ସିଆରପିଏଫଙ୍କୁ ବଡ଼ ସଫଳତା: ଛତିଶଗଡ଼ରେ ୧୧ ମାଓବାଦୀଙ୍କ ଆତ୍ମସମର୍ପଣ
ସୁକମା: ଛତିଶଗଡ଼ ସୁକମା ପୋଲିସ ଏବଂ ସିଆରପିଏଫଙ୍କୁ ମିଳିଛି ବଡ଼ ସଫଳତା। CRPF କମା କୋମାଣ୍ଡେଣ୍ଟ ନିକଟରେ ୧୧ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଦକ୍ଷିଣ ବସ୍ତର ମାଓ ସଂଗଠନର ସକ୍ରିୟ ସଦସ୍ୟ ଥିଲେ ଆତ୍ମସମର୍ପଣ ମାଓବାଦୀ।
ସରେଣ୍ଡେର ମାଓବାଦୀଙ୍କର ଅନେକ ମାଓ ହିଂସାକାଣ୍ଡରେ ମୂଖ୍ୟ…