ଦିଲ୍ଲୀ କୃଷକ ଆନ୍ଦୋଳନ: ଶମ୍ବୁ ବର୍ଡର ଖୋଲିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଜିଦରେ ଅଟଳ ରହିଛନ୍ତି କୃଷକ। ଦିଲ୍ଲୀ ଚଲୋ ଆନ୍ଦୋଳନ ପାଇଁ ବନ୍ଦ ରହିଛି ଶମ୍ଭୁ ବର୍ଡର। ହେଲେ ଏହି ବର୍ଡରକୁ ନେଇ ଆସିଛି ବଡ ସୂଚନା। ଏହି ବର୍ଡର ଏବେ ଖୋଲିବ ନାହିଁ। ସୋମବାର ସୁପ୍ରିମକୋର୍ଟ ଶମ୍ଭୁ ବର୍ଡର ଖୋଲିବା ପାଇଁ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ଏହି ଆବେଦନରେ ପଞ୍ଜାବର…