‘Ama Bus’ Service: ଆସନ୍ତାକାଲି ଅପରାହ୍ନରେ ଗଡିବନି ଆମ ବସ୍
ଭୁବନେଶ୍ବର:ରାତି ପାହିଲେ ଦୀପାବଳି । ତେବେ ଦୀପାବଳି ପାଇଁ କାଲି ଅପରାହ୍ଣରେ ଚାଲିବନି 'ଆମ ବସ୍'। ଆସନ୍ତାକାଲି ଅପରାହ୍ଣ ୩ଟାରୁ 'ଆମ ବସ୍' ବନ୍ଦ । ରବିବାର ଏ ନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ସୂଚନା ଦେଇଛି ।
ଏହାର ଏକ୍ସ ହ୍ୟାଣ୍ଡେଲରେ CRUT କହିଛି ଯେ…