେରିକୀୟ ଲୋକମାନେ ପର୍ଣ୍ଣ ଭିଡିଓ ଦେଖୁଥିଲେ। ଏଡଲ୍ଟ ୱେବସାଇଟ ପର୍ଣ୍ଣ…

ଗମ୍ଭୀର ରାଗି କରି କହିଲେ ରିକି ପଂଟିଂ ଅଷ୍ଟ୍ରେଲିଆ କ୍ରିକେଟ କଥା ବୁଝନ୍ତୁ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ ଟିମ ୫ଟି ଟେଷ୍ଟ ମ୍ୟାଚ ଖେଳିବ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପରେ ଏଥିପ୍ରତି ସମସ୍ତଙ୍କ ନଜର ରହିଛି । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ରିକି ପଂଟିଂ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଶତକକୁ ନେଇ ପ୍ରଶ୍ନ ଉଠାଇଥିଲେ ।…

ମଙ୍ଗଳବାର ରାଜ୍ଯର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶାର କିଛି ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଦ୍ବାରା ଜାରି ବୁଲେଟିନରେ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଏବଂ ମୟୂରଭଞ୍ଜ ସମେତ…

କମେଣ୍ଟରେ ଦେଇଥିଲେ ୪ଟି ପରାମର୍ଶ: ନିଜ ଆଡୁ ଚାକିରି ପ୍ରସ୍ତାବ ଦେଲେ ଜୋମାଟୋ ସିଇଓ

ନୂଆଦିଲ୍ଲୀ: କମେଣ୍ଟରେ ଦେଲେ ୪ ପରାମର୍ଶ । ସିଧା ଏକ୍ସ ପୋଷ୍ଟରେ ନିଜ ଆଡୁ ୟୁଜର୍ସଙ୍କୁ ଚାକିରି ପ୍ରସ୍ତାବ ଦେଲେ ଜୋମାଟେ ସିଇଓ । କହିଲେ, ତୁମେ କିଏ? କ’ଣ କରୁଛ? ମୋତେ ସିଧାସଳଖ କଣ୍ଟାକ୍ଟ କର? ଆମେ ଏକାଠି କାମ କରିପାରିବା? ଜୋମାଟୋ ସିଇଓ ଦିପିନ୍ଦର ଗୋୟାଲ ଏକ୍ସ ପୋଷ୍ଟ କମେଣ୍ଟର…

ଜାଣନ୍ତୁ କାହିଁକି ପାଳିତ ହୁଏ ‘ବିଶ୍ବ ନିମୋନିଆ ଦିବସ’, କ’ଣ ଏହାର ଇତିହାସ ଓ ଥିମ୍

ଭୁବନେଶ୍ବର: ପ୍ରତିବର୍ଷ ୧୨ ନଭେମ୍ବରରେ ପାଳିତ ହୁଏ ବିଶ୍ବ ନିମୋନିଆ ଦିବସ। ଏହି ଦିନ ନିମୋନିଆ ସମ୍ପର୍କିତ ସଚେତନତା କରାଯାଇଥାଏ। ଏହା ଶିଶୁ ଏବଂ ବୟସ୍କମାନଙ୍କୁ ଅଧିକ ହେଉଥିବାର ଦେଖିବାକୁ ମିଳିଥାଏ। ଏହା ଏକ ସଂକ୍ରାମକ ରୋଗ। ଏହି ରୋଗରେ ସଂକ୍ରମଣ କାରଣରୁ ଶିଶୁ ଓ ବୟସ୍କମାନେ ବହୁତ କଷ୍ଟ…

ବର୍ଷ ସାରା ଦିଲ୍ଲୀରେ ବାଣ ବ୍ୟାନ୍ ପ୍ରସଙ୍ଗ: ‘କୌଣସି ଧର୍ମ କେବେ ବି ପ୍ରଦୂଷଣକୁ ପ୍ରୋତ୍ସାହିତ କରିବ ନାହିଁ’

ନୂଆଦିଲ୍ଲୀ: ଦିନକୁ ଦିନକୁ ଭୟଙ୍କର ହେବାରେ ଲାଗିଛି ଦିଲ୍ଲୀ ପ୍ରଦୂଷଣ । ବର୍ଷର ଅଧିକାଂଶ ସସୟ ରାଜଧାନୀ ଦିଲ୍ଲୀର ବାୟୁ ସ୍ବାସ୍ଥ୍ୟପକ୍ଷେ ହାନିକାରକ ହୋଇଥିବା ବେଳେ ଶୀତ ଦିନ ଆସିଲେ ତ କଥା ସରିଲା । ବାୟୁ ମଣ୍ଡଳର ସ୍ଥିତି ଏବେ ଦିଲ୍ଲୀବାସୀଙ୍କୁ ଅତିଷ୍ଠ କରିଥିବା ବେଳେ ଏହାକୁ ନେଇ କଠୋର…

କାହିଁକି ଟ୍ରୋଲ୍ ହେଉଛନ୍ତି ବିକ୍ରାନ୍ତ… 

ମୁମ୍ବାଇ: ଅଭିନେତା ବିକ୍ରାନ୍ତ ମେସି ତାଙ୍କର ଅପକମିଂ ଚଳଚ୍ଚିତ୍ର 'ଦ ସାବରମତି ରିପୋର୍ଟ' ପାଇଁ ଚର୍ଚ୍ଚାରେ ଅଛନ୍ତି। ଯାହା ଖୁବ ଶୀଘ୍ର ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା ବେଳେ ଦର୍ଶକଙ୍କ ଭଲ ରେସପୋନ୍ସ ମିଳିଛି। ବିକ୍ରାନ୍ତଙ୍କ ବ୍ୟତୀତ ରାଶି…