କିଛି ମିନିଟରେ ରସାୟନରୁ ପ୍ରସ୍ତୁତ ହେଉଛି କ୍ଷୀର, ଭିଡିଓ ଭାଇରାଲ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ବୁଲନ୍ଦସହରରେ ନକଲି କ୍ଷୀର ବ୍ୟବସାୟ କରୁଥିବା ଏକ ଠକଙ୍କୁ ଧରିଛି ପୋଲିସ। ନିକଟରେ ନକଲି କ୍ଷୀର ପ୍ରସ୍ତୁତ କରିବା ଅଭିଯୋଗରେ ପୋଲିସ ବ୍ୟବସାୟୀ ଅଜୟ ଅଗ୍ରୱାଲଙ୍କ ଗୋଦାମ ଉପରେ ଚଢଉ କରି ତାଙ୍କୁ ଗିରଫ କରିଥିଲା।
ଅଭିଯୁକ୍ତ କିଛି ରାସାୟନିକ ପଦାର୍ଥ ମିଶାଇ…