ଆକାଶମାର୍ଗରୁ ନଜର ରଖିବ ଡ୍ରୋନ୍, ପ୍ରସ୍ତୁତ ରହିଛି ‘ୱାର୍ ରୁମ୍’: ରଥଯାତ୍ରା ଭିଡ଼ ପାଇଁ ରେଳବାଇର…
ଭୁବନେଶ୍ୱର: ଦୁଲୁକିବ ବଡ଼ଦାଣ୍ଡ, ପୁରୀକୁ ଛୁଟିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ଏହି ଅଦ୍ଭୂତପୂର୍ବ ସମାଗମକୁ ଆଖିଆଗରେ ରଖି ପୂର୍ବତଟ ରେଳପଥ ପକ୍ଷରୁ…