Latest Odisha News

BREAKING NEWS

କିନ୍ନର ପ୍ରେମିକା ସହ ମିଶି ବାପା ଜୀବନ ନେଲା ପୁଅ

ଗଞ୍ଜାମ: ଯେଉଁ ବାପାର ଦିନେ ହାତ ଧରି ଚାଲିବା ଶିଖିଥିଲା, ସେହି ଜନ୍ମଦାତାର ଜୀବନ ନେବାକୁ ତିଳେ ହେଲେ କୁଣ୍ଠାବତ କଲାନି ଜନ୍ମକଲା ପୁଅ । ବାପା ମୁଣ୍ଡକୁ ପିଟି ପିଟି ହତ୍ୟା କଲା ରାକ୍ଷସ ପୁଅ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଧୀନ ଅଯୋଧ୍ୟା ନଗରରେ । ମୃତକ…

ବି-ଟାଉନରେ ରକ୍ଷା ବନ୍ଧନ ଉତ୍ସବ, ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ସେଲିବ୍ରିଟିଙ୍କ ଫଟୋ

ମୁମ୍ବାଇ: ଆଜି ସାରା ଦେଶ ରକ୍ଷାବନ୍ଧନ ପର୍ବ ପାଳନ ହେଉଛି। ଭଉଣୀମାନେ ଭାଇଙ୍କୁ ରାକ୍ଷୀ ବାନ୍ଧି ବନ୍ଧୁଛନ୍ତି। ଭଉଣୀମାନଙ୍କୁ ସୁରକ୍ଷା ଦେବା ପାଇଁ ଭାଇମାନେ ପ୍ରତିଶ୍ରୁତି ଦେଉଛନ୍ତି। ଏହି ସମୟରେ ବଲିଉଡର ସେଲିବ୍ରେଟମାନେ ମଧ୍ୟ ସୁନ୍ଦର ପର୍ବ ରାକ୍ଷୀ ପାଳନ କରୁଛନ୍ତି। ବଲିଉଡର…

କୋଲକାତା ଲଜ୍ଜା: ପୋଷ୍ଟମର୍ଟମ ରିପୋର୍ଟରୁ ମିଳିଲା ଛାତିଥରା ତଥ୍ୟ, ଡାକ୍ତରଙ୍କ ଦେହରେ ୧୪ଟି ଗଭୀର କ୍ଷତ

କୋଲକାତା: କୋଲକାତା ଆର୍‌.ଜି କର୍‌ ମେଡିକାଲ କଲେଜ ଲଜ୍ଜା ଘଟଣା। ଆସିଲା ବ୍ୟବଚ୍ଛେଦ ରିପୋର୍ଟ। ପୋଷ୍ଟମର୍ଟମ ରିପୋର୍ଟରୁ ମିଳିଲା ଛାତିଥରା ତଥ୍ୟ। ଡାକ୍ତରଙ୍କ ଦେହରେ ୧୪ଟି ଗଭୀର କ୍ଷତ। ଜୀବନ ବଞ୍ଚାଇବାକୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ପୀଡ଼ିତା। ମହିଳା ଡାକ୍ତରଙ୍କୁ ଅତି…

ଇନ୍ଦିରା ଗାନ୍ଧୀଙ୍କ ପରି ମମତାଙ୍କୁ ଗୁଳି କର… 

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବିବାଦୀୟ ପୋଷ୍ଟ କରିବା ମାମଲାରେ ପୋଲିସ ଜଣେ ଛାତ୍ରୀଙ୍କୁ ଗିରଫ କରିଛି। ଇନ୍ଦିରା ଗାନ୍ଧୀଙ୍କ ଭଳି ମମତା ବାନାର୍ଜୀଙ୍କୁ ଗୁଳି କରି ହତ୍ୟା କର। ସୋସିଆଲ ମିଡିଆରେ ଏଭଳି କିଛି ପୋଷ୍ଟ ଭାଇରାଲ ହୋଇଥିଲା ଯାହା ପରେ…

ଯାଜପୁରରେ ୨୨ ଛୁଆ ଜନ୍ମ କଲା ଲାଉଡଙ୍କିଆ ସାପ.. 

