ବିପୁଳ ପରିମାଣର କଫସିରପ୍ ଏବଂ ନିଶା ଇଞ୍ଜେକସନ ଜବତ, ଜଣେ ଗିରଫ
ବରଗଡ଼: ଆକ୍ସନ ମୋଡରେ ବରଗଡ଼ ଟାଉନ ଥାନା ପୋଲିସ । ବରଗଡ଼ ସହରରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ହେବା ସହ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି । ବର୍ତମାନ ସମୟରେ ନିଶାଖୋର ମାନଙ୍କ ପେଣ୍ଠ ସ୍ଥଳୀ ପାଲଟିଛି ବରଗଡ ସହର । ଏପରି ସ୍ଥିତିରେ ବରଗଡ଼ ପୋଲିସ ଏବଂ ପ୍ରଶାସନ ଏହା ଉପରେ ଅଙ୍କୁଶ…