Latest Odisha News

BREAKING NEWS

ଭାରତ ଓ ଚୀନ ଉପରେ ୫୦% ଟାରିଫ ଲଗାଇଲା ଏହି ଦେଶ

ନୂଆଦିଲ୍ଲୀ: ଆମେରିକା ପରେ ବର୍ତ୍ତମାନ୍ ମେକ୍ସିକୋ ମଧ୍ୟ ଭାରତ, ଚୀନ୍ ସମେତ ଅନେକ ଏସୀୟ ଦେଶରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ଭାରୀ ଶୁଳ୍କ ଲଗାଇବା ପାଇଁ ନିଷ୍ପତ୍ତି ନେଇଛି। ମେକ୍ସିକୋ ସେନେଟ୍ ଦ୍ଵାରା ଏହି ପ୍ରସ୍ତାବକୁ ମଞ୍ଜୁର ମିଳିବା ସହ ବର୍ଦ୍ଧିତ ଶୁଳ୍କ ଆସନ୍ତା ୨୦୨୬ ମସିହାରୁ…

Liquor Seized From medicine shop: ଔଷଧ ଦୋକାନରୁ ବାହାରିଲା ମଦ, ଦୋକାନୀ ଅଟକ

ଭଦ୍ରକ: ମେଡିସିନ୍ ଦୋକାନରୁ ଜବତ ହେଲା ମଦ । ଏଭଳି ଅଜବ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରୁ । ଭଦ୍ରକ ସହରର ବାଇପାସ ସ୍ଥିତ ଗଣେଶ ନାମକ ଏକ ଔଷଧ ଦୋକାନରୁ ମଦ ବୋତଲ ଜବତ ହୋଇଛି । ଟାଉନ ପୋଲିସ ପହଞ୍ଚି ମଦ ଜବତ କରିବା ସହ ଦୋକାନୀକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି । ସୂଚନା…

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା 

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ତଥା ଏପ୍ରିଲ ୧୫ ତାରିଖରୁ ଭାରତର ନିୟନ୍ତ୍ରକ ତଥା ମହା ଲେଖା ପରୀକ୍ଷକ (ସିଏଜି) ର ପୂର୍ବାଞ୍ଚଳ ଶାଖା ଭୁବନେଶ୍ୱରରେ ଖୋଲିବାକୁ ସିଏଜି ଅନୁମୋଦନ କରିଛନ୍ତି। ଯାହା ପୂର୍ବ ଭାରତରେ ତଦାରଖ ବିକେନ୍ଦ୍ରୀକରଣ ଏବଂ ଅଡିଟ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ଏକ…

Demonetised currency seized: ୩.୫ କୋଟିରୁ ଉର୍ଦ୍ଧ୍ବ ବ୍ୟାନ ନୋଟ ଜବତ; ୪ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚକୁ ଏକ ବଡ଼ ସଫଳତା ମିଳିଛି। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଏକ ବଡ଼ ଅଭିଯାନ ଚଳାଇ ଶାଲିମାର ବାଗ ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୪ ନିକଟରୁ ୩.୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁରୁଣା ନୋଟ ଜବତ କରିଛି। ବିମୁଦ୍ରାକରଣ ପରେ ଏହି ନୋଟଗୁଡ଼ିକୁ ଅଚଳ…

ଦରମା ଓ ଭତ୍ତା ବୃଦ୍ଧିକୁ କାହିଁକି ସମର୍ଥନ କଲେନି ଏହି ବିଧାୟକ..

ଭୁବନେଶ୍ୱର: ଚାରିଥର ବିଧାୟକ ସାଜିଥିବା ସିପିଏମ ବିଧାୟକ ବୋନାଇ ଲକ୍ଷ୍ମଣ ମୁଣ୍ଡା ଙ୍କ ଆପତ୍ତି ଯୋଗୁଁ ବିଧାୟକ ମାନଙ୍କର ଦରମା ସଂଶୋଧନ ନିୟମ ଆବେଦନ ମଞ୍ଜୁରି ପାଇବାରେ ବିଳମ୍ବ ହୋଇ ଚାଲିଥିବା ନେଇ ସୂଚନା ମିଳିଛି। ତେବେ ନୂତନ ନିୟମ ଅନୁଯାୟୀ ବିଧାୟକ ମାନଙ୍କର ମାସିକ ଦରମା ବର୍ତ୍ତମାନ୍…

