ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଅଣ୍ଡାମାଡ଼
ଧର୍ମଶାଳା: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରକୁ ଆଜି ଅଣ୍ଡା ମାଡ ହୋଇଛି । ଲକ୍ଷ୍ମୀପୂଜା ଦେଖିବାକୁ ଯାଉଥିବାବେଳେ ନିର୍ବାଚନମଣ୍ଡଳୀର କୁରିକଣା ଗାଁ ନିକଟରେ ଉତ୍ତ୍ୟକ୍ତ ଲୋକେ ତାଙ୍କ ଗାଡ଼ି ଅଟକାଇବାକୁ ପ୍ରୟାସ କରିଥିଲେ ।
ଏହି ଅଣ୍ଡାମାଡ଼ରେ କିନ୍ତୁ ପୂର୍ବତନ…