Latest Odisha News

BREAKING NEWS

କଟକକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

କଟକ: ଆଜି କଟକରେ ପୂଜା ମଣ୍ତପ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତକହିଛନ୍ତି ଯେ, ଆଗମୀ ଦିନରେ କଟକ ସ୍ବାର୍ଟସିଟି ହେବ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମୁଁ ପ୍ରାୟ ୪୦ଟି ପୂଜା ମଣ୍ତପ ଦର୍ଶନ କଲି । କଟକ ସହର ହେଉଛି ଭାଇଚାରାର ସହର । ଏଭଳି ପୂଜା…

ପ୍ରସାଦ ଖାଇ ପ୍ରାୟ ୧୫୦ ଅସୁସ୍ଥ

ପୁରୀ: ଦୁର୍ଗା ପୂଜା ଉତ୍ସବରେ ଶନିବାର ଦିନ ପ୍ରସାଦ ସେବନ କରିବା ପରେ ପୁରୀରେ ଅତି କମରେ ୧୫୦ ଲୋକ ଅସୁସ୍ଥ ହୋଇପଡିଛନ୍ତି। ପୁରୀର ଗୋପ ବ୍ଲକର ଓଟଙ୍ଗା ଗ୍ରାମରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଗାଁର ଏକ ପେଣ୍ଡାଲରେ ଅନୁଷ୍ଠିତ ଦୁର୍ଗା ଅଷ୍ଟମୀ ପ୍ରସାଦ ଖାଇବା ପରେ ଭକ୍ତମାନେ…

ବାଂଲାଦେଶ ହିନ୍ଦୁଙ୍କ ଉପରେ ଏପରି କହିଲେ ମୋହନ ଭାଗବତ

ନାଗପୁର: ବିଜୟାଦଶମୀ ଅବସରରେ ରାଷ୍ଟ୍ରିୟ ସ୍ବଂୟସେବକ ସଂଗଠନର ମୁଖ୍ୟ ମୋହନ ଭାଗବତ ନାଗପୁରର ରେଶମ ବାଗ ପଡିଆରେ ଶସ୍ତ୍ର ପୂଜା କରିଛନ୍ତି । ଏହା ପରେ ସେ ସଂଗଠନର କର୍ମୀଙ୍କୁ ସମ୍ବୋଧିତ କରିଥିଲେ । ମୋହନ ଭାଗବତ କହିଛନ୍ତି ଯେ, ବିଶ୍ୱ ସ୍ତରରେ ଇସ୍ରାଏଲର ଯୁଦ୍ଧକୁ ନେଇ ସମସ୍ତେ ଚିନ୍ତିତ…

ଗୁଗୁଲ ମ୍ୟାପ୍ ଦେଖେଇଲା ଭୁଲ୍ ରାସ୍ତା; ୧୫ ଫୁଟ୍ କୂଅରେ ପଡିଲେ ଦମ୍ପତ୍ତି

କୋଚି: ବର୍ତ୍ତମାନ ସମୟରେ ଗୁଗୁଲ ମ୍ୟାପ୍ ସାଜିଛି ଅଜଣା ସ୍ଥାନର ମୁଖ୍ୟ ଗାଇଡ୍ । ହେଲେ ଏହି ମ୍ୟାପ୍ ଯଦି ଭୁଲ୍ ବାଟ ଦେଖାଏ ତେବେ ହଟହଟା ହେବା ବ୍ୟତୀତ ଆଉ କିଛି ଉପାୟ ନାହିଁ । ହଁ ଏହି ମ୍ୟାପ୍ ଦେଖି ପୂର୍ବରୁ ମଧ୍ୟ ଅନେକ ବହୁ ଅସୁବିଧାର ସ୍ମୁଖୀନ ମଧ୍ୟ ହୋଇଛନ୍ତି । ସେହିପରି ଘଟଣା ପୁଣି…

ବିଜେଡି କଳି ! ନବୀନ ହେବେ କି ସଂକଟମୋଚକ ?

