Latest Odisha News

BREAKING NEWS

ଟେକ୍‌ ଅଫ୍‌ ବେଳେ ବିମାନରେ ଲାଗିଲା ନିଆଁ, ଦେଖନ୍ତୁ ଭିଡିଓ

କାଠମାଣ୍ଡୁ: ନେପାଳର କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର (ଟିଆଇଏ)ରେ ଟେକ୍‌ ଅଫ୍‌ ବେଳେ ସୌରିଆ ଏୟାରଲାଇନ୍ସର ଏକ ବିମାନ ୯ଏନ୍-ଏଏମଇ (ସିଆରଜେ ୨୦୦) ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ରାସନ କାର୍ଡ: ଖୁବ୍‌ ଶୀଘ୍ର ନୂଆ ତାଲିକା

ଭୁବନେଶ୍ୱର: ଖୁବ୍‌ ଶୀଘ୍ର ରାସନ୍ କାର୍ଡ ହିତାଧିକାରୀଙ୍କ ନୂଆ ତାଲିକା। ମାସେ ଭିତରେ ନୂଆ ହିତାଧିକାରୀ ରାସନ କାର୍ଡ ପାଇବେ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ ପାଇପାରନ୍ତି ବୋଲି…

୪୮୦ ବୋତଲ କଫ୍ ସିରଫ୍ ସହ ଜଣେ ଯୁବତୀ ଗିରଫ

ବରଗଡ଼: ବରଗଡ଼ ଟାଉନ ଥାନା ପୋଲିସ ଦ୍ବାରା ବରଗଡ଼ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ନିକଟରୁ ୪୮୦ ବୋତଲ କଫ୍ ସିରଫ୍ ସହ ଜଣେ ଯୁବତୀଙ୍କୁ ଗିରଫ କରାଯାଇଛି। ତେବେ ଗିରଫ ଅଭିଯୁକ୍ତ ଯୁବତୀ ଜଣକ ସମ୍ୱଲପୁର ସହରର ଏନ୍ ଗୁଆ ଗଲି, ବୁଢ଼ାରଜା ଅଞ୍ଚଳର ହୋଇଥିବା ବେଳେ ବରଗଡ଼ ନଦୀପଡ଼ା ଡାଙ୍ଗ ଅଞ୍ଚଳରେ…

ଅଲିମ୍ପିକ୍ସରେ ଓଡିଶା ଆଥଲେଟ, ଦିଲୀପଙ୍କଠାରୁ କିଶୋର ପର୍ଯ୍ୟନ୍ତ

ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନସ୍ତର ସୁଧୁରିବା ଆରମ୍ଭ ହୋଇଛି । ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଏହି ଧାରା ବଜାୟ ରଖିବ ବୋଲି ଆଶା କରାଯାଉଛି । ଭାରତ ପକ୍ଷରୁ ଓଡିଶାର ଅନେକ ଖେଳାଳି ଅଲିମ୍ପିକ୍ସ ଖେଳିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ୨୮ ବର୍ଷ ମଧ୍ୟରେ ୧୫ଜଣ ଖେଳାଳି ଅଲିମ୍ପିକ୍ସରେ…

ବକ୍ସ ଅଫିସରେ ହେବ ଧମାଲ୍: ‘ଖେଲ୍ ଖେଲ୍ ମେଁ’ ଓ ‘ସ୍ତ୍ରୀ-୨’ ମଧ୍ୟରେ କଡ଼ା ଟକ୍କର

ମୁମ୍ବାଇ: ଅପ୍‌କମିଂ ଫିଲ୍ମ 'ଖେଲ୍ ଖେଲ୍ ମେଁ'ର ଜାରି ହୋଇଛି ପୋଷ୍ଟର। ଏହି ପୋଷ୍ଟର ଜାରି କରିଛନ୍ତି ଖିଲାଡି କୁମାର। ଆସନ୍ତା ଅଗଷ୍ଟ ୧୫ ତାରିଖରେ ଏହା ମୁକ୍ତିଲାଭ କରିବ। ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଚର ଓ ରିଲିଜ୍ ତାରିଖ ସେୟାର କରିଛନ୍ତି। ସେ ଲେଖିଛନ୍ତି, 'ୟାରୋଁ ୱାଲା…

