Latest Odisha News

BREAKING NEWS

ମହାରାଷ୍ଟ୍ରରେ ନର୍ସିଂ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

କୋଲକାତା: କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାକୁ ନେଇ ସାରା ଦେଶରେ ବିକ୍ଷୋଭ ଜାରି ରହିଛି। ଏହାରି ମଧ୍ଯରେ ମହାରାଷ୍ଟ୍ରରେ ଆଉ ଗୋଟେ ଲଜ୍ଜାଜନକ ଘଟଣା ଘଟିଯାଇଛି। ମହାରାଷ୍ଟ୍ରର ରତ୍ନଗିରିରେ ଜଣେ ଅଟୋ ଡ୍ରାଇଭର ଜଣେ ନର୍ସିଂ ଛାତ୍ରୀଙ୍କୁ ଦୁଷ୍କର୍ମ କରି ରାସ୍ତାରେ…

ଓଡ଼ିଶା ସରକାର କରିବେ ନିଯୁକ୍ତି ମେଳା, ମିଳିବ ୩୫ ହଜାର ଚାକିରି

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ସରକାର କରିବେ ନିଯୁକ୍ତି। ମିଳିବ ୩୫ ହଜାର ଚାକିରି। ନିର୍ବାଚନ ବେଳେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏଥିପାଇଁ ପ୍ଲାନ ଅଫ୍ ଆକ୍ସନ ପ୍ରସ୍ତୁତ କରିଛନ୍ତି ମୋହନ ସରକାର। ଆସନ୍ତା…

ଡେଙ୍ଗୁ ହଟସ୍ପଟ ସୁନ୍ଦରଗଡ, ରାଜ୍ୟରେ ୨୭ଶହ ପାର୍

ଭୁବନେଶ୍ବର: ରାଜ୍ୟରେ ଏବେ ଡେଙ୍ଗୁ ଉପରମୁହାଁ । ୨୭ଶହ ପାର୍ କଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ରାଜଧାନୀରେ ଡେଙ୍ଗୁ ରୋଗୀ ୫୦୦ରୁ ଅଧିକ ଚିହ୍ନଟ ହୋଇଥିବା ବେଳେ ସବୁଠୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ସୁନ୍ଦରଗଡରେ । ଏନେଇ ସୂଚନା ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ…

ସିନ୍ଧ-ବାଲୋଚ ଓ ପଞ୍ଜାବ ମଧ୍ୟରେ ବଢି ଚାଲିଛି ବିବାଦ, ବୃଦ୍ଧି ପାଉଛି ଗୃହଯୁଦ୍ଧ ସ୍ଥିତି

ଇସଲାମାବାଦ: ପାକିସ୍ତାନରେ ପୁଣି ରକ୍ତମୁଖା ହୋଇଉଠିଛନ୍ତି ଆତଙ୍କୀ। ରବିବାର ରାତିରେ ୩ଟି ଆତଙ୍କବାଦୀ ଆକ୍ରମଣ ଘଟଣାରେ ୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପାକ୍‌ର ବିବାଦୀୟ ଅଞ୍ଚଳ ବାଲୁଚିସ୍ତାନରେ ଏହି ଘଟଣା ଘଟିଛି। ଆହତ ୧୫ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣ…

ମହିଳା ଟି୨୦ ବିଶ୍ୱକପ: ଘୋଷଣା ହେଲା ଭାରତୀୟ ଟିମ

ନୂଆଦିଲ୍ଲୀ: ମହିଳା ଟି୨୦ ବିଶ୍ୱକପର ଆଗାମୀ ସଂସ୍କରଣ ୟୁଏଇରେ ଆୟୋଜିତ ହେବ । ମଙ୍ଗଳବାର ବିସିସିଆଇ ଏ ନେଇ ଭାରତୀୟ ଦଳ ଘୋଷଣା କରିଛି । ୧୫ ଜଣିଆ ଦଳର ନେତୃତ୍ୱ ହରମନପ୍ରୀତ କୌର ନେବେ । ଏହି ଟୁର୍ଣ୍ଣାମେଂଟ ବାଂଲାଦେଶରୁ ସ୍ଥାନାନ୍ତରିତ ହୋଇ ୟୁଏଇରେ ଆୟୋଜିତ ହେବ । ଭାରତ ଗ୍ରୁପ ଏରେ…

