ପିଏମଓର ନୂଆ ଅତିରିକ୍ତ ସଚିବ ହେଲେ ଶୁଭାଶିଷ ପଣ୍ଡା
ନୂଆଦିଲ୍ଲୀ: ଓଡିଶା କ୍ୟାଡରର ଆଇଏଏସ ରଘୁ ଜି ଙ୍କ ସମେତ ଆଉ ୨ ବ୍ୟୁରୋକାଟଙ୍କୁ ପିଏମଓକୁ ବଦଳି କରାଯାଇଛି । ପିଏମଓରେ ନୂଆ ଅତିରିକ୍ତ ସଚିବ ଭାବେ ଆଇଏଏସ ଶୁଭାଶିଷ ପଣ୍ଡାକୁ ନିଯୁକ୍ତ କରାଯାଇଛି । ହିମାଚଳ ପ୍ରଦେଶ କ୍ୟାଡରର ୧୯୯୭ ବ୍ୟାଚର ଆଇଏଏସ୍ ଶୁଭାଶିଷ ପଣ୍ଡା ବର୍ତ୍ତମାନ ଡିଡିଏର…