କବାଡି: ବାଳକ ବିଭାଗରେ ପୁରୀ ଚାମ୍ପିୟନ
ପୁରୀ: ସୁନ୍ଦରଗଡରେ ୧୭ ବର୍ଷରୁ କମ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବାଳକ ବିଭାଗରେ ପୁରୀ ଚାମ୍ପିୟନ ହୋଇଛି । ଫାଇନାଲରେ ପୁରୀ ଚମତ୍କାର ପ୍ରଦର୍ଶନ କରି ୫୮-୪୩ ପଂଏଟରେ ଗଞ୍ଜାମକୁ ପରାସ୍ତ କରି ଟାଇଟଲ ହାସଲ କରିଛି । ବଲାଙ୍ଗୀର ବିପକ୍ଷରେ ବିଜୟ ଅଭିଯାନ ଆରମ୍ଭ କରିବା ପରେ ପୁରୀ…