ଯାଜପୁର: ଯାଜପୁର ରୋଡ୍ ଡାକବଙ୍ଗଳା ଛକରେ ଥିବା ରେଲୱେ କଲୋନୀରେ ଏକ ସଜନା ଗଛରେ ଲାଉଡଙ୍କିଆ ସାପ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ସାପକୁ ଦେଖି ଉଦ୍ଧାର କରିବା ପାଇଁ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ମଣିଭଦ୍ର ମଲ୍ଲିକଙ୍କୁ ଡାକିଥିଲେ। ମଣିଭଦ୍ର ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଗଛରୁ…

ହଷ୍ଟେଲ ଶୌଚାଳୟରେ ଭୂତ ଥିବା ଅଭିଯୋଗ, ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକରେ ଥିବା କାଦାମଗୁଡା ଆଶ୍ରମ ବିଦ୍ୟାଳୟର ବାଳିକା ହଷ୍ଟେଲ ଶୌଚାଳୟରେ ଭୂତ ଦେଖାଯିବା ନେଇ ଅଭିଯୋଗ ପରେ ଅନ୍ତେବାସୀଙ୍କୁ ସ୍ଥାନାନ୍ତର କରାଯାଇଛି। ଶନିବାର ଦିନ କିଛି ଅନ୍ତେବାସୀ ଅଭିଯୋଗ କରିଛନ୍ତି ଯେ ସେମାନେ ରାତିରେ ଶୌଚାଳୟରେ ଭୂତ…

ଖଲ୍ଲିକୋଟରେ ଚାଞ୍ଚଲ୍ୟ, ଦୋକାନ ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖଲ୍ଲିକୋଟ: ଗଞ୍ଜାମ ଜିଲା ଖଲ୍ଲିକୋଟରେ ଚାଞ୍ଚଲ୍ୟ। ଦୋକାନ ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଲଙ୍ଗଳେଶ୍ବର ଗାଁରେ ଏକ ଗ୍ରୋସସରୀ ଦୋକାନ ଭିତରୁ ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ। ଋଣଭାରରୁ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। ଗଞ୍ଜାମ ଜିଲା ଖଲ୍ଲିକୋଟ ଲଙ୍ଗଳେଶ୍ୱର…

କୋଲକାତା ଲଜ୍ଜା: ଆଜିଠୁ ରାସ୍ତାରେ ଡାକ୍ତରଙ୍କ ଓପିଡି ସେବା

ନୂଆଦିଲ୍ଲୀ: କୋଲକାତାର ଆରଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସାରା ଦେଶ ଏବେ ବିକ୍ଷୋଭ ପ୍ରଦର୍ଶନ କରୁଛି। ଏହି ଘଟଣାକୁ ବିରୋଧ କରି ଆଜି ଦିଲ୍ଲୀ ନିର୍ମାଣ ଭବନ ସମ୍ମୁଖରେ ଡାକ୍ତରମାନେ ଅଭିନବ ପ୍ରତିବାଦ କରିଛନ୍ତି। କୋଲକାତାର ଆର୍‌ ଜି କର ମେଡିକାଲରେ ଜଣେ…

ନ୍ୟୁୟର୍କରେ ଭାରତୀୟ କଳା ସଂସ୍କୃତିର ଝଲକ, ୪୨ତମ ବାର୍ଷିକ ଇଣ୍ଡିଆ ଡେ ପରେଡରେ ସୋନାକ୍ଷୀ ଓ ପଙ୍କଜ ତ୍ରିପାଠୀ ସାମିଲ

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ସହରରେ ଭାରତୀୟ କଳା ସଂସ୍କୃତିର ଝଲକ। ରାମ ମନ୍ଦିର ଢାଞ୍ଚାର ପ୍ରଜ୍ଞାପନ ମେଢ଼ ସହ ପାରମ୍ପରିକ ବାଦ୍ୟ ଗୀତରେ କମ୍ପିଲା ନ୍ୟୁୟର୍କ ସହର। ୪୨ ତମ ବାର୍ଷିକ ଇଣ୍ଡିଆ ଡେ ପରେଡରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ପରେଡରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା,…

ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ, ଜେଏମଏମ୍ ଛାଡ଼ି ବିଜେପିରେ ଯୋଗ ଦେବେ କି ଚମ୍ପାଇ ସୋରେନ୍ ?

ଝାଡଖଣ୍ଡ: ବିଧାନସଭା ନିର୍ବାଚନ ଆଗରୁ ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଲାଗିପାରେ ବଡ଼ ଝଟକା। ଝାଡଖଣ୍ଡ (ମୁକ୍ତିମୋର୍ଚ୍ଚା )ଜେଏମଏମ୍‌ର ବରିଷ୍ଠ ନେତା ଚମ୍ପାଇ ସୋରେନ୍‌ ବିଜେପିରେ ମିଶିପାରନ୍ତି ବୋଲି କୁହାଯାଉଛି। ବିଦ୍ରୋହ ମୁଡରେ ଥିବା ଚମ୍ପାଇ…