Latest Odisha News

BREAKING NEWS

WhatsAppରେ ବି ହୋଇପାରିବ ସ୍କ୍ରିନ୍ ସେୟାରିଂ, ଜାଣନ୍ତୁ କେମିତି କରିବେ ବ୍ୟବହାର

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ଆପଣଙ୍କ ପରିଚିତ ବ୍ୟକ୍ତିଙ୍କ ସହ ସ୍କ୍ରିନ୍ ଶେୟାର କରିବାକୁ ପଡ଼େ, ତେବେ ଏନିଡେସ୍କ କିମ୍ବା ଗୁଗୁଲ ମିଟ୍ ଭଳି ଆପ୍‌ସର ଆବଶ୍ୟକତା ନାହିଁ। ଆପଣ ହ୍ୱାଟ୍ସଆପ ମାଧ୍ୟମରେ ମଧ୍ୟ ସ୍କ୍ରିନ୍ ଶେୟାର କରିପାରିବେ। ମେଟା ଅଧିନରେ ଥିବା ଏହି ଆପ୍‌ରେ ବହୁ ସମୟ ଧରି ଏହି…

ସାମୀ କହିଲେ ଫିଟନେସ ନେଇ ଚୟନ କମିଟିକୁ ଅପଡେଟ ଦେବା ମୋ କାମ ନୁହେଁ

ନୂଆଦିଲ୍ଲୀ: ଷ୍ଟାର ପେସ ବୋଲର ମହମ୍ମଦ ସାମୀଙ୍କୁ ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଦିିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିନି । ଅସନ୍ତୁଷ୍ଟ ସାମୀ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କୁ ପରୋକ୍ଷରେ ଟାର୍ଗେଟ କରି କହିଛନ୍ତି ଫିଟନେସ ସମ୍ପର୍କରେ ଅପଡେଟ ଦେବା ମୋ କାର୍ଯ୍ୟ ନୁହେଁ ।…

ଏଇଠି ମିଳେ ଦେଶର ସବୁଠୁ ଶସ୍ତା ସ୍ମାର୍ଟ ଫୋନ ? ଜାଣନ୍ତୁ କେତେ ଟଙ୍କାରେ ମିଳେ

ନୂଆଦିଲ୍ଲୀ: ଭାରତ ଆଜି ବିଶ୍ୱର ଦ୍ୱିତୀୟ ବୃହତ୍ତମ ସ୍ମାର୍ଟଫୋନ୍ ବଜାର ହୋଇପାରିଛି। ପ୍ରତି ମାସରେ ଲକ୍ଷ ଲକ୍ଷ ମୋବାଇଲ୍ ଫୋନ୍, ସସ୍ତାରୁ ଆରମ୍ଭ କରି ପ୍ରିମିୟମ୍ ପର୍ଯ୍ୟନ୍ତ, ବିକ୍ରି ହେଉଛି। କିନ୍ତୁ ଆପଣ ଜାଣନ୍ତି କି, ଦେଶର କେତେକ ସହରରେ ମୋବାଇଲ୍ ଫୋନ୍ ଅନ୍ୟ ସ୍ଥାନ ତୁଳନାରେ ବହୁତ…

ପୁଣି ମାତିଲେ ମାଓବାଦୀ, ଘରୁ ଡାକି ନେଇ ବିଜେପି କର୍ମୀଙ୍କୁ ହତ୍ୟା

ବିଜାପୁର: ଛତିଶଗଡ଼ ବିଜାପୁରରେ ପୁଣି ମାତିଲେ ମାଓବାଦୀ। ଘରୁ ଡାକି ନେଇ ବିଜେପି କର୍ମୀଙ୍କୁ ହତ୍ୟା କଲେ। ପୋଲିସ ଇନ୍‌ଫର୍ମର ସନ୍ଦେହରେ ବିଜେପି କର୍ମୀଙ୍କୁ ହତ୍ୟା। ମୃତକ ସତ୍ୟମ ପୁନେମ, ବିଜାପୁରରେ ମଣ୍ଡଳସ୍ତରୀୟ କର୍ମୀ। ପୂର୍ବରୁ ବି ସତ୍ୟମ ପୁନେମଙ୍କୁ ଏକାଧିକ ଥର ଚେତାବନୀ ଦେଇଥିଲେ…

