‘ବିଶ୍ୱ ହୃଦୟ ଦିବସ’ରେ କଳିଙ୍ଗ ହସ୍ପିଟାଲ ପକ୍ଷରୁ ୱାକାଥନ୍ ଆୟୋଜିତ
ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲ ଲିମିଟେଡ୍ ପକ୍ଷରୁ ବିଶ୍ୱ ହୃଦୟ ଦିବସ ପାଳନ କରାଯିବା ସହ ଲୋକଙ୍କୁ ହୃଦୟ ସମ୍ବନ୍ଧୀୟ ରୋଗ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଏକ ୱାକାଥନ୍ ଆୟୋଜନ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ହୃଦୟକୁ ସୁସ୍ଥ ରଖିବା ପାଇଁ ଶାରିରୀକ ବ୍ୟାୟାମ…