Latest Odisha News

BREAKING NEWS

ଗୋଟିଏ ଇଭେଂଟରେ କ୍ରମାଗତ ୫ ଥର ସ୍ୱର୍ଣ୍ଣ ଜିିତି ଇତିହାସ ରଚିଲେ ନୁନେଜ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ୧୩୦ କିଗ୍ରା ଗ୍ରୀକୋ-ରୋମାନ ରେସଲିଂ ବିଭାଗରେ କ୍ୟୁବାର ମାଜେନ ଲୋପେଜ ନୁନେଜ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ସେ ପ୍ରଥମ ଆଥଲେଟ ଭାବେ ଗୋଟିଏ ଇଭେଂଟରେ କ୍ରମାଗତ ୫ ଥର ସ୍ୱର୍ଣ୍ଣ ପଦକ ଜିିତି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ମ୍ୟାଚ…

ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ମହାନଦୀ ଜଳସ୍ତର, ନାହିଁ ବନ୍ୟା ଆଶଙ୍କା

ସମ୍ବଲପୁର: ରାଜ୍ୟରେ ଜାରି ରହିଛି ବର୍ଷା ବିତ୍ପାତ । ଅନ୍ୟପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣ ବଢୁଛି ହୀରାକୁଦ ଜଳସ୍ତର । ଫଳରେ ରାଜ୍ୟରେ ମହାନଦୀ ପ୍ରମୁଖ ଅନ୍ୟାନ୍ୟ ନଦୀ, ନାଳ ପୁରିଥିବାରୁ ଅନେକ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ବନ୍ୟା ଆଶଙ୍କା…

ଅଯୋଗ୍ୟ ଘୋଷିତ ହେଲେ ଭିନେଶ ଫୋଗଟ, ପଦକ ହାସଲ ଆଶା ବି ଗଲା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ବୁଧବାର ଭାରତକୁ ଶକ୍ତ ଧକ୍କା ଲାଗିଛି । ୫୦ କିଗ୍ରା ମହିଳା ରେସଲିଂରେ ଫାଇନାଲରେ ପ୍ରବେଶ କରି ନିଶ୍ଚିତ ପଦକ ସୃଷ୍ଟି କରିଥିଲେ । ତେବେ ଫାଇନାଲ ପୂର୍ବରୁ ତାଙ୍କ ଓଜନ ୫୦ କିଗ୍ରାରୁ ଅଧିକ ହୋଇଥିବାରୁ ଅଲିମ୍ପିକ କମିଟି ତାଙ୍କୁ ଅଯୋଗ୍ୟ ଘୋଷିତ କରିଛି…

ଲଗାଣ ବର୍ଷାରେ ବେହାଲ ଓଡିଶା, ବାଙ୍କୀରେ ସର୍ବାଧିକ ବର୍ଷା ରେକର୍ଡ

କଟକ: ରାଜ୍ୟର ଅନେକ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା । ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ । ଏହାରି ଭିତରେ ଗତ ୨୪ ଘଣ୍ଟାରେ କଟକ ବାଙ୍କୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ବାଙ୍କୀରେ ସର୍ବାଧିକ ୩୧୭ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ନୟାଗଡ଼ ଭାପୁରରେ ଦ୍ବିତୀୟ ସର୍ବାଧିକ ୨୧୦…

ପ୍ୟାରିସରେ ଭିନେଶଙ୍କ ବିଜୟ: ‘ଦଙ୍ଗଲ’ ସିକ୍ୱେଲ ପାଇଁ ଆମୀର ଖାନଙ୍କୁ ଅପିଲ

ମୁମ୍ବାଇ: ଅଲିମ୍ପିକ୍ସରେ କୁସ୍ତି ଫାଇନାଲରେ ପ୍ରବେଶ କରିବାରେ ଭିନେଶ ଫୋଗାଟ୍ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ଭାରତୀୟ କୁସ୍ତିଯୋଦ୍ଧା ରାଉଣ୍ଡ ଅଫ୍ ୧୬ରେ ଶୀର୍ଷ ମାନ୍ୟତାପ୍ରାପ୍ତ ୟୁଇଙ୍କୁ ୩-୨ ଗୋଲରେ ପରାସ୍ତ କରି ମହିଳା ୫୦ କେଜି ବର୍ଗର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି…

