Latest Odisha News

BREAKING NEWS

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ: ଏହି ଆସନରୁ ନିର୍ବାଚନ ଲଢିବେ ଓମାର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଆଜି ନ୍ୟାଶନାଲ କନଫରେନ୍ସ ପ୍ରଥମ ପର୍ଯ୍ୟାୟରେ ୩୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ନ୍ୟାସନାଲ କନଫରେନ୍ସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗଣ୍ଡରବଲରୁ ନିର୍ବାଚନ ଲଢିବେ । ଏହି ନିର୍ବାଚନରେ ​​ଏନସି ଏବଂ…

ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟା ଘଟଣା: ୩ ଅଭିଯୁକ୍ତଙ୍କୁ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟା ଘଟଣା । ୩ ଅଭିଯୁକ୍ତଙ୍କୁ ଗିରଫ କଲା ଖୋର୍ଦ୍ଧା ପୋଲିସ । ଗିରଫ ୩ ଅଭିଯୁକ୍ତ ହେଉଛନ୍ତି ମୁକୁନ୍ଦପ୍ରସାଦର ବିଶ୍ବଜିତ ମହାରଣା, ମୁକେଶ ସେଠୀ, ଆକାଶ ପଟ୍ଟନାୟକ । ଗତ ୨୫ ତାରିଖରେ ମହମ୍ମଦ ସାଜିଦ ନାମକ ଜଣେ ବ୍ୟକ୍ତିଙ୍କୁ ବିଚ୍ ରାସ୍ତାରେ ହାଣି…

କଡା ସମାଲୋଚନା ପରେ ଏଏମଏମଏର ସଭାପତି ପଦରୁ ଇସ୍ତଫା ଦେଲେ ମୋହନଲାଲ

ବେଙ୍ଗାଲୁରୁ: ଅଭିନେତା ମୋହନଲାଲ ମାଲାୟାଲମ ଚଳଚ୍ଚିତ୍ର କଳାକାର ସଂଘର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, କାର୍ଯ୍ୟନିର୍ବାହୀ କମିଟିର ସମସ୍ତ ସଦସ୍ୟ ମିଳିତ ଭାବେ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ସବୁ ସଦସ୍ୟଙ୍କ ଇସ୍ତଫା ପରେ ଏବେ କମିଟି ଭାଙ୍ଗିଯାଇଛି। ଦୁଇ ମାସ…

ସୁବର୍ଣ୍ଣପୁରର ଜିଲ୍ଲା ପାଇଁ ନୁଆଁଖାଇ ଲଗ୍ନ ଧାର୍ଯ୍ୟ

ସୁବର୍ଣ୍ଣପୁର: ଆସୁଛି ପଶ୍ଚିମ ଓଡ଼ିଶାର ବଡ ପର୍ବ ନୂଆଁଖାଇ l ଏଥି ପାଇଁ ଆଜି ପବିତ୍ର ନନ୍ଦୋତ୍ସବ ଅବସରରେ ଜିଲ୍ଲା ପାଇଁ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ l ସହରର ବଡ଼ ଜଗନ୍ନାଥଙ୍କ ମୁକ୍ତି ମଣ୍ଡପ ପଣ୍ଡିତ ମହାସଭାରେ ଧାର୍ଯ୍ୟ ହୋଇଛି ଚଳିତ ବର୍ଷର ଲଗ୍ନ l ଲଗ୍ନ ମୁତାବକ, ଆସନ୍ତା…

ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ପାକିସ୍ତାନକୁ ଖେଳିବାକୁ ପଡିବ କ୍ୱାଲିଫାୟର

ନୂଆଦିଲ୍ଲୀ: ୨୦୨୫ ମହିଳା ଦିନିକିଆ ବିଶ୍ୱକପ କ୍ରିକେଟ ଭାରତରେ ଆୟୋଜିତ ହେବ । ଭାରତୀୟ ଟିମ ଏଥିପାଇଁ ପୂର୍ବରୁ ଯୋଗ୍ୟତା ହାସଲ କରି ସାରିଛନ୍ତି । ତେବେ ପାକିସ୍ତାନ ଟିମକୁ ଏଥିପାଇଁ ଯୋଗ୍ୟତା ହାସଲ କରିବା ପାଇଁ କ୍ୱାଲିଫାୟର ମୁକାବିଲା ଖେଳିବାକୁ ପଡିବ । ମହିଳା ଦିନିକିଆ ବିଶ୍ୱକପ ପାଇଁ…

ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ଯ

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଆଜି ଶୁଭ ଲଗ୍ନ ଧାର୍ଯ୍ଯ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୮ରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପର୍ବ ପାଳନ କରାଯିବ। ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ମା' ସମଲେଶ୍ଵରୀଙ୍କ ନିକଟରେ ଲାଗି ହେବ ନବାନ୍ନ। ସମ୍ବଲପୁର ଝାଡୁଆପଡା…

କୋଲକତା ଦୁଷ୍କର୍ମ-ହତ୍ୟା ମାମଲା; ଆସିଲା ଡିଏନଏ-ଫରେନସିକ ରିପୋର୍ଟ

କୋଲକତା: କୋଲକତା ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଡିଏନଏ ଓ ଫରେନସିକ ରିପୋର୍ଟରୁ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ । ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସଂପୃକ୍ତି ନଥିବା ରିପୋର୍ଟରୁ ଜଣାପଡିଛି । ବର୍ତ୍ତମାନ ସିବିଆଇ ଶେଷ…

‘ବିଜେଡି ଗାଡିର ଡ୍ରାଇଭର ସାଜିଛି କଂଗ୍ରେସ’

ଭୁବନେଶ୍ୱର: ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ଉପରେ ବର୍ଷିଛି ବିଜେପି । କଂଗ୍ରେସ ଓ ବିଜେଡି ଉଭୟ ଶାସନ କ୍ଷମତାରେ ଥିବା ସମୟରେ ଏମାନଙ୍କ ପ୍ରତି ଅନ୍ୟାୟ ହୋଇଥିବା କହିଛନ୍ତି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର । ସେ ଆହୁରି କହିଛନ୍ତି ଯେ, ବିଜେପି ସରକାରରେ…

ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ଗସ୍ତ କରିଥିଲେ। ସେ ରାଷ୍ଟ୍ରପତି ପୁଟିନଙ୍କ ସହ ୟୁକ୍ରେନ ଗସ୍ତର ଅଭିଜ୍ଞତା ବାଣ୍ଟିଥିବା ଜଣାପଡିଛି। ଏହା ବ୍ୟତୀତ ଋଷ-ୟୁକ୍ରେନ…

ବିଧାନସଭାରେ ସଂରକ୍ଷଣ ତାତି

ଭୁବନେଶ୍ବର: ବିଧାନସଭାରେ ସଂରକ୍ଷଣ ତାତି। ଓବିସି ସଂରକ୍ଷଣ ଓ ଜାତିଭିତ୍ତିକ ଜନଗଣନା ନେଇ ସରକାରଙ୍କୁ ଘେରିଲେ ବିରୋଧୀ। ଉଭୟ ବିଜେଡି ଓ କଂଗ୍ରେସ ସଂରକ୍ଷଣ ଦାବିରେ ଗୃହରେ ହୋହଲ୍ଲା କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଓବିସଙ୍କ ପାଇଁ ସଂରକ୍ଷଣ ସହ ଏସସି ଏସଟିଙ୍କ ପାଇଁ ପର୍ଯ୍ୟାପ୍ତ ସଂରକ୍ଷଣ…