ଗୋଟିଏ ସେଂଟିମିଟର ପାଇଁ ଡାଇମଣ୍ଡ ଲିଗ ଜିତିପାରିଲେନି ନୀରଜ
ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ଡାଇମଣ୍ଡ ଲିଗ ଫାଇନାଲରେ ଦ୍ୱିତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି । ମାତ୍ର ୧ ସେଂଟିମିଟର ପାଇଁ ତାଙ୍କର ଏଥର ଡାଇମଣ୍ଡ ଲିଗ ଜିତିବା ସ୍ୱପ୍ନ ସାକାର ହୋଇ ପାରିନି । ସେ ୮୭.୮୬ ମିଟର ଦୂରତାକୁ ଥ୍ରୋ କରିଥିବା ବେଳେ ଗ୍ରେନେଡାର ଆଣ୍ଡରସନ…