Latest Odisha News

BREAKING NEWS

୧୪ରେ ଖୋଲିବ ରତ୍ନଭଣ୍ଡାର! ଚାବି କାମ କରୁ କି ନକରୁ କିନ୍ତୁ ଖୋଲାଯିବ ନିଶ୍ଚୟ

ପୁରୀ: ଆସନ୍ତା ୧୪ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର। ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ୧୪ରେ ରତ୍ନ ଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ଜଷ୍ଟିସ ରଥ। ସେହିଦିନ ତଦାରଖ କମିଟି ଆଗରେ ରତ୍ନଭଣ୍ଡାର ଚାବି…

ଡିପଥେରିଆ ପରେ ରାୟଗଡ଼ାରେ ମୁଣ୍ଡ ଟେକିଲାଣି ଡାଇରିଆ, ଜଣେ ମୃତ

ରାୟଗଡ଼ା: ଡିପଥେରିଆ ପରେ, ଏବେ ଝାଡାବାନ୍ତି ଆତଙ୍କ ରାୟଗଡ଼ା ବାସୀଙ୍କ ନିଦ ହଜେଇଲାଣି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ଡିମିରିଗୁଡ଼ା ପଞ୍ଚାୟତ ଭଟାଙ୍ଗପଦର ଗାଁରେ ମୁଣ୍ଡ ଟେକିଛି ଝାଡ଼ାବାନ୍ତି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଡାକ୍ତରଖାନାରେ…

ବସୁଛି ବୈଠକ, ଚାଲିଛି ତର୍ଜମା: ଟ୍ରାକକୁ ଫେରିବା ପାଇଁ ଚାଲିଛି ବିଜେଡିର ପ୍ରାଣପ୍ରଣେ ଉଦ୍ୟମ

ବରଗଡ: ନିର୍ବାଚନ ହାରିବା ପରେ ଏବେ ଘନଘନ ବସୁଛି ବିଜେଡି ଦଳ ବୈଠକ । କାହିଁକି ହାରିଲା ଦଳ ଓ ଆଗକୁ ରୋଡ ମ୍ୟାପ୍ କ’ଣ ରହିବ, ଏନେଇ ସମସ୍ତ ଆଲୋଚନା କରାଯାଉଛି । ଏହି କ୍ରମରେ ବରଗଡ ଜିଲ୍ଲାରେ ବିଜେଡିର ବୈଠକ ବସିଛି । ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।…

ବିରାଟଙ୍କ ପବ୍‌ ବିରୋଧରେ ମାମଲା ରୁଜୁ 

ବେଙ୍ଗାଲୁରୁ: କ୍ରିକେଟ୍‌ ତାରକା  ବିରାଟ କୋହଲିଙ୍କର ମାଲିକାନାରେ ଥିବା ଏକ ପବ ଉପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବେଙ୍ଗାଲୁରୁର ଏମଜି ରୋଡ଼ରେ ରହିଥିବା କୋହଲିଙ୍କର ୱାନ୮ କମ୍ୟୁନ ପବ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିଥିଲା। ଏନେଇ ପୋଲିସ ପକ୍ଷରୁ ୱାନ୮…

ରଥଯାତ୍ରା ଛିନତାଇ: ୧୨ ଜଣଙ୍କୁ ଗିରଫ କଲା ପୋଲିସ୍

ପୁରୀ: ସରିଯାଇଛି ଘୋଷଯାତ୍ରା । ରତ୍ନ ବେଦୀରୁ ଯାଇ ଶରଧା ବାଲିରେ ପହଞ୍ଚିଛନ୍ତି ରଥାରୂଢ ତିନି ଠାକୁର । ସନ୍ଧ୍ୟା ଆରତି ପରେ ଆଡପ ମଣ୍ଡପ ବିଜେ କରିବେ ମହାପ୍ରଭୁ । ତେବେ ୫୩ ବର୍ଷ ପରେ ବିରଳ ରଥଯାତ୍ରା ପାଳନ ହୋଇଥିବାରୁ ଏଥର ଦୁଇ ଦିନ ରଥଟଣା କାର୍ଯ୍ୟକ୍ରମ କରାଯାଇଛି । ଯେଉଁଥିରେ…

