Latest Odisha News

BREAKING NEWS

ରାଉରକେଲା ବିଜନେସ କନକ୍ଲେଭକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ରାଉରକେଲା: ଆସନ୍ତା ୨୦ ତାରିଖରୁ ୩ଦିନ ଧରି ରାଉରକେଲା ସେକ୍ଟର-୧୩ ମେଲଣ ପଡିଆରେ ହେବାକୁ ଯାଉଛି ରାଉରକେଲା ବିଜନେସ୍ କନକ୍ଲେଭ୍ । ତେବେ ରାଉରକେଲା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟିଜ୍ ସଭାପତି ପ୍ରଭାତ ଟିବ୍ରେଓ୍ବାଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ…

‘ଦଲାଲ ମାନଙ୍କ ଉପରେ ରହିବ ତୀକ୍ଷ୍ଣ ନଜର’

ଭୁବନେଶ୍ୱର: ଆଜି ନୂଆ ସରକାର ଗଠନର ଛଅ ମାସ ପୂରଣ ହୋଇଛି । ଏହି ଅବସରରେ ଆଜି ରାଜ୍ୟର ଏକ ପ୍ରମୁଖ କାର୍ଯ୍ୟକ୍ରମ-୮୦୦ ଟଙ୍କା ଇନପୁଟ୍‌ ସହାୟତାରେ ଧାନ ସଂଗ୍ରହ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନରେ ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା କରି…

କାହିଁକି ବିଜେପି ଚାହୁଁନି ବିଜେଡି ଭାଙ୍ଗୁ?

ଭୁବନେଶ୍ବର: ରାଜ୍ୟରେ କ୍ଷମତାରେ ବିଜେପି ତ ବିରୋଧୀ ଦଳରେ ବିଜେଡି । ୨୪ବର୍ଷ ପରେ ହୋଇଛି ପଟ୍ଟ ପରିବର୍ତ୍ତନ । ସ୍ବାଭାବିକ ଭାବେ ବିଜେଡିକୁ ଆହୁରି ଦୁର୍ବଳ କରିବାକୁ ଚାହିଁବ ବିଜେପି । କୌଣସି ମତେ ବିଜେଡି ଭାଙ୍ଗିଲେ ସବୁଠୁ ଅଧିକ ଖୁସି ବିଜେପି ହେବା କଥା। ତେବେ ବରିଷ୍ଠ ବିଜେପି ବିଧାୟକ…

ମମତା, ସୁଜିତ…ବିଜେଡିରୁ ଆହୁରି ଯିବେ !

ଭୁବନେଶ୍ବର: ପୁଣି ଖସିବ କି ବିଜେଡିର ରାଜ୍ୟସଭା ଓ୍ବିକେଟ୍? ମମତା ମହନ୍ତ, ସୁଜିତ କୁମାରଙ୍କ ପରେ କିଏ? ବିଜେଡି ଛାଡି ବିଜେପିକୁ ଯିବେ କି ନେତା? ବିଜେପି ସହ ଯୋଗାଯୋଗରେ କିଏ? ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ । ଖୁବ୍ ଶୀଘ୍ର ବିଜେଡି ଛାଡି ଆଉ…

ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଟଳିଲେ ୭ ମାଓବାଦୀ

ମାଲକାନଗିରି: ଛତିଶଗଡର ଦାନ୍ତେୱାଡା ଜିଲ୍ଲା ସୀମାରେ ପୁଣି ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଦାନ୍ତେୱାଡା ସୀମା ନିକଟସ୍ଥ ଆବୁଜମାଦର ଅର୍କା ବ୍ଳକର ରେକୱା ଏବଂ ହିଟୁଲ ଜଙ୍ଗଲରେ ଏନକାଉଣ୍ଟର ସହିତ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏନେଇ ସୂଚନା…

