ଶୀତଦିନେ ଗିଜର ପାଣିରେ ସ୍ନାନ କରୁଥିଲେ ସାବଧାନ! ହୋଇପାରେ ଏହି ସବୁ ସମସ୍ୟା
ଶୀତ ଋତୁ ଆସିଲାଣି। ଏହି ଋତୁରେ, ଲୋକମାନେ ପ୍ରବଳ ଥଣ୍ଡା ଠାରୁ ନିଜକୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ନିଅନ୍ତି। କିଛି ଲୋକ ଏହି ଋତୁରେ ଅନେକ ଦିନ ସ୍ନାନ ନକରି ରହିଥା’ନ୍ତି, ଯେତେବେଳେ କି ଅନେକ ଲୋକ ପ୍ରତିଦିନ ଗିଜରର ଗରମ ପାଣି ଦ୍ୱାରା ସ୍ନାନ କରନ୍ତି।
ଗିଜର ପାଣିରେ ଗାଧୋଇବା…