Latest Odisha News

BREAKING NEWS

ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ: ୫ ଶ୍ରମିକ ଗୁରୁତର

ରାଉଲକେଲା: ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ ଧରଣର ବିସ୍ଫୋରଣ ଘଟିଛି । ଆଜି ସକାଳେ ଏହି ଅଘଟଣ ଘଟିଥିବା ବେଳେ ଏଥିରେ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଛିନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନା ଥିବା ସୂଚନା ମିଳିଛି । ତେବେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର…

ଆଉନାହାଁନ୍ତି ହଲିଉଡ ଲୋକପ୍ରିୟ ଅଭିନେତ୍ରୀ ମ୍ୟାଗି ସ୍ମିଥ

ନୂଆଦିଲ୍ଲୀ: ଆଉନାହାଁନ୍ତି ହଲିଉଡ ଲୋକପ୍ରିୟ ଅଭିନେତ୍ରୀ ମ୍ୟାଗି ସ୍ମିଥ l ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଥିଲେ ଏବଂ ଶୁକ୍ରବାର ଦିନ ସେ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି । ସ୍ମିଥଙ୍କ…

ତାଗିଦ୍ କଲେ ମୁଖ୍ୟମନ୍ତ୍ରୀ; ‘ଅପରାଧିଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି’

ଭୁବନେଶ୍ବର: ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀର ଦ୍ବିତୀୟ ଦିନ । ଗତକାଲି ଲୋକସେବା ଭବନରେ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇଥିବା ବେଳେ ଆଜି ସବୁ ଜିଲ୍ଲାର ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ଏସ୍ପିଙ୍କୁ କଡା ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । କିଭଳି…

ସୋସିଆଲ୍ ମିଡିଆ ଉତ୍ତେଜନା: ଭଦ୍ରକ ଜିଲ୍ଲାରେ ୪୮ ଘଣ୍ଟିଆ ଇଣ୍ଟରନେଟ୍ ସେବା ବନ୍ଦ

ଭଦ୍ରକ: ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଦେଖାଦେଇଥିବା ଉତ୍ତେଜନା ପରେ ଭଦ୍ରକ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଭଦ୍ରକ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ଫେରାଇବା ଲକ୍ଷ୍ୟରେ ସୋସିଆଲ୍‌ ମିଡିଆ ମନା l ସେପ୍ଟେମ୍ବର ୩୦ ରାତି ୨ଟା ପର୍ଯ୍ୟନ୍ତ ଲାଗୁ ହେଲା କଟକଣା l…

୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ, ଚକଅଖ ବନ୍ଦ

ବଲାଙ୍ଗୀର: ୨ ଦଫା ଦାବିନେଇ ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ । ପାଟଣାଗଡ଼କୁ ନୂଆ ରେଳ ଲାଇନ୍ ଓ ବାଇପାସ୍‌ ଦାବିରେ ସିଟିଜେନ୍ ଫୋରମ୍ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ । ଫଳରେ ଦୋକାନ ବଜାର, ରାସ୍ତାଘାଟ ଆଦି ବନ୍ଦ ରହିଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।…

ସରପଞ୍ଚଙ୍କ ଗୁଳିରେ ଯୁବକ ଗୁରୁତର, ଥାନାରେ ଏତଲା

ସୁବର୍ଣ୍ଣପୁର: ସରପଞ୍ଚଙ୍କ ଗୁଳିରେ ଯୁବକ ଗୁରୁତର । ମନମୁଣ୍ଡା ଥାନା କସୁରବନ୍ଧ ସରପଞ୍ଚଙ୍କ ବିରୋଧରେ ଫାୟାରିଂ ଅଭିଯୋଗ । ସରପଞ୍ଚଙ୍କ ଗୁଳିମାଡରେ କସୁରବନ୍ଧର ଜଣେ ଯୁବକ ଆହତ । ଆହତ ଯୁବକ ଜଣଙ୍କ ହେଉଛନ୍ତି ଉକ୍ତ ଅଞ୍ଚଳର ରାଜେନ୍ଦ୍ର କର୍ଣ୍ଣ। ରାଜେନ୍ଦ୍ରଙ୍କର ଦୁଇ ଗୋଡ଼ରେ ଗୁଳି ବାଜିଛି ।…

ଜାଣନ୍ତି କି ? କେତେ ଓଜନ ସମ୍ଭାଳିପାରେ ମଣିଷ ମୁଣ୍ଡର ଗୋଟିଏ କେଶ !

