କାହିଁକି ମିଳିଲାନି ସୁଭଦ୍ରା ଟଙ୍କା? କ’ଣ ରହିଲା ତ୍ରୁଟି…ଜାଣନ୍ତୁ କେମିତି ସୁଧାରିବେ….
ଭୁବନେଶ୍ବର: ଯୋଗ୍ୟ ମହିଳାଙ୍କ ଖାତାକୁ ଯାଇଛି ସୁଭଦ୍ରା ସହାୟତାର ପ୍ରଥମ କିସ୍ତି । ଏହାରି ଭିତରେ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ମଧ୍ୟ ଶେଷ ହୋଇଛି । ହେଲେ ଏବେ ବି ଅନେକ ମହିଳା ଆବେଦନ କରିଥିଲେ ମଧ୍ୟ ସହାୟତା ପାଇବାରୁ ବଞ୍ଚିତ ରହିଛନ୍ତି । ତେବେ ସେମାନଙ୍କୁ କାହିଁକି ସୁଭଦ୍ରା…