ସୁଭଦ୍ରା ରାଜନୀତି: ବିଜେଡିକୁ କଡା ଜବାବ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବିରୋଧୀ ବାରମ୍ବାର ସରକାରଙ୍କୁ ଘେରିଆସୁଛନ୍ତି । ସୁଭଦ୍ରା ଯୋଜନାରେ ସରକାର ଲୋକଙ୍କୁ ଲଲିପପ୍ ଧରାଇ ଦେଇଛନ୍ତି ବୋଲି କହି ସମାଲୋଚନା କରିଛି ବିଜେଡି । ଯାହାକୁ ନେଇ ଆଜି ପୁଣି କଡା ମନ୍ତବ୍ୟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।…

ମାତ୍ର ୩୦ ବର୍ଷରେ ଟେନିସକୁ ଅଲବିଦା କହିଲେ ଥିଏମ

ନ୍ୟୁୟର୍କ: ଅଷ୍ଟ୍ରିଆର ଡୋମିନିକ ଥିଏମ ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଂଟର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ଏଥିସହ ଏହି ୩୦ ବର୍ଷୀୟ ଟେନିସ ଖେଳାଳିଙ୍କ ଏହା ଶେଷ ବଡ ଟୁର୍ଣ୍ଣାମେଂଟ ଦୁଃଖଦ ଢ଼ଙ୍ଗରେ ଶେଷ ହୋଇଛି । ଅକ୍ଟୋବରରେ ସେ ଭିଏନା ଏଟିପି ୫୦୦ ଖେଳିବେ ଏବଂ ଏହା ପରେ ଆନ୍ତର୍ଜାତୀୟ…

ଫିଲ୍ମ ରିଲିଜ ପୂର୍ବରୁ କଙ୍ଗନାଙ୍କୁ ହତ୍ଯା ଧମକ

ମୁମ୍ବାଇ: ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତଙ୍କୁ ହତ୍ୟା ଧମକ ମିଳିଛି। ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି' ରିଲିଜ୍ ପୂର୍ବରୁ ଶିଖ୍ ଉଗ୍ରବାଦୀ ଗୋଷ୍ଠୀଙ୍କ ଦ୍ବାରା ତାଙ୍କୁ ହତ୍ଯା ଧମକ ଦିଆଯାଇଛି। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ରେ…

ରାଜ୍ୟସଭା ନିର୍ବାଚନ: ପ୍ରାର୍ଥୀପତ୍ର ଫେରାଇ ନେଲେ ଜଗନ୍ନାଥ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଫେରାଇ ନେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଆଜି ନାମାଙ୍କନ ପ୍ରତ୍ୟାହାର ଶେଷ ଦିନରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ । ଗତ ୨୧ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ…

କମ୍ପିବ ମମତା ଗଡ: ନିୟୋଜିତ ହେଲେ ୬ହଜାର ପୋଲିସ୍, ସୁରକ୍ଷା ବଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍

କୋଲକାତା: ଆଜି କମ୍ପିବ କୋଲକାତା ସହର । ମମତା ସରକାରଙ୍କୁ ବିରୋଧ କରି କୋଲକାତା ଛାତ୍ର ସଂଗଠନ ‘ନବନ୍ନା ଅଭିଯାନ’ର ଡାକରା ଦେଇଛନ୍ତି । ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ହାଓ୍ବଡା ସ୍ଥିତ ରାଜ୍ୟ ସଚିବାଳୟ ନବନ୍ନା ଭବନ ଘେରାଉ କରିବେ ପଶ୍ଚିମବଙ୍ଗ ଛାତ୍ର ସମାଜ ।…