ଆଜିଠୁ କମିବ, ୧୧ ତାରିଖରୁ ପୁଣି ବଢିବ ବର୍ଷାର ପରିମାଣ

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୨ ଦିନ ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ । ୧୧ ତାରିଖ ପର ଠାରୁ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି  ଏହାର ପରିମାଣ ବଢ଼ିବା ସମ୍ଭାବନା ରହିଛି। ଏଥିସହ ଉପକୂଳ ଓ ଅଧିକାଂଶ ଜିଲାରେ ବଜ୍ରପାତ ସହ ଘଡ଼ଘଡ଼ି ହୋଇପାରେ। ଅନ୍ୟପଟେ…

ବସିବ ଦ୍ବିତୀୟ କ୍ୟାବିନେଟ ବୈଠକ: ବିଭିନ୍ନ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ୍ ବୁଧବାର ବସିବ ରାଜ୍ୟର ଦ୍ବିତୀୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଦିନ ୧୧ଟା ବେଳେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି  । ଉକ୍ତ…

ହାଥରସ୍‌ ଟ୍ରାଜେଡି: ରିପୋର୍ଟ ଦାଖଲ କଲା ଏସଆଇଟି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ୍‌ ଘଟଣାରେ ରିପୋର୍ଟ ଦାଖଲ କଲା ଏସଆଇଟି। ରିପୋର୍ଟରେ ସତ୍‌ସଙ୍ଗ ଆୟୋଜନ କରିଥିବା କମିଟିକୁ ଦାୟୀ କରିଛି ଏସଆଇଟି। ଅନୁମତିଠୁ ଅଧିକ ଲୋକଙ୍କୁ ଏକତ୍ରିତ କରାଯାଇଥିବା ଏବଂ ସତ୍‌ସଙ୍ଗ ସ୍ଥଳରେ ସଠିକ ବ୍ୟବସ୍ଥା କରାଯାଇନଥିବା ରିପୋର୍ଟରେ ଉଲ୍ଲେଖ କରିଛି ଏସଆଇଟି।…

ପ୍ରସ୍ତାବ ରଖିଲେ ମୋଦି, ପ୍ରତିଶ୍ରୁତି ଦେଲେ ପୁଟିନ୍

ନୂଆଦିଲ୍ଲୀ: ରୁଷିଆ ଫେରାଇବ ସବୁ ସୈନ୍ୟ । ରୁଷିଆ ସୈନ୍ୟରେ କାମ କରୁଥିବା ସମସ୍ତ ଭାରତୀୟଙ୍କ ସ୍ବଦେଶ ପ୍ରସ୍ଥାନ ପ୍ରସ୍ତାବକୁ ଗ୍ରହଣ କଲେ ରୁଷ ରାଷ୍ଟ୍ରପତି । କହିଲେ, ଭାରତୀୟ ଦେଶକୁ ଶୀଘ୍ର ଫେରିବେ । ରୁଷିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ…

ବନ୍ଦ ଘରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଠାବ

ଭୁବନେଶ୍ବର: ବନ୍ଦ ଘରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଠାବ ।ମଞ୍ଚେଶ୍ବର ଥାନା ଶ୍ରୀରାମ ନଗର ବସ୍ତିର ଏକ ଘର ଭିତରୁ ଏକ ନାବାଳିକାର ଝୁଲନ୍ତା ମୃତ ଦେହ ଠାବ କରିଛି ପୋଲିସ। ଘର ବାହାରୁ ତାଲା ପଡ଼ିଥିବା ବେଳେ ଛି ଘର ଭିତରେ ଫ୍ୟାନରେ ଝୁଲିଛି ମୃତଦେହ। ନାବାଳିକା ଜଣଙ୍କ ଉତ୍ତରପ୍ରଦେଶର…