ବିଶ୍ୱ ହୃଦୟ ଦିବସ: ହାର୍ଟ ଫର ଆକ୍ସନ
ଭୁବନେଶ୍ଵର: ହୃଦ୍ରୋଗ (ସିଭିଡି-କାରଡିଓ ଭାସ୍କୁଲାର ଡିଜିଜ) ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଶ୍ୱରେ ହୃତପିଣ୍ଡ ସ୍ୱାସ୍ଥ୍ୟ ସୁରକ୍ଷା କୁ ପ୍ରୋତ୍ସାହିତ କରିବା ପାଇଁ “ବିଶ୍ୱ ହୃତପିଣ୍ଡ ଦିବସ” ପ୍ରତିବର୍ଷ ସେପ୍ଟେମ୍ବର ୨୯ ରେ ପାଳନ କରାଯାଏ | ବ୍ୟକ୍ତିବିଶେଷ, ସରକାର ଏବଂ…