Latest Odisha News

BREAKING NEWS

ବର୍ଷାରେ ବେହାଲ୍ ମୁମ୍ବାଇ; ଯାତାୟତ ବାଧାପ୍ରାପ୍ତ, ଶିକ୍ଷାନୁଷ୍ଠାନ ବନ୍ଦ

ମୁମ୍ବାଇ: ମୁମ୍ବାଇରେ ଜୋରଦାର୍ ବର୍ଷା ଯୋଗୁଁ ଜଳମଗ୍ନ ହୋଇପଡିଛି ସାରା ସହର। ଯାହାଫଳରେ ତଳିଆ ଅଞ୍ଚଳରେ ପାଣି ମାଡ଼ି ଯାଇଛି। ଆନ୍ଧେରି, କୁର୍ଲା, ଭଣ୍ଡୁପ୍, କିଙ୍ଗ୍ ସର୍କଲ୍ ଏବଂ ଦାଦର ସମେତ ଅନେକ ଅଞ୍ଚଳ ପାଣି ଘେରରେ ଫସିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସହର ସାରା…

ଅଲିମ୍ପିକ୍ସ ପୂର୍ବରୁ କିଶୋର ଜେନା ଓ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇଁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା କିଶୋର ଜେନା ଏବଂ ଅମିତ ରେହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି…

ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସରକାରୀ ଜମିରୁ ହଟିବ ଜବରଦଖଲ, ସମସ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବର ଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ ଜମି ଗୁଡିକ…

ଅନୁଭୂତିରେ ପ୍ରକୃତି; କିଛି ଏମିତି ଲେଖିଲେ ମହାମହିମ…

ପୁରୀ: ବଡଦାଣ୍ଡରେ ଏକକାର ଭକ୍ତ ଓ ଭଗବାନ । ଏହି ଅବସରରେ ବଡଦାଣ୍ଡରେ ସାଧାରଣ ଭକ୍ତ ଭାବରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମହାମହିମ ରାଷ୍ଟ୍ରପତି । ରବିବାର ଘୋଷଯାତ୍ରା ଉପଲକ୍ଷେ ରଥାରୂଢ ମହାପ୍ରଭୁଙ୍କ ଆଶିଷ ନେବା ପରେ ଆଜି ସକାଳୁ ସକାଳୁ ବେଳା ଭୂମିରେ ପ୍ରାତଃଭ୍ରମଣ କରିଥିଲେ…

ନିଟ୍ ବିବାଦର ଶୁଣାଣି ଆଜି, ପୁନଃ ପରୀକ୍ଷା ନେଇ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ନିଟ୍- ୟୁଜି ପରୀକ୍ଷାରେ ବିଭ୍ରାଟ ନେଇ ଆଜି ହେବ ଶୁଣାଣି । ମୋଟ ୩୮ ପିଟିସନ୍ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ଏହା ମଧ୍ୟରୁ ୩୪ ପିଟିସନ୍ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ କୋଚିଂ ସଂସ୍ଥା ଦ୍ବାରା ଦାଏର କରାଯାଇଥିବା ବେଳେ ୪ ଟି ପିଟିସନ୍ ଏନଟିଏ ଦ୍ବାରା ଦାଏର କରାଯାଇଛି ।…

ବଡ଼ଦାଣ୍ଡରେ ଗଡ଼ିଲା ୩ ଠାକୁରଙ୍କ ରଥ: ଆଗେ ଯାଉଛନ୍ତି ବଡ଼ ଭାଇ ବଳଭଦ୍ର, ପଛେ ପଛେ ଆସୁଛନ୍ତି ମା’ ସୁଭଦ୍ରା ଓ କାଳିଆ…

