ରାଜନୈତିକ ହତ୍ୟା ନେଇ ଥାନାରେ ଏତଲା, ନ୍ୟାୟ ଦାବିରେ ବୀରମହାରାଜପୁର ମୁଖ୍ୟ ଛକରେ ରାସ୍ତା ଅବରୋଧ
ସୁବର୍ଣ୍ଣପୁର: ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା ଅଭିଯୋଗ । ରାଜନୈତିକ ଉଦ୍ଦେଶ୍ୟରେ ହତ୍ୟା କରିଥିବା ନେଇ ହୋଇଛି ଥାନାରେ ଏତଲା। ତୁରନ୍ତ ନ୍ୟାୟ ଦାବିରେ ବୀରମହାରାଜପୁର ମୁଖ୍ୟ ଛକରେ ରାସ୍ତା ଅବରୋଧ କଲେ ପରିବାର ଲୋକ ଓ ଗ୍ରାମବାସୀ ।
ଅଭିଯୋଗ ଅନୁସାରେ…