Latest Odisha News

BREAKING NEWS

ଝାଡଖଣ୍ଡ ରେଜଲ୍ଟ: ସରକାର ଗଢିପାରେ ହେମନ୍ତଙ୍କ ଜେଏମଏମ

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନୀ ଫଳାଫଳ ଟ୍ରେଣ୍ଡ ଅନୁଯାୟୀ ହେମନ୍ତ ସୋରେନଙ୍କ ଜେଏମଏମ ପୁଣି କ୍ଷମତାକୁ ଆସିବା ସ୍ପଷ୍ଟ ହୋଇଛି। ଟ୍ରେଣ୍ଡ ଅନୁଯାୟୀ ୮୧ଟି ସିଟରେ ଭୋଟ୍ ଗଣତି ସମୟରେ ଜେଏମଏମ ମିଳିତ ମଞ୍ଚ ୫୪ଟି ଆସନରେ ଆଗୁଆ ରହିଛି। ଏହି ସଂଖ୍ୟା ବହୁମତ ୪୧ରୁ ୧୩ ସିଟ୍ ଅଧିକ…

ବିଲ୍ଡର ସଂସ୍ଥା ‘ଜେଡ୍’ ଉପରେ ଇଡି ରେଡ୍

ଭୁବନେଶ୍ଵର: ବିଲ୍ଡର ସଂସ୍ଥା ‘ଜେଡ୍’ ଉପରେ ଇଡି ରେଡ୍ । ୧୧ଟି ସ୍ଥାନରେ ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବେଆଇନ ବୈଦେଶିକ ମୁଦ୍ରା ବିନିମୟ ଅଭିଯୋଗରେ ଚାଲିଛି ରେଡ୍ । ‘ଜେଡ୍‌’ ନିର୍ଦ୍ଦେଶକଙ୍କ ଘର ଓ ଅଫିସ୍‌ରେ ଚାଲିଛି ରେଡ୍‌ । ସେପଟେ ଇଡି ରେଡ୍‌ ସମ୍ପର୍କରେ…

ଉପନିର୍ବାଚନ ଫଳାଫଳ: ୱାୟନାଡରେ ପ୍ରିୟଙ୍କା, ୟୁପିରେ ବିଜେପି ଆଗୁଆ

ୱାୟନାଡ: ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ସହ ୧୫ଟି ରାଜ୍ୟର ୪୬ଟି ବିଧାନସଭା ଏବଂ ୨ଟି ଲୋକସଭା ଆସନ ପାଇଁ ଭୋଟିଂ ଗଣତି ଚାଲିଛି। ପ୍ରିୟଙ୍କା ଗାନ୍ଧୀ ୩.୫ ଲକ୍ଷରୁ ଅଧିକ ଭୋଟରେ ୱାୟନାଡ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆଗରେ ରହିଛନ୍ତି। ଏଠାରେ ସିପିଆଇର ସତ୍ୟନ ମୋକେରୀ ଦ୍ୱିତୀୟ ସ୍ଥାନରେ…

ଟି୨୦ରେ ବିଶ୍ୱରେକର୍ଡ କଲେ ତିଳକ

ହାଇଦ୍ରାବାଦ: ସୟେଦ ମୁସ୍ତାକ ଅଲି ଟ୍ରଫିରେ ଭାରତର ବ୍ୟାଟ୍ସମ୍ୟାନ ସୟେଦ ମୁସ୍ତାକ ଅଲି ଟ୍ରଫିରେ ବିଶ୍ୱରେକର୍ଡ କରିଛନ୍ତି । ହାଇଦ୍ରାବାଦର ଅଧିନାୟକ ତିଳକ ଶନିବାର ମେଘାଳୟ ବିପକ୍ଷରେ ୧୫୧ ରନର ଇନିଂସ ଖେଳି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଟି୨୦ରେ କ୍ରମାଗତ ୩ଟି ଶତକ ହାସଲ କରିବାରେ…

ଉତ୍ତରପ୍ରଦେଶ ଉପନିର୍ବାଚନ: ୭ଟି ଆସନରେ ଆଗୁଆ ଅଛି ବିଜେପି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଖାଲି ପଡ଼ିଥିବା ୯ଟି ଆସନ ପାଇଁ ୨୦ ନଭେମ୍ବରରେ ବିଧାନସଭା ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଜି ଅର୍ଥାତ୍ ୨୩ ନଭେମ୍ବରରେ ଆସିବ ଫଳାଫଳ । ଏନେଇ ସକାଳ ୮ ଟାରୁ ଭୋଟ୍ ଗଣନା ଆରମ୍ଭ ହୋଇଛି, ଫଳାଫଳ ଶୀଘ୍ର ଘୋଷଣା କରାଯିବ । ନିର୍ବାଚନ ଆୟୋଗଙ୍କ ରିପୋର୍ଟ…

