ଲସ୍କର-ଏ-ତୋଏବାର ଟପ୍ କମାଣ୍ଡରର ମୃତ୍ୟୁ ସହ ବିସ୍କୁଟ କନେକ୍ସନ, ଜାଣନ୍ତୁ ପୂରା ଘଟଣା…
ନୂଆଦିଲ୍ଲୀ: ଶ୍ରୀନଗରର ଖାନିଆର ଅଞ୍ଚଳରେ ଶନିବାର ଦିନ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଏନକାଉଣ୍ଟରରେ ଲସ୍କର-ଏ-ତୋଏବା କମାଣ୍ଡର ଉସମାନଙ୍କ ମୃତ୍ୟୁ ଘଟିଛି। ଉସମାନଙ୍କ ପାଖରେ ଏକ ଏକେ୪୭ ପିସ୍ତଲ ଏବଂ ଅନେକ ହ୍ୟାଣ୍ଡ ଗ୍ରେନେଡ ଥିଲା।
ତେବେ ଏଥିପାଇଁ ଦୁଇ ବର୍ଷରୁ ଅଧିକ ସମୟ ଲାଗିଥିଲା।…