ଦୁନିଆର ସବୁଠୁ ବିଷାକ୍ତ ଗଛ: ତଳେ ଛିଡା ହେଲେ ବି ଚାଲିଯିବ ଜୀବନ
ନୂଆଦିଲ୍ଲୀ: ଆମ ଜୀବନରେ ବୃକ୍ଷ କିମ୍ବା ଉଦ୍ଭିଦମାନଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯଦି ସରଳ ଅର୍ଥରେ କହିବା ଗଛ ହିଁ ଜୀବନ । ଆମେ କେବଳ ସେମାନଙ୍କ ଉପରେ ନିର୍ଭରଶୀଳ ନୁହେଁ ସେଥିରୁ ଆମ ପିଣ୍ଡରେ ପ୍ରାଣ ସଞ୍ଚାର ହୁଏ । ଗଛର ମୂଳ ଠାରୁ ଆରମ୍ଭ କରି ଡାଳ, ପତ୍ର, ଫଳ, କାଣ୍ଡ ସବୁ…