ଭୁବନେଶ୍ୱରରେ ସରକାରୀ କ୍ୱାର୍ଟର୍ସରୁ ଜବରଦଖଲ ଉଚ୍ଛେଦ…

ଭୁବନେଶ୍ୱର: ଖାଲି ପଡ଼ିଥିବା ସରକାରୀ କ୍ୱାର୍ଟର୍ସକୁ ବେଆଇନ ଦଖଲ କରିଥିବା ଅଭିଯୋଗରେ କର୍ତ୍ତୃପକ୍ଷ ମଙ୍ଗଳବାର ଦିନ ଭୁବନେଶ୍ୱରର ୟୁନିଟ୍-୨ ଅଞ୍ଚଳରେ ଏକ ଉଚ୍ଛେଦ ଅଭିଯାନ ଆରମ୍ଭ କରିଛନ୍ତି। କିଛି ଲୋକ ସରକାରୀ କ୍ୱାର୍ଟର୍ସକୁ ଜୋରଜବରଦସ୍ତ ଦଖଲ କରିଥିବା ସୂଚନା ପାଇବା ପରେ ଭୁବନେଶ୍ୱର…

ଗିଲ କହିଲେ ଟିମ ଇଣ୍ଡିଆକୁ ଆବଶ୍ୟ ରୋହିତ, କୋହଲିଙ୍କ ମ୍ୟାଜିକ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଅଧିନାୟକ ଶୁଭମନ ଗିଲ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅଭିଜ୍ଞତା ଆମକୁ ଆବଶ୍ୟକ ରହିଛି । ଅକ୍ଟୋବର ୧୯ରୁ ଭାରତୀୟ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ ଦିିନିକିଆ ସିରିଜ ଖେଳିବ । କୋହଲି ଓ ରୋହିତ ସେମାନଙ୍କ…

ବୁଧବାର ୪ ଘଣ୍ଟା ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ, ଜାଣନ୍ତୁ କାହିଁକି…

ପୁରୀ: ଆସନ୍ତାକାଲି ଅର୍ଥାତ୍ ବୁଧବାର କାର୍ତ୍ତିକ କୃଷ୍ଣ ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ…

ପୋଲିସକୁ ବଡ଼ ସଫଳତା, ଧରାପଡିଲା ଲୋକଙ୍କୁ ଭୟଭୀତ କରୁଥିବା ଜଣେ ହାର୍ଡକୋର ମାଓବାଦୀ

ରାଉରକେଲା: ଖୁବଶୀଘ୍ର ମାଓ ମୁକ୍ତ ହେବାକୁ ଯାଉଛି ଭାରତ। ଗତ କିଛି ଦିନ ହେବ ଘନ ଘନ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି। ସମାଜର ମୁଖ୍ୟସ୍ରୋତ ମୁହାଁ ହେଉଛନ୍ତି। ଯାହା ଦେଶର ଭବିଷ୍ୟତ ପାଇଁ ଭଲ ପଦକ୍ଷେପ। ତେବେ ଏହାରି ଭିତରେ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ରାଜ୍ୟକୁ ଦୀର୍ଘ ଦିନ ଧରି…

ପିଚ ନେଇ ଅସନ୍ତୋଷ ବ୍ୟକ୍ତ କଲେ କୋଚ ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଅରୁଣ ଜେଟଲୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ୭ ୱିକେଟରେ ଜିିତି ନେଇଛି । ଏଥିସହ ସିରିଜରେ କ୍ଲିନ ସୁଇପ କରିଛି । ତେବେ ଟିମ ଇଣ୍ଡିଆର ମୂଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତିି । ପିଚ ପେସ କିମ୍ବା ସ୍ପିନ…

ଆର୍ଥିକ ଶୃଙ୍ଖଳାକୁ ସୁଦୃଢ଼ ​​କରିବା ପାଇଁ ଓଡ଼ିଶାର ପଦକ୍ଷେପ: ଆଉ ୧୦ଟି ବିଭାଗରେ ଆଭ୍ୟନ୍ତରୀଣ ଅଡିଟ୍ ୱିଙ୍ଗ ସୃଷ୍ଟି

ଭୁବନେଶ୍ୱର: ଓଡିଶା ସରକାରଙ୍କ ଏକ ଅବିଚ୍ଛେଦ୍ୟ ଅଙ୍ଗ, ଆଭ୍ୟନ୍ତରୀଣ ଅଡିଟ୍, ଓଡ଼ିଶା ସଚିବାଳୟର ୨୮ଟି ପ୍ରଶାସନିକ ବିଭାଗରେ କାର୍ଯ୍ୟ କରୁଛି । ଏହା ପବ୍ଲିକ ମନିର ପ୍ରହରୀ ଭାବରେ କାର୍ଯ୍ୟ କରେ ଏବଂ ରାଜ୍ୟ ମଧ୍ୟରେ ଟଙ୍କାର ଅପବ୍ୟବହାର ଓ ଆତ୍ମସାତ ସମେତ ଆର୍ଥିକ ଅନିୟମିତତା ରିପୋର୍ଟ ପ୍ରଦାନ…