Latest Odisha News

BREAKING NEWS

୧୯ ବର୍ଷରୁ କମ ମହିଳା ଟି୨୦ ଟ୍ରଫି: ମଣିପୁର ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଓଡିଶା

ଭୁବନେଶ୍ୱର: ବିସିସିଆଇ ଦ୍ୱାରା ଆୟୋଜିତ ୧୯ ବର୍ଷରୁ କମ ମହିଳା ଟି୨୦ ଟ୍ରଫିରେ ମଣିପୁର ବିପକ୍ଷରେ ଓଡିଶା ତାର ଅଭିଯାନ ଆରମ୍ଭ କରିବ । ନାଗପୁରରେ ଏହା ଆୟୋଜିତ ହେବ । ପୂଜା ଯାଦବଙ୍କ ନେତୃତ୍ୱାଧୀନ ଓଡିଶା ଟିମ ଏଥିପାଇଁ ନାଗପୁର ଅଭିମୁଖେ ଯାତ୍ରା କରିଛନ୍ତି । ଓଡିଶା ଅକ୍ଟୋବର ୧ରେ ମଣିପୁରକୁ…

ସ୍କ୍ରବ୍ ଟାଇଫସରେ ଜଣେ ମହିମା ସାଧୁ ମୃତ

କଟକ: ଆଉ ଗୋଟିଏ ଜୀବନ ନେଲା ସ୍କ୍ରବ୍ ଟାଇଫସ୍। କଟକସ୍ଥିତ ମହିମା ଆଶ୍ରମର ଜଣେ ସାଧୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯାଇଛି। ସୂଚନାନୁସାରେ, ମହିମା ସମ୍ପ୍ରଦାୟର ଜଣେ ଅନୁଗାମୀ ପ୍ରଭାକର ଦାସ ନିଆଳି ବ୍ଲକ ଅନ୍ତର୍ଗତ ଅନଲୋ ଗ୍ରାମରେ ରହୁଥିଲେ। କିଛି ସମୟ ପୂର୍ବରୁ ସେ ଔଷଧୀୟ ଗଛ…

କୋହଲିଙ୍କୁ ପଛରେ ପକାଇଲେ ୱିଲିୟମସନ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ଅବସରରେ ନ୍ୟୁଜିଲାଣ୍ଡର ସିନିୟର ବ୍ୟାଟ୍ସମ୍ୟାନ କେନ ୱିଲିୟମସନ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି । କୋହଲି ୧୧୪ ମ୍ୟାଚରେ ୮୮୭୧ ରନ କରିଥିବା ବେଳେ ୱିଲିୟମସନ ୧୦୨ ମ୍ୟାଚରେ ୮୮୮୧ ରନ ସଂଗ୍ରହ କରି…

କୋରାପୁଟରେ ପୁଷ୍ଟିହୀନତାର ମୁକାବିଲା ପାଇଁ ୟୁନିସେଫ୍ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ

କୋରାପୁଟ: ନ୍ୟାସନାଲ ହେଲଥ ମିଶନ (ଏନଏଚଏମ୍) ଏବଂ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ୟୁନିସେଫ, କୋରାପୁଟ ଜିଲ୍ଲାରେ ଅପପୃଷ୍ଟି ରୋକିବା ପାଇଁ ଏକ ମିଡିଆ ରାଉଣ୍ଡ ଟେବୁଲ ବୈଠକ ଆୟୋଜନ କରିଛି । ବୈଠକରେ ଜିଲ୍ଲାରେ ଦେଖାଦେଉଥିବା ଗୁରୁତର କୁପୋଷଣ ସମସ୍ୟାର ସମାଧାନ କରିବା ଉପରେ ଆଲୋଚନା…

ଆରମ୍ଭ ହେଲେ ରାଜ୍ୟସ୍ତରୀୟ ସବଜୁନିୟର ମହିଳା ହକି

ରାଉରକେଲା: ହକି ଆସୋସିଏଶନ ଅଫ ଓଡିଶା ପକ୍ଷରୁ ତୃତୀୟ ସବ ଜୁନିୟର ମହିଳା ହକି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି । ଏହି ଚାମ୍ପିୟନଶିପରେ ୨୦ଟି ବଛା ବଛା ଦଳ ଅଂଶଗ୍ରହଣ କରୁଛନ୍ତି । ରାୟଗଡା, ଝାରସୁଗୁଡା, ସ୍ପୋର୍ଟ୍ସ ହଷ୍ଟେଲ ରାଉରକେଲା, ରାଉରକେଲା ଷ୍ଟିଲ ପ୍ଲାଂଟ, କିଟ ଏବଂ…