‘ଭିନେଶଙ୍କ ବିଜୟ ବ୍ରିଜଭୂଷଣଙ୍କ ଗାଲରେ ଶକ୍ତ ଚାପୁଡା’

ନୂଆଦିଲ୍ଲୀ: ଭିନେଶ ଫୋଗାଟ ଅଲିମ୍ପିକ କୁସ୍ତି ପ୍ରତିଯୋଗିତା ଫାଇନାଲରେ ପହଞ୍ଚିଯାଇଛନ୍ତି । ଏହାସହିତ ସେ ପ୍ରଥମ ମହିଳା ବନିଛନ୍ତି ଯେ କୁସ୍ତିରେ ଫାଇନାଲକୁ ରାସ୍ତା ଖୋଲିଛନ୍ତି । ଭିନେଶଙ୍କ ଏହି ଉପଲବ୍ଧିରେ ତାଙ୍କର ଦାଦା ତଥା ତାଙ୍କ କୁସ୍ତି ପ୍ରଶିକ୍ଷକ ଗୁରୁ ମହାବୀର ଫୋଗାଟ ଏହାକୁ…

ହିଣ୍ଡାଲକୋ ଖଣି ମାମଲାରେ ଆକ୍ସନ ମୋଡ଼ରେ ସିବିଆଇ

ଭୁବନେଶ୍ୱର: ୨୦୧୧ରୁ ୨୦୧୩ ମଧ୍ୟରେ କୋଇଲା ଖନନ ପାଇଁ ପରିବେଶ ମଞ୍ଜୁରି ପାଇବାରେ ଦୁର୍ନୀତି ଅଭିଯୋଗରେ ଆଦିତ୍ୟ ବିର୍ଲା ଗ୍ରୁପର ଅଗ୍ରଣୀ ଆଲୁମିନିୟମ ଉତ୍ପାଦନକାରୀ ହିଣ୍ଡାଲକୋ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମାମଲା ରୁଜୁ କରିଛି। ଓଡ଼ିଶାର ଝାରସୁଗୁଡ଼ାର ପ୍ରଦୂଷିତ…

ଭିଜିଲାନ୍ସ ଜାଲରେ ଆଠଗଡ଼ ବିଡିଓ, ୮ଟି ସ୍ଥାନରେ ଚାଲିଛି ରେଡ୍

କଟକ: ଭିଜିଲାନ୍ସ ଜାଲରେ କଟକ ଆଠଗଡ଼ ବିଡିଓ। ଏକକାନୀଳ ୮ଟି ସ୍ଥାନରେ ଚାଲିଛି ରେଡ୍। ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ ଚାଲିଛି। ଭୁବନେଶ୍ବର, ଖୋର୍ଦ୍ଧା, ନୟାଗଡ଼ ଓ ଆଠଗଡ଼ ସମେତ ଏକକାଳୀନ…

ବିଜେଡି ମାରିବ ପୋଲାଭରମ୍ ବାଣ !

ଭୁବନେଶ୍ୱର: ପୋଲାଭରମ୍ ପ୍ରକଳ୍ପକୁ ଅସ୍ତ୍ର କରି ଗୋଟିଏ ଗୁଳିରେ ବିଜେଡି ମାରିବ ଦୁଇଟି ତୀର। ଉଭୟ କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ବିଜେପି ରହିଥିବା ବେଳେ ପୋଲାଭରମକୁ ବଡ଼ ପ୍ରସଙ୍ଗ କରି ଜନତାଙ୍କ ବିଶ୍ବାସ ଜିତିବାକୁ ଉଦ୍ୟମ କରିବ ବିଜେଡି । ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ବିଜେଡି…