Latest Odisha News

BREAKING NEWS

ମୁସଲିମ ଅଞ୍ଚଳକୁ ମିନି ପାକିସ୍ତାନ କହିଲେ ବିଚାରପତି, ସୁପ୍ରିମକୋର୍ଟ ମାଗିଲେ ଜବାବ

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟର ଜଣେ ବିଚାରପତିଙ୍କ ମନ୍ତବ୍ୟକୁ ସୁପ୍ରିମ୍ କୋର୍ଟ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିଛନ୍ତି। ଏକ ମାମଲାର ଶୁଣାଣି ସମୟରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ବେଙ୍ଗାଲୁରୁର ମୁସଲମାନ ଅଞ୍ଚଳକୁ ମିନି ପାକିସ୍ତାନ ବୋଲି କହିଥିଲେ। ସୁପ୍ରିମକୋର୍ଟ ଏହି…

ତିରୁମାଲା ବିବାଦ ପରେ ‘ସନାତନ ଧର୍ମ ରକ୍ଷା ବୋର୍ଡ’ ଗଠନ ପାଇଁ ଉଠିଲା ଦାବି

ବିଶାଖାପଟନମ: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଜାତୀୟ ସ୍ତରରେ 'ସନାତନ ଧର୍ମ ରକ୍ଷା ବୋର୍ଡ' ଗଠନ କରିବାକୁ ଦାବି କରିଛନ୍ତି। ପ୍ରସିଦ୍ଧ ତିରୁମାଲା ଲଡୁ ପ୍ରସାଦରେ ପଶୁ ଚର୍ବି ମିଶାଯାଇଥିବା ଅଭିଯୋଗ ହେବା ପରେ ଏହି ଦାବି ଉଠିଛି। ଗୁଜୁରାଟର ଏକ ପରୀକ୍ଷାଗାରର ଏକ ରିପୋର୍ଟରେ…

୩ ଦିନିଆ ଜନ୍ମମାଟି ଗସ୍ତରେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଆଜି ଠାରୁ ୩ ଦିନିଆ  ଜନ୍ମମାଟି କେନ୍ଦୁଝର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ସକାଳ ପ୍ରାୟ ୧୦ ଟା ୨୦ରେ ରିଜର୍ଭ ପଡିଆ ହେଲିପ୍ୟାଡ଼ରେ ଅବତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ କେନ୍ଦୁଝରର ବିଭିନ୍ନ ରାଜନୈତିକ ବ୍ୟକ୍ତି ବୃନ୍ଦ, ଜିଲ୍ଲା ପ୍ରଶାସନ ଓ…

ଓଡ଼ିଶାରେ ଜୋହ ସେମିକଣ୍ଡକଟର କାରଖାନା ପ୍ରତିଷ୍ଠା କରିବା ନେଇ ଚର୍ଚ୍ଚା, ସିଇଓ ଦେଲେ ସଫେଇ

ନୂଆଦିଲ୍ଲୀ: କ୍ଲାଉଡ୍ ସଫ୍ଟୱେୟାର କମ୍ପାନୀ ଜୋହୋର ସିଇଓ ଶ୍ରୀଧର ଭେମ୍ବୁ ଓଡ଼ିଶାରେ ୩୦୩୪ କୋଟି ଟଙ୍କାର ସେମିକଣ୍ଡକ୍ଟର କାରଖାନାରେ ପୁଞ୍ଜିନିବେଶ କରିଥିବା ଖବରକୁ ଖଣ୍ଡନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜୋହୋର ନିର୍ଦ୍ଦେଶକଙ୍କ ଦ୍ବାରା ପ୍ରତିଷ୍ଠିତ ସିଆଲଟ୍ରିକ୍…

ଆଜିଠୁ ଆରମ୍ଭ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ: ଚମକିବ ‘କୋଣାର୍କ ସୂର୍ଯ୍ୟସ ଓଡିଶା’