‘ଧୁମ୍ ୪’ରେ ନଜର ଆସିବେ ରଣବୀର କପୁର

ମୁମ୍ବାଇ: ଆଦିତ୍ୟ ଚୋପ୍ରାଙ୍କ ସବୁଠୁ ବଡ ଫ୍ରାଞ୍ଚାଇଜ୍ 'ଧୁମ୍ ୪'ରେ ରଣବୀର କପୁର ଏଣ୍ଟ୍ରି କରିବେ ବୋଲି ଚର୍ଚ୍ଚା ହେଉଛି। ୨୦୦୪ରେ ମୁକ୍ତିଲାଭ କରିଥିବା 'ଧୁମ୍'ର ଏହା ଚତୁର୍ଥ ସିକ୍ୱେଲ୍। ତେବେ ଚର୍ଚ୍ଚା ହେଉଛି 'ଧୁମ୍ ୪'ରେ ଅଭିଷେକ ବଚ୍ଚନ ଏବଂ ଉଦୟ ଚୋପ୍ରା ଦେଖିବାକୁ ମିଳିବେନି।…

ରବୀନ୍ଦ୍ର ଜାଡେଜାଙ୍କ ନାମରେ ରହିଛି ଏହି ବିଶ୍ୱରେକର୍ଡ

କାନପୁର: ଭାରତର ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ନାମରେ ଏ ଭଳି ଏକ ବିଶ୍ୱରେକର୍ଡ ଅଛି ଯାହାକି ପ୍ରାୟତଃ ଜାଣି ନ ଥିବେ । ୧୮୭୭ ପରଠାରୁ ବିଶ୍ୱ କ୍ରିକେଟରେ ବିଭିନ୍ନ ଦେଶରୁ ୩୧୮୭ଜଣ ଖେଳାଳି ଖେଳିଛନ୍ତି । ତେବେ ଜାଡେଜା ଯେଉଁ ରେକର୍ଡ କରିଛନ୍ତି ତାହା ଅନ୍ୟ କୌଣସି ଖେଳାଳି କରିପାରି…

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ସାମୀଙ୍କ ସ୍ଥାନ ନେଇ ପାରନ୍ତି ଆକାଶଦୀପ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ସିରିଜରେ ଭାରତର ଯୁବ ପେସ ବୋଲର ଆକାଶଦୀପଙ୍କ ପ୍ରଦର୍ଶନକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଘରୋଇ କ୍ରିିକେଟ ପରେ ଏବେ ସେ ଆନ୍ତର୍ଜାତୀୟସ୍ତରରେ ମଧ୍ୟ ପ୍ରଭାବିତ କରୁଛନ୍ତି । ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଆକାଶଦୀପ ଟିମ ଇଣ୍ଡିଆରେ…

ଆସନ୍ତା ସୋମବାରରେ ବନ୍ଦ ରହିବ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ସେପ୍ଟେମ୍ବର ୩୦ ତାରିଖ ଅର୍ଥାତ୍ ସୋମବାର ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଜରୁରୀ ଗୁରୁତ୍ୱପୂର୍ଣ୍ଣ ସରକାରୀ…

ସେହି ଦଇବ ଭରସା: ଜୀବନ ଟିକକ ପାଇଁ ଜୀବନକୁ ପାଣି ଛଡାଇ ଯିବାକୁ ପଡୁଛି…

ଅମରାବତୀ: କୁହନ୍ତିନି ପେଟ ପାଇଁ ସବୁ ନାଟ । ସେମିତି ଜୀବନ ଥିବା ଯାଏଁ ଏହି ମଣିଷ ସଂଘର୍ଷ କରିଥାଏ । କିପରି ବଞ୍ଚିବ ? ଯାହାର ଏକ ବିକଳ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିପରି ଜୀବନ ପାଇଁ ଜୀବନକୁ ବାଜିରେ ଲଗାଇ ମୃତ୍ୟୁ ଯନ୍ତାରେ ପାଦ ଥୋଇ ଯାଉଛନ୍ତି ଗାଁ ଲୋକେ…