କୋଲକାତା ଲଜ୍ଜା: ଗିରଫ ହୋଇପାରନ୍ତି ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ
କୋଲକାତା: କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବଢିଲା ସନ୍ଦୀପ ଘୋଷଙ୍କ ଅଡ଼ୁଆ। ସନ୍ଦୀପ ନାଁରେ ଏତଲା କଲା ସିବିଆଇ । ଆର୍.ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ନାଁରେ ସିବିଆଇର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଏତଲା ଦାୟର କରାଯାଇଛି । ଏତଲା କପି ସିଜେଏମ୍ କୋର୍ଟରେ…