ସମୁଦ୍ର ଭିତରେ ବଳ ଗୋଟାଉଛି ଦାନା, ବଦଳୁଛି ଗତିପଥ
ଭୁବନେଶ୍ଵର: ମାଡି ଆସୁଛି ବାତ୍ୟା ଦାନା । ଆଜି ଅବପାତର ରୂପ ନେବ ସାମ୍ଭାବ୍ୟ ବାତ୍ୟା । ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ ବୋଲି କହିଛି ପାଣିପାଗ ବିଭାଗ। ୨୪ ରାତି କିମ୍ବା ୨୫ ତାରିଖ ଭୋରରୁ ଓଡ଼ିଶାରେ ସ୍ଥଳଭାଗ ଛୁଇଁବ । ଓଡ଼ିଶା ଭିତରକୁ ପ୍ରବେଶ କରିବା ବେଳେ ପବନର ବେଗ…