Latest Odisha News

BREAKING NEWS

ରାଜଧାନୀରେ ହାଇଡ୍ରାମା; ଦୁଇ ଯୁବତୀଙ୍କ ସହ ହୋଟେଲ ରୁମରୁ ସ୍ବାମୀଙ୍କୁ ଧରିଲେ

ଭୁବନେଶ୍ୱର: ରାଜଧାନୀରେ ହାଇଡ୍ରାମା। ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ହୋଟେଲ ରୁମରେ ଥିବାବେଳେ ସ୍ବାମୀଙ୍କୁ ରଙ୍ଗେ ହାତ ଧରିଲେ ସ୍ତ୍ରୀ। ପୋଲିସକୁ ସାଙ୍ଗରେ ନେଇ ମହିଳା ନିଜ ସ୍ବାମୀକୁ ହୋଟେଲ ରୁମରୁ ଅନ୍ୟ ଦୁଇ ଯୁବତୀଙ୍କ ସହ ଧରିଛନ୍ତି। ଏଭଳି ଘଟଣା ଘଟିଛି ଭୁବନେଶ୍ଵର ଇନଫୋସିଟି ଥାନା…

ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ସମୁଦ୍ର କୂଳରୁ ମୃତଦେହ ଉଦ୍ଧାର

ପୁରୀ: ପୁରୀରେ ପୁଣି ହତ୍ୟା। ବଳିଆ ପଣ୍ଡା ଥାନା ଅନ୍ତର୍ଗତ ସମୁଦ୍ର କୂଳରେ ଜଣେ ଯୁବକକୁ ଅତି ନିର୍ମମ ଭାବେ କରାଯାଇଛି ହତ୍ୟା। ମୃତ ଯୁବକ ଜଣକ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳର ରମାକାନ୍ତ ଦାସଙ୍କ ପୁଅ ପ୍ରହଲ୍ଲାଦ ଦାସ। ପ୍ରହଲ୍ଲାଦଙ୍କ ମୁଣ୍ଡ, ବାମପାର୍ଶ୍ବ ଆଖି ଓ କାନକୁ ଅତି…

ଦୁଃଖଦ ଖବର: ନନ୍ଦନକାନନରେ ଆଖି ବୁଜିଲା ସିଂହ କ୍ରିସ

ଭୁବନେଶ୍ୱର: ନନ୍ଦନକାନନରେ ଆଖି ବୁଜିଲା ସିଂହ କ୍ରିସ । ଆଜି ସକାଳ ୯ଟାରେ ସିଂହ କ୍ରିସର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୨୦୦୪ରେ ନନ୍ଦନକାନନରେ ଜନ୍ମ ହୋଇଥିଲା କ୍ରିସ୍ l କ୍ରିସ୍‌ କଳ୍ପନା ଓ ଜିତ୍ ନାମକ ୨ଟି ଛୁଆ ଜନ୍ମ ଦେଇଛି l ଗତ ଜୁଲାଇ ୨୬ରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲା…

କେଜ୍ରିୱାଲଙ୍କୁ ମିଳିଲାନି ଜାମିନ; ଅଗଷ୍ଟ ୨୩ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ପୁଣି ନିରାଶ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ । ଆଜି ବି ତାଙ୍କୁ ମିଳିଲାନି ଜାମିନ୍ । ଦିଲ୍ଳୀ ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଆଜି କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଉଜଲ ଭୁୟାଙ୍କ…

ଏସସିବିରେ ରୋଗୀଙ୍କୁ ଦୁଷ୍କର୍ମ ଘଟଣା, ମୁହଁ ଖୋଲିଲେ ଗିରଫ ଡାକ୍ତରଙ୍କ ପତ୍ନୀ

କଟକ: ଏସସିବିରେ ରୋଗୀଙ୍କୁ ଜଣେ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗରେ ମୁହଁ ଖୋଲିଛନ୍ତି ତାଙ୍କ ପତ୍ନୀ। ତାଙ୍କର କହିବାନୁସାରେ, ମୋ ସ୍ବାମୀଙ୍କୁ ଫଶାଯାଉଛି, ଜାଣିଶୁଣି କ୍ୟାରିୟର ନଷ୍ଟ କରିଦେବାକୁ ଚାହୁଁଛନ୍ତି। ସେ ଆସନ୍ତା ମାସରେ ଡିଗ୍ରୀ ପାଇଥାନ୍ତେ ବୋଲି ସେ କହିଛନ୍ତି। ତାଙ୍କ ବିରୋଧରେ…

