ଥମୁନି ଇସ୍ରାଏଲ-ଇରାନ ଯୁଦ୍ଧ: ଲେବାନନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ
ନୂଆଦିଲ୍ଲୀ: ଥମିବାର ନାଁ ନେଉନି ଇସ୍ରାଏଲ-ଇରାନ ଯୁଦ୍ଧ । ଲେବାନନ ଉପରେ ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ। ବେରୁଟର ଏକ ଜନବସତି କୋଠା ଉପରେ ରକେଟ ମାଡ଼ କରିଛି ଇସ୍ରାଏଲ । ରକେଟ ମାଡ଼ରେ ଲେବାନନର ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ନେଇ ସୂଚନା ମିଳିଛି । ବିନା ସତର୍କ…