ଶୁଟିଂରେ ମଧ୍ୟ ହାତଛଡା ହେଲା ଆଉ ଏକ ବ୍ରୋଞ୍ଜ, ରେସଲର ନିଶା କ୍ୱାର୍ଟରରେ
ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ପଦକ ମୁକାବିଲାରେ ପରାଜିତ ହୋଇ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ଶୁଟିଂ ସ୍କିଟ ମିକ୍ସଡ ଟିମ ଇଭେଂଟରେ ଭାରତ ଏକ ସୁବର୍ଣ୍ଣ ସୁଯୋଗ ହାତଛଡା କରିଛି । ଅନନ୍ତ ଜିତ ସିଂ ନରୁକ୍କା ଓ ମହେଶ୍ୱରୀ…