Latest Odisha News

BREAKING NEWS

ବାଲୁକାକଳାରେ ସ୍ୱର୍ଗତଃ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ପୁରୀ ବେଳାଭୂମିରେ ରତନ ଟାଟା ଙ୍କ ବାଲୁକାକଳା ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l ଭାରତବର୍ଷ ଏକ ଅମୁଲ୍ୟ ରତ୍ନକୁ ହରାଇବା ସହ ଏକ ଅପୁରଣୀୟ କ୍ଷତି ସହିଛି ବୋଲି କହିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ…

ଏସବୁ କରନ୍ତୁ…ମାନସିକ ଭାବେ ରହିବେ ସୁସ୍ଥ

ନୂଆଦିଲ୍ଲୀ: ଅକ୍ଟୋବର ୧୦କୁ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି । ସାରା ବିଶ୍ବରେ ମାନସିକ ସ୍ବାସ୍ଥ୍ୟ ନେଇ ଏବେ ଚର୍ଚ୍ଚା ହେଉଛି । ବଡ ବଡ ସେଲିବ୍ରିଟି ମାନସିକ ସ୍ବାସ୍ଥ୍ୟକୁ ନେଇ ଅଙ୍ଗେନିଭା କଥା କହୁଛନ୍ତି । ତେବେ ସକାରାତ୍ମକ ମାନସିକତା, ଶାରିରୀକ ସୁସ୍ଥତା ସାଙ୍ଗକୁ…

ରତନ ଟାଟାଙ୍କ ସେହି ଅନ୍ତିମ ସୋସିଆଲ ମିଡିଆ ପୋଷ୍ଟ…

ମୁମ୍ବାଇ: ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ବିଶିଷ୍ଟ ଶିଳ୍ପପତି ରତନ ଟାଟା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ତଥା ଅନ୍ତିମ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେବାରେ…

ଟାଟାର ଏହି ପ୍ଲାଟଫର୍ମ ପାଇଁ ସମସ୍ୟାରେ ପଡିଲା ନେଟଫ୍ଲିକ୍ସ, ଗୋଟିଏ ସବସ୍କ୍ରିପସନ କଲେ ମିଳୁଛି ୬ଟି ଓଟିଟି

ମୁମ୍ବାଇ: ଶିଳ୍ପ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ଥିବା ରତନ ଟାଟା ଏହି ଦୁନିଆରେ ଆଉ ନାହାଁନ୍ତି, କିନ୍ତୁ ସେ ଛାଡିଯାଇଥିବା ଉତ୍ତରାଧିକାରୀ ବର୍ତ୍ତମାନ ତାଙ୍କୁ ସ୍ମରଣ କରିବାରେ ସହାୟକ ହେବ। ଗତ କିଛି ଦିନ ହେବ ରତନ ଟାଟାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା, ଏହି କାରଣରୁ ତାଙ୍କୁ ମୁମ୍ବାଇର…

ଚତୁର୍ଥ ଥର ପାଇଁ ବିବାହ କଲେ କି ସଞ୍ଜୟ ଦତ୍ତ?

ମୁମ୍ବାଇ: ବଲିଉଡର ଖଳନାୟକ ବୋଲାଉଥିବା ସଞ୍ଜୟ ଦତ୍ତ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ପୁଣିଥରେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ହୋଇଛି। ନିକଟରେ ସଞ୍ଜୟ ଦତ୍ତ ଗୋରୁଆ ଧୋତି ଏବଂ କୁର୍ତ୍ତା ପିନ୍ଧି ବିବାହ କରୁଥିବା ନଜର ଆସିଛନ୍ତି। ଭିଡିଓ ସୋସିଆଲ ମିଡିଆରେ…

ରାଜ୍ୟରେ ବଢିବ ମାଗଣା ଚାଉଳ ଅବଧି

ଭୁବନେଶ୍ବର: କେନ୍ଦ୍ର ପରେ ଏବେ ରାଜ୍ୟ ବଢ଼ାଇବ ଗରିବଙ୍କୁ ଦିଆଯାଇଥିବା ମାଗଣା ଚାଉଳ ଅବଧି । ମାଗଣା ଚାଉଳ ଅବଧି ବୃଦ୍ଧି କରିବା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏନେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟର ନିଜସ୍ବ ଯୋଜନାରେ ଚାଉଳ ଯୋଗାଣ ଅବଧିକୁ ବୃଦ୍ଧି…

ଆଡମିଟ୍‌ କାର୍ଡକୁ ଡଙ୍ଗା କରି ଭସାଇଲେ ପରୀକ୍ଷାର୍ଥୀ

କଟକ: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଆରଆଇ ଓ ଅମିନ ପରୀକ୍ଷା ବାତିଲ୍ ଦାବି । ବିଭିନ୍ନ ଜିଲ୍ଲାରେ ଏହି ଦାବି ଜାରି ରହିଥିବା ବେବେଳେ ଆଗାମୀ ପରୀକ୍ଷା ପାଇଁ ଗତକାଲି ଆସିଥିବା ଆଡମିଟ୍ କାର୍ଡ ସବୁ ଡଙ୍ଗା କରି ଭସାଇଛନ୍ତି ପରୀକ୍ଷାର୍ଥୀ । ତେବେ ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତା…

କନଷ୍ଟେବଲଙ୍କ ପାପୁଲି ଛିଡ଼ାଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର

ସମ୍ବଲପୁର: କନଷ୍ଟେବଲଙ୍କ ପାପୁଲି ଛିଡ଼ାଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର। ସମ୍ବଲପୁର ଜିଲ୍ଲାର କଟାପାଲି ନିକଟ ଜଙ୍ଗଲରେ ଅଭିଯୁକ୍ତ କମଲୁ ପ୍ରଧାନକୁ ଏନକାଉଣ୍ଟର। କମଲୁର ଡାହାଣ ଗୋଡ଼ରେ ବାଜିଛି ଗୁଳି। କମଲୁକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଗତ ୪ ତାରିଖରେ ସମ୍ବଲପୁର…

ସ୍କିନ୍‌ଟୋନ୍‌ ଅନୁସାରେ କିପରି ଚୟନ କରିବେ ଲିପ୍‌ଷ୍ଟିକ୍‌, ଜାଣିରଖନ୍ତୁ ଟିପ୍ସ…

ମହିଳାମାନେ ମେକ୍‌ଅପ୍ ପ୍ରିୟ। ମୁହଁର ମେକ୍‌ଅପ୍ ପ୍ରତି ସେମାନେ ଯେତିକି ଗୁରୁତ୍ୱ ଦିଅନ୍ତି ଓଠର ମେକ୍‌ଅପ୍‌ ପାଇଁ ବି ସେତିକି ଯତ୍ନଶୀଳ ଥାଆନ୍ତି। ଓଠର ମେକ୍‌ଅପ୍ ପାଇଁ ସାଧାରଣତଃ ଲିପ୍‌ଷ୍ଟିକ୍‌, ଲାଇନର ଓ ଗ୍ଲସ୍ ଆଦି ବ୍ୟବହାର କରିଥାଆନ୍ତି। ମୁହଁର ସୌନ୍ଦର୍ଯ୍ୟ ବଢାଇବାରେ ବିଭିନ୍ନ…