ଯୁବକଙ୍କ ଉପରକୁ ଗୁଳିମାଡ଼
ରାଉରକେଲା: ରାଉରକେଲାର ଟ୍ରାଫିକ ଗେଟ୍ ମାର୍କେଟରେ ହିଂସାକାଣ୍ଡ । ସାମାନ୍ୟ ବଚସାରୁ ଯୁବକଙ୍କୁ ଗୁଳିମାଡ଼ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ । ଆହତ ଯୁବକଜଣକ ହେଲେ ଅଭ୍ୟାସ ରାୟ । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସହରର ଆରଜିଏଚ୍ରେ ଭର୍ତ୍ତି କରିଛନ୍ତି ।
ଖବର ମୁତାବକ, ଆଜି ସକାଳେ…