Latest Odisha News

BREAKING NEWS

ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

ବରଗଡ଼: ପିତୃ ହନ୍ତା ପୁଅ। ବାପାଙ୍କୁ ଟାଙ୍ଗିଆରେ ହାଣି କଲା ହତ୍ୟା । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଧନଞ୍ଜୟ ଅଜଗର। ସୂଚନା ଅନୁସାରେ, ମୃତକ ଧନଞ୍ଜୟ ଓ ତାଙ୍କ…

ନକଲି ଜର୍ଦ୍ଦା କାରଖାନାରେ ଚଢାଉ, ୬୫ ଲକ୍ଷ ମୂଲ୍ୟର ନକଲି ଜର୍ଦ୍ଦା ଜବତ

ଭଦ୍ରକ: ଭଦ୍ରକରୁ ନକଲି ଜର୍ଦ୍ଦା କାରଖାନା ଠାବ । ଏହି ନକଲି ଜର୍ଦ୍ଦା କାରଖାନାରୁ ପ୍ରାୟ ୬୫ ଲକ୍ଷର ନକଲି ଜର୍ଦ୍ଦା ଜବତ କରିଛି ପୋଲିସ । ଭଦ୍ରକ ପୁରୁଣାବଜାର ଥାନା ହେଲାସାହିରେ ଥିବା ଏକ ନକଲି ଜର୍ଦ୍ଦା କାରଖାନାରେ ଚଢାଉ କରିଥିଲା ପୋଲିସ । ଚଢାଉ ସମୟରେ ନାମୀଦାମୀ କମ୍ପାନୀର ଲୋଗୋ,…

ଏ କି ପ୍ରେମ! ପ୍ରେମିକର ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁଲେ ଯୁବତୀ

ଜଗତସିଂହପୁର: ପୋଲ ଉପରୁ ମହାନଦୀକୁ ଡେଇଁ ଯୁବତୀ ନିଖୋଜ। ଜଗତସିଂହପୁର ତିର୍ତ୍ତୋଲ ଥାନା ତାରତୋଲଠାରେ ମହାନଦୀକୁ ଡେଇଁଲେ ଯୁବତୀ। ପ୍ରେମିକର ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଆଜି ତାରତୋଲ ଗାଁ ଆମ୍ବତୋଟାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଥିଲା।…

ସମୁଦ୍ର ତଳେ କେତେ ଗଭୀରରେ ରହିଛି ରାମସେତୁ, ଇସ୍ରୋ ଜାରି କଲା ନକ୍ସା

ନୂଆଦିଲ୍ଲୀ: ଆପଣମାନେ ପିଲାଦିନରୁ ରାମାୟଣର ରାମସେତୁ ବିଷୟରେ ଶୁଣି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଇସ୍ରୋ ରାମ ସେତୁ ସମ୍ପର୍କରେ ରୋଚକ ତଥ୍ୟ ଦେଇଛି। ସମୁଦ୍ର ତଳେ କେତେ ଗଭୀରରେ ରହିଛି ରାମସେତୁ, ଇସ୍ରୋ ଜାରି କରିଛି ନକ୍ସା। ସୂଚନା ଅନୁଯାୟୀ, ଆମେରିକାର ସ୍ପେସ୍ ରିସର୍ଚ୍ଚ କେନ୍ଦ୍ର…

ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ପୁଳାପୁଳା ଟଙ୍କା ଓ ସୁନା

ତିରୁଚିରାପଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ ବେଳେ ବାହାରିଲା ଟଙ୍କା ସାଙ୍ଗକୁ ପୁଳା ପୁଳା ସୁନା। ଏପରି ଘଟଣା ତାମିଲନାଡ଼ୁର ତିରୁଚିରାପଲ୍ଲୀରେ ଘଟିଛି। ଯାତ୍ରୀଙ୍କ ବ୍ୟାଗରୁ ୧.୮୯ କୋଟିର ଗହଣା ଜବତ କରିବା ସହ ୧୫ଲକ୍ଷ ଟଙ୍କାର କ୍ୟାସ୍‌ ଜବତ କରିଛି। ଏହି ମାମଲାରେ ଚେନ୍ନାଇରୁ…