ଅନୁସୂଚିତ ଜାତି ଓ ଜନଜାତି ପକ୍ଷରୁ ଆସନ୍ତା ୨୧ରେ ଭାରତ ବନ୍ଦ ଡାକରା

ଭୁବନେଶ୍ବର: ଆସନ୍ତା ୨୧ରେ ଭାରତ ବନ୍ଦ । ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହାକୁ କିପରି ସଫଳ କରାଯିବ ସେନେଇ ଉତ୍ତରପ୍ରଦେଶର ଦାଉଦନଗର ଜଳସେଚନ ବିଭାଗ ଡାକବଙ୍ଗଳାର ଅନୁସୂଚିତ ଜାତି ସମାଜର…

ଚିତ୍ରୋତ୍ପଳା ନଦୀକୁ ଡେଇଁଲେ ମା’ ଓ ପୁଅ

ସାଲେପୁର: କଟକ ସାଲେପୁରରେ ଘଟିଯାଇଛି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଜଣେ ମହିଳା ନିଜ ଛୋଟ ପୁଅକୁ ଧରି ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡ଼ି‌ଛନ୍ତି। ସେମାନଙ୍କ ଘର ନେମାଳ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ପୁଅର ମୃତଦେହ ନଦୀରୁ ଉଦ୍ଧାର କରିଥିବା ବେଳେ ମା’ର ସନ୍ଧାନ…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭୂତତ୍ତ୍ଵବିତ୍‌

ଭବନେଶ୍ୱର: ଭିଜିଲାନ୍ସ ଜାଲରେ ଭୂତତ୍ତ୍ଵବିତ୍‌। ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜିଓଲୋଜିଷ୍ଟ। ବଲାଙ୍ଗୀର ଜିଲ୍ଲାର ଭୂତଳ ଜଳ ବିଭାଗରେ କାର୍ଯ୍ୟରତ ଏହି ଭୂତତ୍ତ୍ଵବିତ୍‌ ଜଣକ ହେଉଛନ୍ତି ଅସୀମ ଅଂଶୁମାନ ନାୟକ। ସେ ବୁଧବାର ଜଣେ ବ୍ୟକ୍ତିଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ…

ସରୋଗେସି ମାଧ୍ୟମରେ ଜନ୍ମିତ ଶିଶୁଙ୍କ ଉପରେ ଡୋନରଙ୍କ ଅଧିକାର ଅଛି କି, ଜାଣନ୍ତୁ କୋର୍ଟଙ୍କ ରାୟ

ମୁମ୍ବାଇ: ସରୋଗେସି ମାଧ୍ୟମରେ ଜନ୍ମ ହୋଇଥିବା ଶିଶୁ ଉପରେ ଡିମ୍ବାଣୁ ଦାତାଙ୍କର କୌଣସି ଆଇନଗତ ଅଧିକାର ନାହିଁ। ଡିମ୍ବାଣୁ କିମ୍ବା ଶୁକ୍ରାଣୁ ଦାତା, IVF ଚିକିତ୍ସା ମାଧ୍ୟମରେ ଜନ୍ମ ହୋଇଥିବା ଶିଶୁର ପିତାମାତା ଭାବେ ଅଧିକାର ଦାବି କରିପାରିବେ ନାହିଁ। ଏକ ମାମଲାର ଶୁଣାଣି କରି ଏପରି ରାୟ…

ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଭୁବନେଶ୍ବର ଏମ୍ସରେ ଡାକ୍ତରଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଭୁବନେଶ୍ବର ଏମ୍ସରେ ଡାକ୍ତରଙ୍କ ଆନ୍ଦୋଳନ। ରୋଗୀ ସେବା ବାଧାପ୍ରାପ୍ତ। କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଆନ୍ଦୋଳନ। ସିନିୟର୍ ଓ ଜୁନିୟର୍ ରେସିଡେଣ୍ଟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ସୂଚନା ଅନୁସାରେ, କଲିକତାରେ ଜଣେ ଲେଡି ଟ୍ରେନି…