ଭୁବନେଶ୍ବର: ପରାଜୟ ପରଠୁ ବିଜେଡିରେ କଳି ବଢିବାରେ ଲାଗିଛି। କ୍ଷମତାରେ ଥିବା ବେଳେ ମୁହଁ ଖୋଲୁନଥିବା ନେତା ଏବେ ସିଧାସଳଖ ଜବାବ ମାଗିଲେଣି । ବରିଷ୍ଠ ନେତା ଅମର ଶତପଥୀ ପରାଜୟର ଦାୟିତ୍ବ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନେବାକୁ କହିବା ପରେ ସରଗରମ ହେଲାଣି ରାଜନୀତି। ପୂର୍ବରୁ ଗୋଷ୍ଠୀ…

ବର୍ଷା ଯୋଗୁଁ ବଢୁଛି ପିଆଜ ଦର: ମନ୍ତ୍ରୀ

ଭୁବନେଶ୍ୱର: ପାର୍ବଣ ଋତୁରେ ପନିପରିବା ଦର ବୃଦ୍ଧି ଓଡିଶାର ଗ୍ରାହକଙ୍କ ଚିନ୍ତା ବଢାଇଛି। ତେବେ ବୃଷ୍ଟିପାତ ଯୋଗୁ ପିଆଜ ଦର ହୁ ହୁ ବଢୁଥିବା ନେଇ କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଆଜି ଭୁବନେଶ୍ୱରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ ସ୍ଥାନରେ…

ଦଶହରାରେ ନୂଆ ଫିଲ୍ମର ଘୋଷଣା କଲେ ‘ଗଦର ୨’ ନିର୍ଦ୍ଦେଶକ

ମୁମ୍ବାଇ: 'ଗଦର ୨'ର ବଡ ସଫଳତା ପରେ ନିର୍ଦ୍ଦେଶକ ଅନିଲ ଶର୍ମା ଅନ୍ୟ ଏକ ଫିଲ୍ମ ସହିତ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ଦଶହରରାର ବିଶେଷ ଉତ୍ସବରେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବନବାସ' ଘୋଷଣା କରିଛନ୍ତି । ଏଥିସହ 'ବନବାସ'ର ପ୍ରଥମ ଝଲକ ସୋସିଆଲ ମିଡିଆରେ ମଧ୍ୟ ସେୟାର କରାଯାଇଛି ।…

ପୂଜା ମଣ୍ଡପ ପାଖ ଖାଦ୍ୟ ଷ୍ଟଲରେ ବିଏମସିର ଚଢ଼ାଉ

ଭୁବନେଶ୍ବର: ଭୁବନେଶ୍ୱରର ବିଭିନ୍ନ ସ୍ଥାନର ପୂଜା ପେଣ୍ଡାଲରେ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି । ଏନେଇ ପୂଜା ପେଣ୍ଡାଲ ନିକଟରେ ବିଭିନ୍ନ ଖାଦ୍ୟ ଷ୍ଟଲ୍ ଗୁଡିକ ମଧ୍ୟ ପଡିଛି । ହେଲେ ସେହି ଷ୍ଟଲ ଗୁଡିକରେ ମିଳୁଥିବା ଖାଦ୍ୟ ଗୁଡିକ କେତେ ସ୍ବାସ୍ଥ୍ୟକର ସେନେଇ ତାର ମାନ ଯାଞ୍ଚ କରିବାକୁ ଆଜି…

ଚମତ୍କାର ପ୍ରଦର୍ଶନ ପରେ ଫ୍ଲେ-ଅଫରେ କୋଣାର୍କ ସୂର୍ଯ୍ୟସ

ଭୁବନେଶ୍ବର: ଚମକିଲା କୋଣାର୍କ ସୂର୍ଯ୍ୟସ୍ ଓଡିଶା। ଶୁକ୍ରବାର ଶ୍ରୀନଗର ସ୍ଥିତ ବାକ୍ସି ଷ୍ଟେଡିୟମରେ ଗୁଜୁରାଟ ଗ୍ରେଟ୍ସକୁ ୭ ୱିକେଟ୍‌ରେ ହରାଇ କୋଣାର୍କ ସୂର୍ଯ୍ୟସ ଓଡିଶା ଲିଜେଣ୍ଡସ୍ ଲିଗ୍ କ୍ରିକେଟ ୨୦୨୪ରେ ପ୍ଲେଅଫ୍‌ରେ ସ୍ଥାନ ପକ୍କା କରିଛି । ତେବେ ଟସ୍ ଜିତି ପ୍ରଥମେ ବୋଲି କରିବାର…

ଶ୍ରୀମନ୍ଦିରରେ ପଡିଲା ରକ୍ତର ଛିଟା, ହେଲା ମହାସ୍ନାନ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଶନିବାର ଦିନ ଜଣେ କର୍ମଚାରୀଙ୍କ ଆଙ୍ଗୁଠିରେ ଆଘାତ ଲାଗିବା ପରେ 'ମହା ସ୍ନାନ' ରୀତିନୀତି କରାଯାଇଛି। ସୂଚନାନୁସାରେ, ଉକ୍ତ କର୍ମଚାରୀଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ଜଗନ୍ନାଥ ମନ୍ଦିରର…