ତ୍ରିଶୁଳିଆ ବ୍ରିଜରେ ଜଳିଗଲା ସ୍କୁଟି

କଟକ: କଟକସ୍ଥିତ ତ୍ରିଶୁଳିଆ ବ୍ରିଜରେ ଶନିବାର ସକାଳେ ଏକ ବୈଦ୍ୟୁତିକ ସ୍କୁଟରରେ ନିଆଁ ଲାଗିଯାଇଥିବା ଜଣାପଡିଛି। ସୂଚନାନୁସାରେ, ଗାଡି ଚାଳକ ଜଣକ କଟକ ଅଭିମୁଖେ ଯାଉଥିବା ବେଳେ ଏହି ବୈଦ୍ୟୁତିକ ଯାନରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଥିଲା ଖବର ପାଇ ଅଗ୍ନିଶମ ବିଭାଗର…

ଅଷ୍ଟ୍ରେଲିଆରେ ବୁମରାହଙ୍କ ଆଉ ଏକ ସଫଳତା

ପର୍ଥ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପର୍ଥରେ ଖେଳାଯାଉଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଯଶପ୍ରୀତ ବୁମରାହ ଆଉ ଏକ କୀର୍ତିମାନ ନିଜ ନାମରେ ଯୋଡିଛନ୍ତି । ସେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୫ଟି ୱିକେଟ ଅକ୍ତିଆର କରିଛନ୍ତି । ଓଭରାଲ ଏହା ତାଙ୍କର ୧୧ତମ ୫ ୱିକେଟ ସଫଳତା । ଅଷ୍ଟ୍ରେଲିଆ ମାଟିରେ…

କାଲି ଆସିବ ସୁଭଦ୍ରା ଟଙ୍କା, ବାଦ୍ ପଡିଥିବା ମହିଳାଙ୍କୁ ଡିସେମ୍ବରରେ ମିଳିବ

ଭୁବନେଶ୍ଵର: ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଆସନ୍ତା କାଲି ମିଳିବ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାରୁ ବାଦ ପଡିଥିବା ୨.୬୭ ହିତଧିକାରୀଙ୍କର ଯାଞ୍ଚ ଶେଷ ହୋଇଛି । ତେବେ ଯାଞ୍ଚ ପରେ ୨୨ ପ୍ରତିଶତ ଆବଦନକାରୀଙ୍କୁ କାଲି ସୁଭଦ୍ରା ଟଙ୍କା ମିଳିବ । ଏନେଇ…

ଜେଲ୍‌ ଗଲେ ବବିଙ୍କ ଭାଇ ଭବ ପ୍ରସାଦ ଦାଶ

ଯାଜପୁର: ଜେଲ୍‌ ଗଲେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପର୍କୀୟ ଭାଇ ଭବ ପ୍ରସାଦ ଦାସ । ଏସ୍‌ଡିଜେଏମ୍‌ଙ୍କ ପାଖରେ ହାଜର ପରେ ଜେଲ୍‌ ଗଲେ ଭବ ପ୍ରସାଦ ଦାଶ । ଗିରଫ ପରେ ଏସ୍‌ଡିଜେଏମ୍‌ଙ୍କ ପାଖରେ ହାଜର କରିଥିଲା ପୋଲିସ । ଯାଜପୁର ବିରଜା ହାଟରେ ଜଣେ…

ୱାୟାନାଡ ଉପ-ନିର୍ବାଚନ: ବିଜୟ ଅଭିମୁଖେ ପ୍ରିୟଙ୍କା

ୱାୟନାଡ: କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା କେରଳର ୱାୟନାଡ ଲୋକ ସଭା ଆସନ ପାଇଁ ଗତ ୧୩ ତାରିଖରେ ଉପ-ନିର୍ବାଚନ ହୋଇଥିଲା । ଆଜି ଫଳାଫଳ ଆଜି ପ୍ରକାଶ ପାଇବ । ଏନେଇ ବର୍ତ୍ତମାନ ଭୋଟ ଗଣନା ଚାଲିଛି । ପ୍ରାରମ୍ଭିକ ଧାରାରେ…