ଆତ୍ମହତ୍ଯା କରିବାକୁ ଚାହୁଁଥିଲେ ଶାମି, କାହିଁକି ଏମିତି କହିଲେ ଘନିଷ୍ଠ ବନ୍ଧୁ

ନୂଆଦିଲ୍ଲୀ: କ୍ରିକେଟର ଶାମି ଏବେ ଟିମ୍ ଇଣ୍ଡିଆକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ଆତ୍ମହତ୍ଯା କରିବାକୁ ଚାହୁଁଥିଲେ ଶାମି। ଏଭଳି କହିଛନ୍ତି ଶାମିଙ୍କ ଘନିଷ୍ଠ ବନ୍ଧୁ ଉମେଶ କୁମାର। ଶାମିଙ୍କ ନିକଟତର କୁହାଯାଉଥିବା ଉମେଶ…

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର; ଜଣେ ଆତଙ୍କବାଦୀ ନିହତ, ଯବାନ ଆହତ

କୁପୱାରା: ଜମ୍ମୁ କାଶ୍ମୀରର କୁପୱାରାରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି। ଜମ୍ମୁ କଶ୍ମୀରର କୁପୱାଡାର ଲୋଲାବ ଉପତ୍ୟକାର ତ୍ରିମୁଖା ଟପ୍ରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।…

ସମୟ ସୀମା ସରିଥିଲେ ସୁଦ୍ଧା ପ୍ରମାଣପତ୍ର ଦାଖଲ କରିପାରିଲେନି ପୂଜା ଖେଡକର

ନୂଆଦିଲ୍ଳୀ: ବଢ଼ିବାରେ ଲାଗିଛି ଆଇଏଏସ୍ ପୂଜା ଖେଡକରଙ୍କ ସମସ୍ୟା। ଜୁଲାଇ ୨୩ରେ ଡେଡ୍‌ ଲାଇନ୍‌ ସରିଥିଲେ ସୁଦ୍ଧା ସେ ପ୍ରମାଣପତ୍ର ଦାଖଲ କରିପାରି ନାହାନ୍ତି। ଉତ୍ତରାଖଣ୍ଡର ମସୁରି ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ତାଙ୍କୁ ପୁନର୍ବାର ଡାକି…

ଦିଲ୍ଲୀ ୟୁନିଭରସିଟିର ୯ ଛାତ୍ର ଅଲିମ୍ପିକ୍ସରେ ଭାଗ ନେବେ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଦିଲ୍ଲୀ ୟୁନିଭରସିଟିର ୯ ଛାତ୍ର କମାଲ କରିବାକୁ ଯାଉଛନ୍ତି । ଏମାନଙ୍କ ମଧ୍ୟରେ ୨ଜଣ ପଢ଼ୁଥିବା ବେଳେ ଅନ୍ୟମାନେ ପାଠ ଶେଷ କରି ସାରିଛନ୍ତି । ଡିୟୁର ଭାଇସ ଚ୍ୟାନ୍ସଲର ଯୋଗେଶ ସିଂ କହିଛନ୍ତି ଯେ, ୯ଜଣଙ୍କ ମଧ୍ୟରୁ ୬ଜଣ ଶୁଟିଂରେ, ଜଣେ ଆଥଲେଟିକ୍ସରେ ଓ…

କାଠମାଣ୍ଡୁରେ ବିମାନ ଦୁର୍ଘଟଣାଗ୍ରସ୍ତ: ୧୩ ମୃତ, ହସ୍ପିଟାଲରେ ଭର୍ତ୍ତି ପାଇଲଟ

କାଠମାଣ୍ଡୁ: ନେପାଳର କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର (ଟିଆଇଏ)ରେ ଉଡ଼ାଣ ଭରିବା ସମୟରେ ସୌରିଆ ଏୟାରଲାଇନ୍ସର ଏକ ବିମାନ ୯ଏନ୍-ଏଏମଇ (ସିଆରଜେ ୨୦୦) ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହାପରେ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଖରା ଅଭିମୁଖେ ଯାଉଥିବା ବିମାନରେ ୧୯ ଜଣ…