Latest Odisha News

BREAKING NEWS

ବଢୁଛି ଜଳସ୍ତର; ଆସନ୍ତାକାଲି ଖୋଲିବ କୋଲାବର ଗେଟ୍

କୋରାପୁଟ: ଜିଲ୍ଲାରେ ଶନିବାର ଦିନ ଅଧିକ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଯାହା ଫଳରେ କୋଲାବ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବ। ସେଥିପାଇଁ କର୍ତ୍ତୃପକ୍ଷ ସ୍ଲୁଇସ୍ ଗେଟ୍ ଖୋଲିବାକୁ ସ୍ଥିର କରିଛନ୍ତି। ସୂଚନାନୁସାରେ, ଜଳଭଣ୍ଡାରର ଜଳସ୍ତର ଶୁକ୍ରବାର…

ଶନିବାର ବନ୍ଦ ରହିବ ମୟୂରଭଞ୍ଜର ସବୁ ସ୍କୁଲ

ଭୁବନେଶ୍ୱର: ଆସନ୍ତାକାଲି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଇଏମଡି। ଯାହା ଫଳରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ସମସ୍ତ ସ୍କୁଲ ବନ୍ଦ ନେଇ ଘୋଷଣା କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ବର୍ଷା ସମ୍ଭାବନା ଯୋଗୁ ସେପ୍ଟେମ୍ବର ୧୪ରେ ଘରୋଇ ବିଦ୍ୟାଳୟ ସମେତ…

ବଦଳିଲା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେଆରର ନାଁ

ନୂଆଦିଲ୍ଲୀ: ବଦଳିଲା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରର ନାଁ । ‘ପୋର୍ଟ ବ୍ଲେୟାର’ର ନୂତନ ନାମ ଘୋଷଣା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କେନ୍ଦ୍ର ସରକାର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ‘ପୋର୍ଟ ବ୍ଲେୟାର’ର ନାମ ପରିର୍ବତ୍ତନ କରି ‘ଶ୍ରୀ…

ଭାରତ-ବାଂଲଦେଶ ଟେଷ୍ଟ ସିରିଜରେ ଏହି ସବୁ ରେକର୍ଡ ଭାଙ୍ଗିପାରେ

ଭାରତ ଓ ବାଂଲାଦେଶ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ନିଜ ନିଜ ଦଳର ଘୋଷଣା କରି ସାରିଛନ୍ତି । ୧୯ ସେପ୍ଟମ୍ବରରୁ ଏହି ସିରିଜ ଚେନ୍ନାଇରେ ଆରମ୍ଭ ହେବ । ସିରିଜରେ ଟିମ ଇଣ୍ଡିଆ ଓ ଖେଳାଳିମାନେ ୧୦ଟି ରେକର୍ଡ ନିଜ ନାମରେ କରିପାରନ୍ତି । ଟେଷ୍ଟ କ୍ରିକେଟରେ ୪ର୍ଥ ସଫଳ ଟିମ ହେବା ସୁଯୋଗ…

ମମତାଙ୍କ ‘ଇସ୍ତଫା ପ୍ରସ୍ତାବ’ ଇମୋସନାଲ ଚାପ ନୁହେଁ ତ?

କୋଲକାତା: ଆରଜି କର ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁର୍ବଳ ହୋଇପଡିଛନ୍ତି କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ସତରେ ସେ କ’ଣ ଅସହାୟ ହୋଇପଡିଛନ୍ତି ? ସବୁବେଳେ ସବୁ ପ୍ରସଙ୍ଗରେ ଲଢୁଆ ଆଭିମୁଖ୍ୟ ଗ୍ରହଣ କରୁଥିବା ମମତା ବାନାର୍ଜୀ ଏବେ ନରମ ପଡିଥିବା ଲାଗୁଛି । ଟ୍ରେନି ଡାକ୍ତର…

ପର୍ଯ୍ୟଟକଙ୍କୁ ଆକର୍ଷଣ କରେ ଦୁନିଆର ସବୁଠାରୁ ଛୋଟ ଦ୍ବୀପ ଆଇନହାଲୋ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ରହସ୍ୟରେ ପରିପୂର୍ଣ୍ଣ। ଦୁନିଆରେ ଏପରି ଅନେକ ରହସ୍ୟ ରହିଛି, ଯାହାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ। ବୈଜ୍ଞାନିକମାନେ ମଧ୍ୟ ଏହି ରହସ୍ୟର ସମାଧାନ ପାଇଁ ନିରନ୍ତର ଚେଷ୍ଟା କରୁଛନ୍ତି। କିଛି ସଫଳତା ପାଆନ୍ତି ତ ଆଉ କିଛି ରହସ୍ୟ ଉପରୁ ପରଦା ହଟାଇ ପାରନ୍ତି…

୬ କୁଇଣ୍ଟାଲ ୩୬ କେଜି ଗଂଜେଇ ଜବତ: ୪ ଗିରଫ

ବରଗଡ଼: ବରଗଡ଼ ପୋଲିସକୁ ମିଳିଲା ବଡ ସଫଳତା। ଚୋରା ଚାଲାଣ ବେଳେ ୬ କୁଇଣ୍ଟାଲ ୩୬ କେଜି ଗଂଜେଇ ଜବତ କଲା ପୋଲିସ l ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୯୫ ଲକ୍ଷ ହେବ l ଗଂଜେଇ ଜବତ ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ l ସୂଚନା ଅନୁସାରେ, ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଏକ…

ରାଜଧାନୀରେ ଚାଞ୍ଚଲ୍ୟ: ବନ୍ଦ ଘରୁ ମିଳିଲା ଯୁବତୀଙ୍କ ମୃତ ଦେହ, ପରିବାର କହିଲେ ହତ୍ୟା

ଭୁବନେଶ୍ବର: ପୁଣି ରାଜଧାନୀରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଖଣ୍ଡଗିରି ଥାନା ଅଧିନରେ ଥିବା ଏକ ଘର ଭିତରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ତେବେ ଯୁବତୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ସେହି ଘରେ ଲିଭ ଇନ୍ ରେ ରହୁଥିବା ସୂଚନା ମିଳିଥିବା ବେଳେ ପରିବାର ଲୋକ…

ଭୁବନେଶ୍ୱରରେ ଖୁବଶୀଘ୍ର ସ୍ଥାପନ ହେବ ଓମଫେଡ ଭେଣ୍ଡିଂ ମେସିନ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ କୋଅପରେଟିଭ୍ ମିଲ୍କ ଉତ୍ପାଦକ ଫେଡେରେସନ୍ (ଓମଫେଡ) ଖୁବଶୀଘ୍ର ଭୁବନେଶ୍ୱରରେ ଭେଣ୍ଡିଂ ମେସିନ୍ ସ୍ଥାପନ କରିବ। ପ୍ରଥମ ମେସିନ୍ ଜନପଥରେ ସ୍ଥାପନ କରାଯିବ। ପରେ ସହରର ବିଭିନ୍ନ ସ୍ଥାନରେ ଆଉ ୨୦ଟି ମେସିନ ସ୍ଥାପନ କରାଯିବ। ଯାହାଦ୍ବାରା ଡିଜିଟାଲ୍ ପେମେଣ୍ଟ…