ଦୁଇ ଦିନିଆ ରଥ ଟଣା; ଅଧା ବାଟରେ ଅଟକିଲେ ଶ୍ରୀଜିଉ
ପୁରୀ: ଦୁଇ ଦିନିଆ ରଥ ଟଣାରେ ଆଜି ଅଳ୍ପ ବାଟ ଯାଇ ଅଟକିଲେ ଶ୍ରୀଜିଉ । ସିଂହଦ୍ବାର ଠାରୁ ମାତ୍ର ସ୍ବଳ୍ପ ଦୂର ବାଟ ଯାଇ ଅଟକିଲେ କାଳିଆ ସାଆନ୍ତ । ସେହିପରି ଶ୍ରୀକୃଷ୍ଣ ସିନେମା ହଲ୍ ପାଖରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଟକିଥିବା ବେଳେ ମରିଚିକୋଟ ଛକରେ ଅଟକି ରହିଲା ବଡଭାଇ ବଳଭଦ୍ରଙ୍କ…