ଇଣ୍ଡିଗୋର ବଡ ଘୋଷଣା; ଏଣିକି ମିଳିବ ୧୦ ହଜାର ଭାଉଚର୍, ଜାଣନ୍ତୁ କିଏ ପାଇବେ ସୁବିଧା

ନୂଆଦିଲ୍ଲୀ: ଭାରତର ଅନ୍ୟତମ ବିମାନ କମ୍ପାନୀ, ଇଣ୍ଡିଗୋ, ସମ୍ପ୍ରତି ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି। ଶହ ଶହ ଉଡ଼ାଣ ବାତିଲ ଯୋଗୁଁ ଡିସେମ୍ବର ୩ ରୁ ୫ତାରିଖ ମଧ୍ୟରେ ଦେଶର ଅନେକ ବିମାନବନ୍ଦରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ହଜାର ହଜାର ଯାତ୍ରୀ ଘଣ୍ଟା ଘଣ୍ଟା ଧରି ବିମାନବନ୍ଦରରେ ଫସି…

ଜାଡେଜାଙ୍କୁ ପ୍ରଶଂସା କରୁ କରୁ ବିବାଦୀୟ କଥା କହିଗଲେ ରିଭାବା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବ ଜାଡେଜାଙ୍କ ଏକ ବୟାନ ଏବେ ବିବାଦ ସୃଷ୍ଟି କରିଛି । ସେ ଜାଡେଜାଙ୍କୁ ପ୍ରଶଂସା କରି କହିଥିଲେ ସେ ବିଦେଶ ଗସ୍ତରେ ଯିବା ବେଳେ କୌଣସି ଖରାପ ଅଭ୍ୟାସ କିମ୍ବା ନିଶାରେ ପଡନ୍ତି ନାହିଁ । ତେବେ ଏହା ପରେ ସେ…

ଏମ୍ସ ଭୁବନେଶ୍ୱରରେ ଜୀବନ ପରିବର୍ତ୍ତନକାରୀ ଅସ୍ତ୍ରୋପଚାର, ଜଙ୍ଘକୁ ଛୁଇଁ ସାରିଥିଲା ମୁହଁ…

ଭୁବନେଶ୍ୱର: ଏମ୍ସ ଭୁବନେଶ୍ବର ଅର୍ଥୋପେଡିକ୍ ବିଭାଗ ଦ୍ୱାରା କରାଯାଇଥିବା ଚିକିତ୍ସା ଜଣେ ଯୁବକଙ୍କ ଜୀବନରେ ପ୍ରାୟ ଦୁଇ ଦଶନ୍ଧି ପରେ ଅସରନ୍ତି ଖୁସି ଆଣିଦେଇଛି। କେନ୍ଦ୍ରାପଡ଼ାର ଜଣେ ୩୭ ବର୍ଷୀୟ ଯୁବକ ବିଶ୍ୱ ଭୂଷଣ ରାଉତ ପ୍ରାୟ ୨୦ ବର୍ଷ ଧରି ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗରେ ପୀଡ଼ିତ…

ଗିଲଙ୍କ ହୋଇପାରେ ପ୍ରମୋଶନ: ରୋହିତ, କୋହଲିଙ୍କୁ ନେଇ ରହିଛି ସସ୍ପେନ୍ସ

ନୂଆଦିଲ୍ଲୀ: ଡିସେମ୍ବର ୨୨ରେ ବିସିସିଆଇର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏଥିରେ ଅନେକଗୁଡିଏ ନିଷ୍ପତି ନିଆଯାଇପାରେ । ଟିମ ଇଣ୍ଡିଆର ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ଶୁଭମନ ଗିଲଙ୍କ ପ୍ରମୋଶନ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ତାଙ୍କୁ ଏ ପ୍ଲସ କାଟାଗୋରୀରେ ସାମିଲ କରାଯାଇପାରେ ।…

ଭୟଙ୍କର ସ୍ଥିତି ଆଣିଛି ଲିଙ୍ଗ ନିରୂପଣ, ଇଂଲଣ୍ଡରେ ସର୍ବାଧିକ ଭାରତୀୟ କରୁଛନ୍ତି କନ୍ୟା ଭ୍ରୁଣ ହତ୍ୟା

ନୂଆଦିଲ୍ଲୀ: ଭାରତୀୟମାନେ ବିଶ୍ୱର ବିଭିନ୍ନ ଦେଶରେ ବାସ କରନ୍ତି, ଯେଉଁଠାରେ ସେମାନେ କେବଳ କାମ କରିବାକୁ ଯାଆନ୍ତି ନାହିଁ ବରଂ ପରିବାର ବିସ୍ତାର ମଧ୍ୟ କରନ୍ତି। ପରିବାର ବିସ୍ତାର ସମ୍ପର୍କରେ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରୁ ଜଣାପଡିଛି ଯେ ଇଂଲଣ୍ଡରେ ରହୁଥିବା ଭାରତୀୟ…