ପୁରୀ: ବଡ଼ଦାଣ୍ଡରେ ଗଡ଼ିଲା ୩ ଠାକୁରଙ୍କ ରଥ। ଆଗେ ଆଗେ ଯାଉଛନ୍ତି ବଡ଼ ଭାଇ ବଳଭଦ୍ର। ପଛେପଛେ ଆସୁଛି ମା’ ସୁଭଦ୍ରାଙ୍କ ଦର୍ପଦଳନ। ଶେଷରେ ନନ୍ଦିଘୋଷ ରଥରେ ଆସୁଛନ୍ତି କାଳିଆ ସାଆନ୍ତ। ଘୋଷଯାତ୍ରାର ଦ୍ୱିତୀୟ ଦିନରେ ଚତୁର୍ଦ୍ଧା ମୂରତିଙ୍କର ନୀତିକାନ୍ତି ଶେଷ ପରେ ଗଡିଲାଣି ବଡଠାକୁର…

ମହୁଆଙ୍କ ନାଁରେ ଏଫଆଇଆର

ନୂଆଦିଲ୍ଲୀ: ମହୁଆ ମୋଇତ୍ରଙ୍କୁ ଝଟକା। ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମାଙ୍କ ଉପରେ ଅଭଦ୍ର ଟିପ୍ପଣୀ ଦେବା ଅଭିଯୋଗରେ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ରବିବାର ଏଫଆଇଆର୍ କରିଛି। ନୂଆ ଫୌଜଦାରୀ ଆଇନର ଧାରା ୭୯(ଶବ୍ଦ, ଇସାରା କିମ୍ବା ହରକତ…

ମହିଳା ଅଫିସରଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗ, ବନ୍ଧା ହେଲେ ବାର ମାଲିକ

ଭୁବନେଶ୍ୱର: ରାଜଧାନୀରେ ଏବେ ବି ବେଆଇନ ଭାବେ ବିଳମ୍ୱିତ ରାତିଯାଏଁ ବାର ଖୋଲୁଛନ୍ତି ବାର ଓ ପବ୍ ମାଲିକ। ନିୟମକୁ ମାନୁ ନାହାଁନ୍ତି। ଏଭଳି ସୂଚନା ପାଇ କଟକ ରୋଡର ଏକ କ୍ଲବ ଉପରେ ଚଢାଉ କରିଥିଲା ଅବକାରୀ ବିଭାଗର ଟିମ୍ । ହେଲେ ଚଢାଉ ସମୟରେ ମହିଳା ଅବକାରୀ ଅଧିକାରୀଙ୍କୁ ବାର ମାଲିକ…

ପୁରୀ ବେଳାଭୂମିରେ ପ୍ରାତଃଭ୍ରମଣ କଲେ ରାଷ୍ଟ୍ରପତି, ଆଖପାଖରେ ସୁରକ୍ଷା ବ୍ୟବସ୍ଥା

ପୁରୀ: ଗତକାଲି ରଥଟଣା ଦେଖିବାକୁ ଜଗନ୍ନାଥ ଧାମରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କ ସାଙ୍ଗରେ ଥିଲେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରପତି ରଥଯାତ୍ରା ଦେଖିବାକୁ ଆସି ପୁରୀ ରାଜଭବନରେ ରହିଥିଲେ। ଆଜି ସକାଳୁ…

ବେପାର ବେଳେ ମାଡିବସିଲା ପୋଲିସ: ୧୭ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: ରାଜଧାନୀର ବେଧଡ଼କ ଚାଲିଛି ବେଆଇନ ବ୍ରାଉନ ସୁଗାର କାରବାର। ଧଳା ଜହର କବଳରେ ଭୁବନେଶ୍ୱର। କିନ୍ତୁ ଏହା ଉପରେ କଡ଼ା ନଜର ରଖିଛି ପୋଲିସ। ଏକ ବିଶ୍ୱସ୍ତ ସୂତ୍ରରୁ ପୋଲିସ ଖବର ପାଇ ଜଟଣା ଥାନା ଅନ୍ତର୍ଗତ ଏକ ସ୍ପେଶାଲ ନାଇଜର ପଛ ପାଖରେ ଥିବା ଇଲେକ୍ଟ୍ରିକ ସବ-ଷ୍ଟେସନ ନିକଟରେ…