ଯେକୌଣସି ବ୍ୟକ୍ତିର ସୁନ୍ଦର କେଶ ତାଙ୍କ ବ୍ୟକ୍ତିତ୍ୱକୁ ଆକର୍ଷଣୀୟ କରିଥାଏ। ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ନିଜ କେଶକୁ ଲମ୍ବା ଏବଂ ମୋଟା ରଖିବାକୁ ଚେଷ୍ଟା କରନ୍ତି। କିନ୍ତୁ ଆପଣ ଜାଣନ୍ତି କି କେଶ କେତେ ମଜଭୁତ ଏବଂ ଶକ୍ତିଶାଳୀ? ଯେକୌଣସି ବ୍ୟକ୍ତିର ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ…

ମନେ ପଡନ୍ତି ଶହୀଦ ଭଗତ ସିଂ, ଜନ୍ମ ବାର୍ଷିକୀରେ ଦେଶ ମନେ ପକାଉଛି ଭଗତ ସିଂଙ୍କ ବିରତ୍ୱର ଗାଥା

ଭୁବନେଶ୍ଵର: ମନେ ପଡନ୍ତି ଶହୀଦ ଭଗତ ସିଂ । ଯେତେବେଳେ ଭାରତର କ୍ରାନ୍ତିକାରୀ ନେତାଙ୍କ ନାମ ଆସେ ସେଥିରେ ପ୍ରଥମେ ଭଗତ ସିଂ ନାମ ରହିଥାଏ। ଗାନ୍ଧିଜୀ ଅହିଂସା ଉପାୟରେ ଦେଶ ସ୍ଵାଧିନତା କରିବାକୁ ଚାହୁଁଥିଲା ବେଳେ ଭଗତ ସିଂ ଏହାର ବିପରୀତ ଥିଲେ। ପିଲାବେଳୁ ଚାରିଆଡ଼େ ସ୍ଵାଧିନତାର ସ୍ଵର ଶୁଣି…

୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍, ୪ ମୃତ

ଜଳେଶ୍ୱର: ୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍ । ୪ ମୃତ, ୧୬ ଜଣଙ୍କ ଅବସ୍ଥା ସଂକଟାପନ୍ନ, ୨୩ରୁ ଅଧିକ ଯାତ୍ରୀ ଆହତ । କ୍ରିଷ୍ଣା ନାମକ ଘରୋଇ ବସ୍ ୫୭ ଜଣ ଯାତ୍ରୀଙ୍କୁ ନେଇ ଉତ୍ତର ପ୍ରଦେଶରୁ ପୁରୀ ଆସୁଥିବା ବେଳେ ଏନ୍ଏଚ୍-୧୬ ଚାଲନ୍ତି ବାଇପାସ୍ ଛକ ନିକଟରେ ଦୁର୍ଘଟଣା । ସୂଚନା…

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା, ପୋଲିସକୁ ମାଡ଼, ୯ ଅଟକ

ଭଦ୍ରକ: ସିଟି ଡିଏସ୍‌ପି ଓ ଟାଉନ୍ ଥାନା ଏସ୍‌ଆଇଙ୍କୁ ଆକ୍ରମଣ l ଭଦ୍ରକ ପୁରୁଣାବଜାର ଥାନା ସନ୍ଥିଆରେ ଉତ୍ତେଜନା । ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା । ତହସିଲଦାରଙ୍କ ଗାଡ଼ି ଭଙ୍ଗାରୁଜା କରିବା ସହ ପୋଲିସକୁ ପଥର ମାଡ଼ କରିଥିଲେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକ । ପଥରମାଡ଼ରେ ୨…