ଆରଆଇ, ଅମିନ ପରୀକ୍ଷାରେ ବିଭ୍ରାଟ: ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କଲେ ପ୍ରତିନିଧି ମଣ୍ଡଳୀ
ଭୁବନେଶ୍ୱର: ଲୋୟର ପିଏମଜିରେ ଧାରଣା ଦେଉଥିବା ଆରଆଇ ଅମିନ ପରୀକ୍ଷାର୍ଥୀ ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କଋଛନ୍ତି। ଲୋୟର ପିଏମଜିରେ ଆନ୍ଦୋଳନ ବେଳେ ସେମାନଙ୍କୁ ରୋକିଥିଲା ପୋଲିସ। କିଛି ସମୟର ମୁହାଁମୁହିଁ ସ୍ଥିତି ପରେ ପ୍ରତିନିଧି ମଣ୍ଡଳି ମୁଖ୍ୟ ସଚିବଙ୍କୁ…