Latest Odisha News

BREAKING NEWS

ବିରାଟଙ୍କୁ ଦେଖିବାକୁ ୭ ଘଣ୍ଟାରେ ୫୮ କିମି. ସାଇକେଲ ଚଳାଇ ଆସିଲେ ୧୫ ବର୍ଷର ବାଳକ

କାନପୁର: କ୍ରିକେଟର ବିରାଟ କୋହଲିଙ୍କ ବହୁ ପ୍ରଶଂସକ ରହିଛନ୍ତି। ହେଲେ ଇଏ ହେଉଛନ୍ତି ଏଭଳି ଜଣେ ଫ୍ୟାନ ଯିଏ କୋହଲିଙ୍କ ବ୍ୟାଟିଂ ଦେଖିବା ପାଇଁ ୫୮ କିଲୋମିଟର ସାଇକେଲ ଚଳାଇ ଆସିଛନ୍ତି। କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍…

ସ୍ବାମୀ ମାନଙ୍କୁ ଅଳସୁଆ ଓ ବୋକା କହି କ୍ଷମା ମାଗିଲା ଫ୍ଲିପକାର୍ଟ

ନୂଆଦିଲ୍ଲୀ: ଲୋକପ୍ରିୟ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟରେ ଏବେ 'ବିଗ୍-ବିଲିୟନ ଡେ ସେଲ୍' ଅଫର ଚାଲିଛି। କମ୍ପାନୀ ଏହି ବିକ୍ରୟକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଅନଲାଇନରେ ଅନେକ ବିଜ୍ଞାପନ ଭିଡିଓ ମଧ୍ୟ ସେୟାର କରିଥିଲା। ଏହାରି ମଧ୍ୟରେ ଗୋଟିଏ ବିଜ୍ଞାପନ ପାଇଁ କିନ୍ତୁ କମ୍ପାନୀକୁ କ୍ଷମା…

କୁଲଗାମରେ ଏନକାଉଣ୍ଟର:୨ ଆତଙ୍କବାଦୀ ମୃତ, ୪ ଜବାନ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଗୁଳିବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ୪ ଜଣ ଯବାନଙ୍କ ସମେତ ଜଣେ ପୁଲିସ କର୍ମୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

ରାତି ୨ଟାରେ ମହିଳା ଥାନାକୁ ଗଲେ…

ଭୁବନେଶ୍ବର: ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯାଉ । ରାତି ୨ଟାରେ ବି ମହିଳା ଥାନାକୁ ଗଲେ ଧୈର୍ଯ୍ୟର ସହ ଶୁଣ । ଅପରାଧୀ ଯେଉଁ ପଦରେ ରହିଲେ ବି ହେଉ ଆକ୍ସନ୍ । ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀର ଦ୍ବିତୀୟ ଦିନରେ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।…

କଂଗ୍ରେସର ନିର୍ବାଚନୀ ଇସ୍ତାହାର; ମହିଳାଙ୍କୁ ମିଳିବ ମାସିକ ଦୁଇ ହଜାର ଟଙ୍କା, ବଢିବ ଭତ୍ତା

ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶନିବାର ଦିନ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। କଂଗ୍ରେସର ୪୦ ପୃଷ୍ଠାର ଇସ୍ତାହାରରେ ବିଭିନ୍ନ ଘୋଷଣା କରାଯାଇଛି। ଏଥିରେ ଲୋକଙ୍କୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ଯୋଗାଇଦେବା ଏବଂ ମହିଳାମାନଙ୍କୁ ପ୍ରତି…

ବବି କରୁଛନ୍ତି ବଡ଼ ପ୍ଲାନ୍ !

ଭୁବନେଶ୍ବର: କ୍ଷମତାକୁ ଫେରିବାକୁ ବବି ଚଳାଇବେ କି ଗୋଟି ? ବଢୁଛି ଯାଜପୁର ବିଧାୟିକାଙ୍କ ଇସ୍ତଫା ଚର୍ଚ୍ଚା । ସୁଜାତାଙ୍କ ଇସ୍ତଫା ପରେ ବ୍ୟାକଡୋରରେ ବିଧାନସଭାକୁ ଆସିବାକୁ ବବି କରୁଛନ୍ତି କି ପ୍ଲାନ୍ ! ବିଜେଡିର ଅନ୍ୟତମ କ୍ଷମତାକେନ୍ଦ୍ର ରହିଥିବା ପ୍ରଣବ ପ୍ରକାଶ ଦାସ ପୁଣି କ୍ଷମତାକୁ…

ନର୍ସିଂ ଅଫିସରଙ୍କୁ ଆନ୍ଦୋଳନରୁ ଓହରିଯିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅନୁରୋଧ

ଯାଜପୁର: ରାଜ୍ୟରେ ନର୍ସିଂ ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ଯାଜପୁର ଜିଲ୍ଲା ଧର୍ମଶାଳାରେ ଅଂଶୁମାନ ମେମୋରିଆ ଟ୍ରଷ୍ଟ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡା. ମୁକେଶ…

ଇସ୍ରାଏଲ ଆକ୍ରମଣରେ ଗଲା ହିଜବୁଲ୍ଲା ମୁଖ୍ୟଙ୍କ ଜୀବନ!

ନୂଆଦିଲ୍ଲୀ: ଥମିବ କ’ଣ ଦିନକୁ ଦିନ ତେଜିବାରେ ଲାଗିଛି ହିଜବୁଲ୍ଲା ଓ ଇସ୍ରାଏଲ କନ୍ଦଳ । ଇସ୍ରାଏଲ ହିଜବୁଲ୍ଲା ଚିଫ୍ ହସନ ନସରଲ୍ଲାହଙ୍କୁ ନିହତ କରିଛି ବୋଲି ଦାବି କରିଛି ।  ଏନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ ନିଜ ଏକ୍ସ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛି । ଶୁକ୍ରବାର  ବିଳମ୍ବିତ ରାତିରେ…

ପ୍ରଥମ ଥର ପାଇଁ ଜମ୍ମୁକାଶ୍ମୀରରେ ସରକାର ଗଢିବ ବିଜେପି : ମୋଦୀ

ଶ୍ରୀନଗର: ଆସନ୍ତା ୧ ତାରିଖରେ ଜମ୍ମୁ କଶ୍ମୀରରେ ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି l ବାନ୍ଦୀପୋରା, କୁପବାଡା, ବାରାମୁଳା, ଉଦ୍ଧମପୁର, ଜାମ୍ମୁ, ସାଂବା ଏବଂ କାଠୁଆ ଜିଲ୍ଲାର ମୋଟ 40ଟି ଆସନରେ ମତଦାନ ହେବ l ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଏମ ଷ୍ଟାଡିୟମରେ ଆୟୋଜିତ…

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ରୁଜୁ ହେବ ମାମଲା । ଏନେଇ ନିର୍ଦ୍ଦେଶ ଦେଲେ ବେଙ୍ଗାଲୁରୁର ସ୍ବତନ୍ତ୍ର ପ୍ରତିନିଧୀ କୋର୍ଟ । ନିର୍ବାଚନ ବଣ୍ଡ ମାଧ୍ୟମରେ ଜବରଦସ୍ତି ଟଙ୍କା ଆଦାୟ ମାମଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅନ୍ୟମାନଙ୍କ ବିରୋଧରେ…