Latest Odisha News

BREAKING NEWS

କେତେ କୋଟିର ମାଲିକ ହିମନ୍ତ ଓ ତାଙ୍କ ପତ୍ନୀ?

ଗୌହାଟୀ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଓ ତାଙ୍କ ପତ୍ନୀ ରିନିକି ଭୁୟାନ ଶର୍ମାଙ୍କ ମିଳିତ ସମ୍ପତ୍ତି ୨୦୨୧ରେ ୧୭.୨୭ କୋଟି ଥିଲା। ୨୦୨୬ରେ ତାହା ବୃଦ୍ଧି ପାଇ ୩୫.୧୬ କୋଟି ଟଙ୍କା ହୋଇଛି। ଜାଲୁକବାଡି ଆସନରୁ ନାମାଙ୍କନ ଦାଖଲ କରିବା ସମୟରେ ହିମନ୍ତ ବିଶ୍ୱଶର୍ମା ସତ୍ୟପାଠରେ…

West Asia tension:ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ମୋଦୀ; ଗ୍ୟାସ-ତେଲ ସଙ୍କଟର ମୁକାବିଲା ପାଇଁ…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦୀ ଆଜି (ରବିବାର)ସନ୍ଧ୍ୟାରେ ବରିଷ୍ଠ ମନ୍ତ୍ରୀମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। କାରଣ ହେଉଛି ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଭାରତ ଉପରେ ଏହାର ପ୍ରଭାବ। ବୈଠକରେ ଚାରୋଟି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବ: ପେଟ୍ରୋଲିୟମ୍, ଅଶୋଧିତ ତୈଳ,…

ଗଞ୍ଜାମ ଓ ଖୋର୍ଦ୍ଧାରେ ସର୍ବାଧିକ ଲୋକ ନିଶାମୁକ୍ତ

ଭୁବନେଶ୍ୱର: ରାଜ୍ୟରେ ଥିବା ସମସ୍ତ ୫୫ଟି ନିଶା ନିବାରଣ କେନ୍ଦ୍ରରୁ ଗତ ୨ବର୍ଷ ମଧ୍ୟରେ ୧୯,୩୯୫ ଜଣ ନିଶାସକ୍ତଙ୍କୁ ନିଶାମୁକ୍ତ କରାଯାଇ ପାରିଛି। ଏମାନଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୬୦୩୯ ଜଣ ଥିବାବେଳେ ଖୋର୍ଦ୍ଧାରେ ୧୪୪୦, କେନ୍ଦୁଝରରେ ୧୧୨୫ ଓ କଟକରେ ୧୦୩୭, ଯାଜପୁରରେ ୩୫ଜଣଙ୍କୁ ନିଶା…

6G ଯୁଗରେ ମଧ୍ୟ ଅନ୍ଧାରରେ ଓଡ଼ିଶା! ୧୫୦ ପରିବାରଙ୍କ ପାଖରେ ନାହିଁ ପାଣି, ରାସ୍ତା, ବିଦ୍ୟୁତ…

ସୁନ୍ଦରଗଡ଼: ସ୍ବାଧୀନତାର ୭୫ ବର୍ଷ ପରେ ବି ସୁଧିରିନି ସ୍ଥିତି। ଆଜିବି ଅନ୍ଧାରରେ ଅନେକ ପରିବାର। ଯାହାର ଝଲକ ଦେଖିବାକୁ ମିଳିଛି ଓଡ଼ିଶାରେ। ଓଡିଶାର ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଲକ ଅନ୍ତର୍ଗତ କଦମଡିହି ଗାଁରେ ଏକ ଦୀର୍ଘକାଳୀନ ମାନବିକ ସଙ୍କଟ ଜାରି ରହିଛି, ଯେଉଁଠାରେ ପ୍ରାୟ ୧୫୦…

ବିଜେଡି ନିଲମ୍ବନ ନ କରି ବହିଷ୍କାର କରିଥିଲେ ଖୁସି ହୋଇଥାନ୍ତି: ସୌଭିକ

ଭୁବନେଶ୍ୱର: ଆଜି ସୌଭିକ ବିଶ୍ୱାଳ ପ୍ରେସ ମିଟ କରି ବିଜେଡି ଉପରେ ବର୍ଷିଛନ୍ତି । ସେ ସିଧା ନବୀନ ପଟ୍ଟନାୟକଙ୍କୁ ନିଶାନା କରିଛନ୍ତି । ପ୍ରେସ ମିଟର ସେ କହିଥିଲେ କି ବାପାଙ୍କ ପ୍ରତି ହୋଇଥିବା ଅପମାନକୁ ମୁଁ ସହ୍ୟ କରିପାରିବି ନାହିଁ । ଯଦି ଏଥିପାଇଁ ମୋତେ ଗୁଳି କଲେ ବି ତାହାକୁ ସାମ୍ନା…

ଓଡିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଗୀତକୁ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟରେ ଓଡ଼ିଆ ଝିଅ । ଚୈତ୍ର ନବରାତ୍ରୀ ଉପଲକ୍ଷେ ‘ଦୁର୍ଗତି ନାଶିନୀ ମା’ର ୟୁଟ୍ୟୁବ୍ ଲିଙ୍କ୍ ସେୟାର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ଗାଇଛନ୍ତି ଓଡିଆ କଣ୍ଠ ଶିଳ୍ପୀ ଦୀପ୍ତିରେଖା ପାଢ଼ୀ । ମୋଦି ନିଜ ସୋସିଆଲ୍ ମିଡିଆ ପେଜ୍‌ରେ…

ଏଣିକି ବଡ଼ଦାଣ୍ଡରେ ଖୋଲି ପାରିବେନି ମଦ ଦୋକାନ

ଭୁବନେଶ୍ୱର: ଏଣିକି ବଡ଼ଦାଣ୍ଡରେ ଖୋଲି ପାରିବେନି ମଦ ଦୋକାନ। ପୁରୀ ଶ୍ରୀମନ୍ଦିର ୧ କି.ମି. ପରିଧି ବଡ଼ଦାଣ୍ଡରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇ ପାରିବ ନାହିଁ। ଏହି ପରିଧି ମଧ୍ୟରେ ମଦ ଦୋକାନ ଖୋଲିବାକୁ କୌଣସି ସ୍ବତନ୍ତ୍ର ନିୟମ ନାହିଁ। ଏହାକୁ ଅବକାରୀ ବିଭାଗ କଡ଼ାକଡ଼ି ଭାବେ ପାଳନ…

ଏତେ ସହଜ ନୁହେଁ ଆଇପିଏଲର ଏହି ରେକର୍ଡ ଭାଙ୍ଗିବା

ନୂଆଦିଲ୍ଲୀ: ମାର୍ଚ୍ଚ ୨୮ରୁ ଆଇପିଏଲ ୨୦୨୬ ସଂସ୍କରଣ ଆରମ୍ଭ ହୋଇଯିବ । ଏହି ସଂସ୍କରଣରେ ଅନେକ ନୂଆ ରେକର୍ଡ ସୃଷ୍ଟି ହେବା ସମ୍ଭାବନା ରହିଛି । ତେବେ ଆଇପିଏଲ ଇତିହାସର ୬ଟି ରେକର୍ଡ ଭାଙ୍ଗିବା ଏତେଟା ସହଜ ନୁହେଁ । ଆସନ୍ତୁ ନଜର ପକାଇବା ଏହି ସବୁ ରେକର୍ଡ ଉପରେ । ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ…

Former MLA, family Ostracised : ଅଲଗା ଜାତିରେ ବିବାହ; ପୂର୍ବତନ ବିଧାୟକଙ୍କ ପରିବାରକୁ ବାସନ୍ଦ 

ନବରଙ୍ଗପୁର: ଆନ୍ତଃଜାତି ବିବାହ ପାଇଁ ପୂର୍ବତନ ବିଧାୟକ ଏବଂ ପରିବାରକୁ ବାସନ୍ଦ। ନବରଙ୍ଗପୁରର ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ଏବଂ ତାଙ୍କ ପରିବାର, ତାଙ୍କ ଝିଅ ପାଇଁ ଆନ୍ତଃଜାତି ବିବାହ ଠିକ୍ କରିଥିବା ବେଳେ ସାମାଜିକ ପରମ୍ପରା ଉଲ୍ଲଂଘନ କରିଥିବା ଅଭିଯୋଗ କରି ଜିଲ୍ଲା ଭତ୍ରା…

ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ୨ ବର୍ଷିଆ ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉକ୍ତ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ୨୩ ମାର୍ଚ୍ଚ, ୨୦୨୬ ଠାରୁ ୬…