ପିଲାଙ୍କ ଏହି ଅଭ୍ୟାସ ପକାଇବ ଖରାପ ପ୍ରଭାବ, ସତର୍କ ନରହିଲେ ବଢିଯିବ ରୋଗର ଆଶଙ୍କା

ଆଜିକାଲି ପିଲାମାନଙ୍କ ମଧ୍ୟରେ ସ୍ମାର୍ଟଫୋନ ନିଶା ବୃଦ୍ଧି ପାଉଛି। ଉଠିବା, ବସିବା, ଶୋଇବା, ଖେଳିବା, ଖାଇବା ପିଇବା ସମୟରେ ପିଲାମାନେ ସବୁବେଳେ ଫୋନ ଉପରେ ନଜର ରଖନ୍ତି। ଛୋଟ ଛୁଆ କଥା ଛାଡିଦିଅନ୍ତୁ ଆଜିକାଲି ବଡ଼ ବଡ଼ ଲୋକଙ୍କୁ ମଧ୍ୟ ସ୍ମାର୍ଟଫୋନ୍‌ ନିଶା ଧରିଛି। ବିଷେଶ କରି ଛୋଟ ଛୁଆମାନେ…

ଅତୁଲଙ୍କ ପତ୍ନୀଙ୍କୁ ଚାକିରିରୁ ବାହାର କରିବାକୁ ଦାବି, ‘ଏକ୍ସ’ ହ୍ୟାଣ୍ଡେଲ ଲକ୍ କଲା ଆସେଞ୍ଚର

ବେଙ୍ଗାଲୁରୁ: ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ବେଙ୍ଗାଲୁରୁରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜୀବନ ହାରିବା ପୂର୍ବରୁ ଅତୁଲ ଏକ ୨୪ ପୃଷ୍ଠାର ସୁଇସାଇଡ୍ ନୋଟ୍ ଲେଖିବା ସହ ଭିଡିଓ ମଧ୍ଯ କରିଥିଲେ। ତାଙ୍କ ପତ୍ନୀ ଏବଂ ପରିବାର ସଦସ୍ୟଙ୍କ ନିର୍ଯ୍ୟାତନା ଯୋଗୁଁ ସେ ଆତ୍ମହତ୍ୟା କରୁଛନ୍ତି…

ଦିଲ୍ଲୀ କିପରି ପାଇଲା ରାଜଧାନୀର ମୁକୁଟ, ଜାଣନ୍ତୁ ଏହା ପଛର କାରଣ…

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ସମସ୍ତେ ଜାଣନ୍ତି। ଦେଶର ସମସ୍ତ ରାଜ୍ୟରୁ ଲୋକମାନେ ଏଠାକୁ ଆସନ୍ତି, ରୁହନ୍ତି, ବୁଲାବୁଲି କରନ୍ତି। ଏହା ସହ ଏଠାରେ ବସବାସ ମଧ୍ୟ କରନ୍ତି। ବହୁତ କମ୍ ଲୋକ ଜାଣନ୍ତି ଯେ ଦିଲ୍ଲୀ ପୂର୍ବରୁ ଭାରତର ରାଜଧାନୀ ନଥିଲା। ୧୧୩ ବର୍ଷ ପୂର୍ବେ ୧୨ ଡିସେମ୍ବର ୧୯୧୧ରେ…

କେଉଁ ଦେଶରେ ପୁରୁଷଙ୍କ ପ୍ରତି ହେଉଛି ଅଧିକ ଅତ୍ୟାଚାର? ଭାରତର ସ୍ଥାନ କେତେ

ବେଙ୍ଗାଲୁରୁର ଇଞ୍ଜିନିୟର ଅତୁଲ ସୁଭାଷଙ୍କ ପତ୍ନୀ ଏବଂ ଶାଶୁଙ୍କ ନିର୍ଯ୍ୟାତନାରେ ସହିନପାରି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ଅତୁଲ ସୁଭାଷ ପ୍ରାୟ ୮୦ ମିନିଟର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ପୋଷ୍ଟ କରିଥିଲେ। ଏହା ବ୍ୟତୀତ ସେ ଏକ ୨୪ ପୃଷ୍ଠାର ସୁସାଇଡ ନୋଟ୍ ମଧ୍ୟ…