ଭୁବନେଶ୍ବର: ଆଜିଠୁ ଯୋଧପୁରରେ ଆରମ୍ଭ ହେବ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ୍‌ର ତୃତୀୟ ସଂସ୍କରଣ ।  ଏହି ପ୍ରତିଯୋଗିତରେ ପ୍ରଥମ ଥର ଲାଗି ଅଂଶଗ୍ରହଣ କରୁଛି ‘କୋଣାର୍କ ସୂର୍ଯ୍ୟସ ଓଡ଼ିଶା’ । ଶୁକ୍ରବାର ଏହି ଦଳ ପ୍ରଭାବଶାଳୀ ଖେଳାଳୀ ଇରଫାନ ପଠାନଙ୍କ ନେତୃତରେ ଗତଥରର ବିଜେତା ତଥା ହରଭଜନ…

ଲିଜେଣ୍ଡସ ଲିଗ କ୍ରିକେଟ: କୋଣାର୍କ ସୂର୍ଯ୍ୟସ ଓଡିଶାର ନେତୃତ୍ୱ ନେବେ ଇରଫାନ

ଭୁବନେଶ୍ୱର: ଓଡିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଲୋକପ୍ରିୟ ଲିଜେଣ୍ଡସ ଲିଗ କ୍ରିକେଟର ତୃତୀୟ ସଂସ୍କରଣରେ ନୂତନ ଭାବେ ଗଠିତ କୋଣାର୍କ ସୂର୍ଯ୍ୟସ ଓଡିଶା ତାର ଅଭିଯାନ ଆରମ୍ଭ କରିବ । ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ଏହି ଦଳର ନେତୃତ୍ୱ ନେବେ । ପ୍ରଥମ ମୁକାବିଲାରେ…

ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ

ଭୁବନେଶ୍ୱର: ଦୀର୍ଘ ୬ ସପ୍ତାହ ପରେ ଖୋଲିବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଆସନ୍ତା ୨୩ ତାରିଖରେ ଖୋଦ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଅଭିଯୋଗ ଶଣୁଣିବେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ଠାରୁ ଉଦ୍ଦିଷ୍ଟ ଜନଶୁଣାଣି ପୋର୍ଟାଲ ଅଥବା…

ହ୍ୟାକ ହେଲା ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ ଶୁକ୍ରବାର ହ୍ୟାକ ହୋଇଯାଇଛି । ହ୍ୟାକ ହେବା ପରେ ଏଥିରେ କ୍ରିପ୍ଟୋକରେନ୍ସି ସମ୍ପର୍କୀତ ବିଜ୍ଞାପନ ପ୍ରସାରିତ କରାଯାଇଥିଲା । ଏହା ଆମେରିକା କମ୍ପାନୀ ରିପଲ ଲ୍ୟାବ୍ସ ଦ୍ୱାରା ବିକସିତ କ୍ରିପ୍ଟୋକରେନ୍ସି ସଂସ୍ଥା । ସେହିପରି ଚ୍ୟାନେଲରେ ଏକ…

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: ଅସନ୍ତୋଷ ଝାଡିଲେ ବିରୋଧୀ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଯେଉଁଭଳି ଭାବେ ନିର୍ଯାତନ ଦିଆଗଲା ତାହାର ଛାତିଥରା କାହାଣୀ ନିଜେ ସେନା ଅଧିକାରୀଙ୍କ ବାନ୍ଧବୀ ଗୁରୁବାର ଗଣମାଧ୍ୟମ ଆଗରେ କୋହ ଭରା କଣ୍ଠରେ କହିବା ପରେ ଏବେ ଏହାକୁ ନେଇ ଅପରାଧିକ ମାମଲା ରୁଜ୍ଜୁ କରିଛି କ୍ରାଇମବାଞ୍ଚ ।…

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: ବଡ ପଦକ୍ଷେପ ନେଲା କ୍ରାଇମବାଞ୍ଚ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଏବେ ଆକ୍ସନ ମୋଡରେ କ୍ରାଇମବାଞ୍ଚ । ଗୁରୁବାର ସେନା ଅଧିକାରୀଙ୍କ ବାନ୍ଧବୀଙ୍କ ହୃଦୟ ବିଦାରକ ବୟାନ ଆସିବା ପରେ ନିଲମ୍ବିତ ଆଇଆଇସି ଓ ଅନ୍ୟ ୪ ପୋଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ…