Latest Odisha News

BREAKING NEWS

ନବରାତ୍ରୀ ବ୍ରତରେ ପ୍ରଚୁର ଶକ୍ତି ଦେବ ଏହି ସାତ୍ତ୍ବିକ ଖାଦ୍ୟ, ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ

ଭୁବନେଶ୍ବର: ଚାଲିଛି ନବରାତ୍ରୀ । ଏହି ନଅ ଦିନିଆ ପର୍ବରେ ଭକ୍ତମାନେ ମାଆ ଦୁର୍ଗାଙ୍କୁ ନଅ ପ୍ରକାର ପୂଜା କରନ୍ତି । ଏହା ସହିତ ଅନେକ ଭକ୍ତ ମଧ୍ୟ ନଅ ଦିନ ଉପବାସ ପାଳନ କରନ୍ତି । ଏହି ଅବଧିରେ ପିଆଜ ଏବଂ ରସୁଣ ଖାଦ୍ୟ ଖାଇବା ନିଷେଧ । ଏପରି ପରିସ୍ଥିତିରେ ଭକ୍ତମାନେ ଫଳ ଓ ସାତ୍ତ୍ବିକ ଆହାର…

ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ : ଦ୍ଵିତୀୟ ଦିନରେ ଓଡ଼ିଶାକୁ ୧୦ ସ୍ୱର୍ଣ୍ଣ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଠାରେ ଚାଲିଥିବା ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପର ଦ୍ଵିତୀୟ ଦିନରେ ଓଡିଶାକୁ ୨୪ଟି ପଦକ ମିଳିଛି । ସେଥିମଧ୍ୟରୁ ୧୦ ଟି ସ୍ୱର୍ଣ୍ଣ, ୦୬ ଟି ରୌପ୍ୟ ଏବଂ ୮ଟି କାଂସ୍ୟ ପଦକ ରହିଛି । ୧୮ ବର୍ଷରୁ କମ୍ ୨୦୦ ମିଟର ବାଳକ ବର୍ଗରେ…

ପୁଣି ଅଶାନ୍ତ ହୋଇଛି ସୀମାନ୍ତ; ଏନକାଉଣ୍ଟରରେ ଟଳିଲା ଜଣେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ପୁଣି ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ । ଏଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ମାଓ ସାମଗ୍ରୀ ଜବତ କରାଯାଇଛି । ବର୍ତ୍ତମାନ ସେହି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆଜି ସୁକମା ଜିଲ୍ଲା ଅନ୍ତର୍ଗତ କିଷ୍ଟରାମ ଥାନା ଅଞ୍ଚଳର…

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଦମନ: ହାତେଇଲା ଜାତୀୟ ପୁରସ୍କାର

ଭୁବନେଶ୍ୱର: ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର। ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଦମନ ପୁରସ୍କୃତ ହୋଇଛି । ଦମନ ଫିଲ୍ମ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ଦମନର ପ୍ରଯୋଜକ ଓ ଦୁଇ ଜଣ ନିର୍ଦ୍ଦେଶକ । ଦିଲ୍ଲୀ…

ଲୋକସଭା ନିର୍ବାଚନରେ କେତେ କୋଟି ଖର୍ଚ୍ଚ କରିଛି କଂଗ୍ରେସ…

ନୂଆଦିଲ୍ଲୀ: ଚଳିତ ବର୍ଷର ଲୋକସଭା ଓ ଓଡିଶା ସମେତ କିଛି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ଦଳୀୟ ପ୍ରଚାର ପାଇଁ ପାଣି ଭଳି ପଇସା ଖର୍ଚ୍ଚ କରିଛି କଂଗ୍ରେସ । ନିର୍ବାଚନ ପ୍ରଚାର ପାଇଁ ପଇସା ନାହିଁ ବୋଲି ଭୋଟ୍ ପୂର୍ବରୁ କହି ବୁଲୁଥିଲେ କଂଗ୍ରେସ ନେତା । ଆୟକର ବିଭାଗ ଉପରେ ଦୋଷ…

୨୮୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶକ୍ତି, ଓଡିଶା ଖଣି ନିଗମ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ୨୮୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିରେ ଶକ୍ତି ବିଭାଗରେ ୭୯ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତି ପାଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗରେ ଭେଷଜ…

ସହଦେବଙ୍କ ସିଏଜିକୁ ରିପୋର୍ଟକୁ ଖଣ୍ଡନ କଲେ ଆଇଓଏ ଅଧ୍ୟକ୍ଷ ପିଟି ଉଷା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ପିଟି ଉଷା ମଙ୍ଗଳବାର କୋଷାଧ୍ୟକ୍ଷ ସହଦେବ ଯାଦବଙ୍କ ସିଏଜି ରିପୋର୍ଟକୁ ଭିତିହୀନ ବୋଲି କହିଛନ୍ତି । ସିଏଜି ରିପୋର୍ଟରେ ଉଲ୍ଲେଖ ରହିଥିଲା ଯେ, ରିଲାଏନ୍ସ ସହ ସ୍ପନଶରଶିପ ଚୁକ୍ତି ନେଇ ଆଇଓଏକୁ ୨୪ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି । ଉଷା…

‘ଏକ୍ସ’ରେ ୨୦୦ ମିଲିୟନ ଫଲୋଅର୍ସ ଟପିଲେ ମସ୍କ, ଜାଣନ୍ତୁ ଟପ୍ ୫ରେ କିଏ

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ'ରେ ଏଲନ ମସ୍କଙ୍କ ଫଲୋଅର୍ସ ସଂଖ୍ଯା ୨୦୦ ମିଲିୟନ ଟପିଛି। ନୂତନ ସଫଳତା ସହିତ ମସ୍କ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତି ହୋଇପାରିଛନ୍ତି। ୨୦୨୨ ମସିହାରେ ଏଲନ୍ ମସ୍କ ଟ୍ୱିଟରକୁ ୪୪ ବିଲିୟନ ଡ଼ଲାରରେ କିଣିଥିଲେ…

ଶକୀବଙ୍କ ପରେ ମହମ୍ମୁଦାଲ୍ଲା ଆନ୍ତର୍ଜାତୀୟ ଟି୨୦ରୁ ନେଲେ ଅବସର

ଢ଼ାକା: ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ ପୂର୍ବରୁ ବାଂଲାଦେଶ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ ମହମ୍ମୁଦାଲ୍ଲା ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଛନ୍ତି । ଭାରତ ବିପକ୍ଷ ସିରିଜ ତାଙ୍କ କ୍ୟାରିୟରର ଶେଷ ଆନ୍ତର୍ଜାତୀୟ ଟି୨୦ ମୁକାବିଲା ହେବ ବୋଲି ସେ ସ୍ପଷ୍ଟ…

୪୫୬ଟି ଥାନାରେ ଅଚଳ, ୧୩ ଥାନାରେ ନାହିଁ ସିସିଟିଭି

ଭୁବନେଶ୍ବର: ଆଜି ହାଇକୋର୍ଟରେ ଭରତପୁର ଥାନା ମାମଲାର ଶୁଣାଣି ହୋଇଛି । ଶୁଣାଣି ବେଳେ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ଉତ୍ତର ରଖିଛନ୍ତି ଏଡିଜି ଦୟାଲ ଗଙ୍ଗଓ୍ବାର୍ । ସେ କହିଛନ୍ତି ରାଜ୍ୟର ୪୫୬ଟି ଥାନାରେ ସଠିକ ଭାବେ କାମ କରୁନି ସିସିଟିଭି । ସେହିପରି ୧୩ଟି ଥାନାରେ ସିସିଟିଭି…