କୋଇଲା ଖଣିରେ ଅତର୍କିତ ଗୁଳିମାଡ଼, ୨୦ ଖଣି କର୍ମଚାରୀ ମୃତ
ନୂଆଦିଲ୍ଲୀ: କୋଇଲା ଖଣିରେ ଅତର୍କିତ ଗୁଳିମାଡ଼ । ୨୦ ଖଣି କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୭ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ବନ୍ଧୁକଧାରୀ ଗ୍ରେନେଡ ଓ ରକେଟ ମାଡ଼ ମଧ୍ୟ କରିଛନ୍ତି । ତେବେ ଏଥିପାଇଁ କୌଣସି ସଂଗଠନ ନିଜକୁ ଦାୟୀ…