ବାବାଙ୍କ ଚାରିପାଖେ ରହୁଥିଲେ କୁଆଁରୀ ଝିଅ

ନୂଆଦିଲ୍ଲୀ: ହାଥରସ ସତସଙ୍ଗ ଦୁର୍ଘଟଣା ପରେ ବାବା ସୂରଜ ପାଲ୍ ଓରଫ ନାରାୟଣ ସାକାର ହରିଙ୍କୁ ନେଇ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର। କୁହାଯାଉଛି, ସତସଙ୍ଗରେ ବାବା ସବୁବେଳେ କୁଆଁରୀ ଝିଅଙ୍କ ଗହଣରେ ରହୁଥିଲେ । ବାବାଙ୍କୁ ସବୁଠୁ ଅଧିକ ପସନ୍ଦ ଥିଲା ଲାଲ ରଙ୍ଗ । ସେଥିପାଇଁ ଶିଷ୍ୟାଙ୍କୁ…

୪ ଦିନ ପରେ ବି ପତ୍ତା ନାହିଁ: ପାଣି ଭିତରେ ପଶି ଓମଙ୍କୁ ଖୋଜୁଛି ରୋବର୍ଟ

ଖୋର୍ଦ୍ଧା: ରିଲସ୍ ହେଲା କାଳ । ଏହାରି ଭିତରେ ବିତିଗଲଣି ୪ ଦିନ । ହେଲେ ଜଳଦତ୍ସ୍ୟୁ କବଳରୁ ଓମଙ୍କୁ ଫେରାଇ ଆଣିପାରୁନାହିଁ ଓଡ୍ରାପ ଟିମ୍ । ପାଣି ଏତେ ଗଭୀର ଯେ ଏହା ଉଦ୍ଧାରକାରୀ ଟିମଙ୍କ ଆୟତ୍ତ ବାହାରେ । ସେଥିପାଇଁ ଏକ ସ୍ବତନ୍ତ୍ର ରୋବର୍ଟ ପାଣି ଭିତରେ ପଶି ଓମଙ୍କୁ ଖୋଜୁଛି ।…

ଜୁଲାଇ ୧୮ ତାରିଖକୁ ଘୁଞ୍ଚିଲା ନିଟ୍ ୟୁଜି ମାମଲାର ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଘୁଞ୍ଚିଲା ନିଟ୍ ୟୁଜି ମାମଲାର ଶୁଣାଣି। ଜୁଲାଇ ୧୮ ତାରିଖକୁ ଘୁଞ୍ଚିଲା ନିଟ୍ ୟୁଜି ମାମଲାର ଶୁଣାଣି। କିଛି ପ୍ରତିପକ୍ଷ ସତ୍ୟପାଠ ପାଇନଥିବାରୁ ଶୁଣାଣି ଘୁଞ୍ଚିଲା। କେନ୍ଦ୍ର ଓ ନିଟ୍‌ ଦେଇଥିବା ସତ୍ୟପାଠ ପାଇନାହାନ୍ତି ପ୍ରତିପକ୍ଷ। ନିଟ୍ ପରୀକ୍ଷାରେ…

ଦେଶର ଗୃହିଣୀମାନଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ: କହିଲେ, ଗୃହିଣୀଙ୍କ ତ୍ୟାଗକୁ ସମ୍ମାନ ଦିଅ

ନୂଆଦିଲ୍ଲୀ: ଦେଶର ଗୃହିଣୀମାନଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ। ପୁରୁଷମାନଙ୍କୁ ଗୃହିଣୀ ମାନଙ୍କର ଭୂମିକା ଏବଂ ପରିବାର ପ୍ରତି ସେମାନଙ୍କର ତ୍ୟାଗକୁ ସମ୍ମାନ ଜଣାଇବାର ସମୟ ଆସିଯାଇଛି ବୋଲି ସର୍ବୋଚ୍ଚ ଅଦାଲତ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ସ୍ତ୍ରୀକୁ ସ୍ୱାମୀ ଆର୍ଥୀକ…

ପୁଣି ତେଜିଲାଣି ମାଓ ବର୍ବରତା, ଯୁବକଙ୍କୁ ଡାକିନେଇ ହତ୍ୟା

ସୁକୁମା: ପୁଣି ତେଜିଲାଣି ମାଓ ସମସ୍ୟା । ବିଗତ କିଛି ଦିନ ହେବ ମାଓ ପ୍ରବଣ ଅଞ୍ଚଳରେ ମାଓ କାଣ୍ଡରୁ ଟିକିଏ ଆଶ୍ବସ୍ତି ମିଳିଥିବା ବେଳେ, ଏବେ ପୁଣି ମୁଣ୍ଡ ଟେକିଲେଣି ଆତଙ୍କୀ । ଗତକାଲି ଏଭଳି କିଛି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ । ପୁଣି…